ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ ସୌମ୍ୟଙ୍କ ରଞ୍ଜନଙ୍କ ଆତ୍ମହତ୍ୟା ଘଟଣା ବିଷୟରେ ନିହାତି ଭାବରେ ଜାଣିଥିବେ।ତେବେ ଏହି ଘଟଣା ବର୍ତ୍ତମାନ ସମୟରେ ଅଧିକ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।ଏହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।
ତେବେ ବାସ୍ତବରେ ତାଙ୍କର ମୃତ୍ୟୁ ଏକ ବହୁତ ବଡ଼ ଦୁଃଖର ଘଟଣା ଅଟେ।ତେବେ ଆମେ ଆଜି ଏହି ଘଟଣା ସମ୍ପର୍କରେ କିଛି ବିଶେଷ ତଥ୍ୟ ଜାଣିବା।ତେବେ ସୌମ୍ୟଙ୍କ ମା କହିଛନ୍ତି ଯେ ମୁଁ ଏହା ଭିତରେ ବୋଧେ ପାଗଳ ହୋଇଯିବି ରେଜଲ୍ଟ କିଛି ନଶୁଣିଲେ।ନା ମତେ ନିଦ ହେଉଛି ନା ମତେ ଭୋକ ହେଉଛି ନା ଦିନ ରାତି କିଛି ଭଲରେ କଟୁଛି।
ମୋ ପୁଅ ଭଳିଆ ସଂସାରରେ ଆଉ କେହି ପୁଅ ନାହାନ୍ତି।ମୁଁ ଏହାକୁ ନେଇ ସାରା ରାତି ମଧ୍ୟ ଶୋଉ ନାହିଁ।ମତେ ସ୍ୱପ୍ନରେ ଖାଲି ମମି ମମି ଡାକୁଛି।ସ୍ୱପ୍ନରେ କହୁଚି ମମି ମତେ ନ୍ୟାୟ ମିଳିବା ଦରକାର।ଏହା କହି ସେ ଖାଲି କାନ୍ଦୁଛି।ଆଜିକୁ ଦୁଇ ମାସ ହୋଇଗଲାଣି।ଆଜି ଯାଇଥିଲୁ ପୁଅର ଫୋନ ଆଣିବା ପାଇଁ ଥାନାରୁ।
ଥାନାରେ ପଚାରିବାକୁ ଯାଇଥିଲୁ ଯେ ଏହି କେସଟି କେତେ ବାଟ ପର୍ଯ୍ୟନ୍ତ ପ୍ରୋସେସିଙ୍ଗ ହେଲାଣି।ସେ ଆଜି ପର୍ଯ୍ୟନ୍ତ କିଛି ବି ଜଣେଇ ନାହାନ୍ତି କିମ୍ବା ଆମେ କୌଣସି ତଥ୍ୟ ପାଉ ନାହୁଁ।ମାନ୍ୟବର ଆଇ ଏ ଏସଙ୍କୁ କହିବା ପରେ ସେ କହିଥିଲେ ତିନି ସପ୍ତାହ ମଧ୍ୟରେ କେସର ଡିଟେଲସ ଜଣାଅ।ମାନ୍ୟବର ହାଇକୋର୍ଟ ମଧ୍ୟ କୌଣସି ପଦକ୍ଷେପ ନେଇନାହିଁ।
ଏଥିରୁ କେତେ ପ୍ରେସର ପଡୁଛି ଟିକେ ଚିନ୍ତା କରନ୍ତୁ।ସେହି ପ୍ରେସର ପାଇଁ ସେ ଆମ କେସର କୌଣସି ପ୍ରକାର ପଦକ୍ଷେପ ନେଇ ନାହାନ୍ତି।ଏଥିପାଇଁ ମୁଁ ଓଡିଶା ବାସୀଙ୍କୁ ନିବେଦନ କରୁଛି ଯେ ଏକ ମାଆର ଦୁଃଖ ବୁଝନ୍ତୁ।ମୋ ପୁଅର ଶେଷ ସମୟରେ ଯାହା କାହିଁକି ଯାଇଛି ତା କଥା ଟିକେ ରକ୍ଷା କରନ୍ତୁ।ତାକୁ କିପରି ନ୍ୟାୟ ମିଳିଲେ ମୋ ପୁଅର ଆତ୍ମା ଶାନ୍ତି ପାଇବ।
ମୁଁ ଏହା ମଧ୍ୟରେ ବୋଧେ ପାଗଳ ହୋଇଯିବି ମୋର ରେଜଲ୍ଟ କିଛି ନଶୁଣିଲେ।ତେବେ ଏହିପରି ସୌମ୍ୟଙ୍କ ମାଆ କାନ୍ଦି କାନ୍ଦି କହିଥିଲେ।ତେବେ ବାସ୍ତବରେ ସୌମ୍ୟଙ୍କୁ ନ୍ୟାୟ ଦରକାର।ତେବେ ଏଠାରେ କହିରଖୁ ଏଥିରେ ଆମର କୌଣସି ମତାମତ ନାହିଁ ଆମେ ଏହି ଖବର ନିମ୍ନ ଭିଡିଓ ରୁ ସଂଗ୍ରହ କରିଛୁ