ମିଛ Promises କରିବା ପଡିଲା ମହଙ୍ଗା,ଏବେ ସ୍ୱାମୀ ଙ୍କୁ ଏହି କାରଣ ପାଇଁ ଛାଡି ନିଜ ଦିଅର କୁ ବାହା ହେବାକୁ ଚାଁହୁଛନ୍ତି ଏହି ମହିଳା…ଦେଖନ୍ତୁ Video

Spread the love

ତେବେ ଏପରି ଅନେକ ଘଟଣା ଘଟିଥାଏ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ।ଏପରି ଅନେକ ଘଟଣା ବର୍ତ୍ତମାନ ମଧ୍ୟ ଏହି ଦୁନିଆରେ ଘଟୁଛି ଯାହା ଆପଣ ଶୁଣିବା ପରେ ସହଜରେ ଏହାକୁ ବିଶ୍ୱାସ କରି ପାରିବେ ନାହିଁ।ତେବେ ଆମେ ବର୍ତ୍ତମାନ ଏପରି ଏକ ଘଟଣା ସମ୍ପର୍କରେ ଆଲୋଚନା କରିବା ଯାହାକୁ ଶୁଣିବା ପରେ ଆପଣ ବାସ୍ତବରେ ଏହାକୁ ବିଶ୍ଵାସ କରି ପାରିବେ ନାହିଁ।ତେବେ ଏହା ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ ଅଟେ।

ତେବେ ଜଣେ ମହିଳା ବିବାହ ପରେ ନା ନିଜର ପତିଙ୍କ ସହିତ ରହି ପାରିଲେ ଏହା ପରେ ସେ ଆଶା କରୁଥିଲେ କି ନିଜର ଦିଅରଙ୍କ ସହିତ ରହିବେ ବୋଲି ମାତ୍ର ସେତିକି ମଧ୍ୟ ହୋଇ ପାରିଲା ନାହିଁ।ତେବେ ଏହା ଶୁଣିବା ପାଇଁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇ ପାରେ ମାତ୍ର ଏପରି ଘଟିଛି।ତେବେ ସୂଚନା ଅନୁସାରେ ଜଣେ ୨୨ ବର୍ଷୀୟ ମହିଳା ପ୍ରଥମେ ବିବାହ କରି ନିଜର ଶ୍ୱଶୁର ଘରକୁ ଆସିଥିଲେ।

ତେବେ ତାଙ୍କର ବିବାହ ହୋଇ ଥିବାରୁ ତାଙ୍କର ଘର ଲୋକ ମଧ୍ୟ ବହୁତ ଖୁସି ଥିଲେ।ତେବେ ଏହା ପରେ ଆରମ୍ଭ ହୋଇଥିଲା ଅସଲ ଘଟଣା।ତେବେ ସୂଚନା ଅନୁସାରେ କି ନିଜର ବିବାହର ଅଳ୍ପ ଦିନ ପରେ ଜାଣିବାକୁ ପାଇଥିଲେ କି ତାଙ୍କର ପତି ନପୁଂସକ ଅଟନ୍ତି।ଏହା ସହିତ ଏହା ଜାଣିବା ପରେ ସେ ଏହି ବିବାହ ଭାଙ୍ଗିବା ପାଇଁ ଚାହିଁଥିଲେ।

ଏହା ସହିତ ସେ ନିଜର ଘରକୁ ଫେରି ଯିବା ପାଇଁ ଚାହିଁ ଥିଲେ।କିନ୍ତୁ ତାଙ୍କର ଶାଶୁ ତାଙ୍କୁ ବୁଝାଇ ଦେଇଥିଲେ କି ତାଙ୍କର ବଡ଼ ପୁଅ ଯଦି ତାଙ୍କୁ ବିବାହ କରିବା ପାଇଁ ଯୋଗ୍ୟ ନୁହନ୍ତି ତେବେ ସେ ନିଜର ସାନ ପୁଅ ସହିତ ତାଙ୍କର ବିବାହ କରାଇ ଦେବେ।ତେବେ ତାଙ୍କର ଶାଶୁ ଲୋକଲଜ୍ୟା ଭୟରେ ଏପରି କରିଥିଲେ।

କିନ୍ତୁ ଏହା ପରେ ଅସଲ ସମସ୍ୟା ଦେଖା ଯାଇଥିଲା।ତେବେ ଦୁଇ ବର୍ଷ ବିତିଗଲା।ଏହା ସହିତ ଏହା ମଧ୍ୟ ତାଙ୍କର ଦିଅର ତାଙ୍କ ସହିତ ଶାରିରୀକ ସମ୍ପର୍କ ମଧ୍ୟ ରଖି ସାରିଥିଲେ।ତେବେ ଏହା ପରେ ଯେତେବେଳେ ସେ ତାଙ୍କୁ ବିବାହ କରିବା ପାଇଁ କହିଥିଲେ ସେହି ସମୟରେ ତାଙ୍କ ସହିତ ବିବାହ ପାଇଁ ତାଙ୍କର ଶାଶୁ ଓ ତାଙ୍କର ଦିଅର ମଧ୍ୟ ରାଜି ହୋଇ ନଥିଲା।

ଯାହା ଫଳରେ ସେ ଶେଷର ଏହାକୁ ନେଇ ପୋଲିସ ପାଖରେ ଅଭିଯୋଗ କରିଥିଲେ।ଏହା ସହିତ ସେ ସମାଜସେବୀ ମାନଙ୍କ ପାଖକୁ ମଧ୍ୟ ଯାଇଥିଲେ।ତେବେ ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରିବା ସହିତ ଏହାର ସମାଧାନ କରିବା ପାଇଁ ନିଜର ସମସ୍ତ ପ୍ରୟାସ କରିବ ବୋଲି ପୋଲିସ କହିଛି।ଏହା ସହିତ ବର୍ତ୍ତମାନ ଏହି ଘଟଣା ସେହି ଅଞ୍ଚଳରେ ସମସ୍ତଙ୍କୁ ଚକିତ କରି ଦେଇଚି।ଏହା ସହିତ କିଛି ଲୋକ କହିଛନ୍ତି କି ସେ ନିଜର ପତିଙ୍କର ହୋଇ ପାରିଲେ ନାହିଁ କି ନିଜର ଦିଅରର ହୋଇ ପାରିଲେ ନାହିଁ।

Leave a Reply

Your email address will not be published. Required fields are marked *