ଆମେ ସମସ୍ତେ ଅଭିନେତା ଶ୍ରୀତମ ଦାସଙ୍କୁ ଆମେ ସମସ୍ତେ ବହୁତ ଭଲ ଭାବରେ ଜାଣୁ ଏହି ଅଭିନେତା ଜଣଙ୍କ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।ଏହା ସହିତ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ ମଧ୍ୟ କରିଥାନ୍ତି।ତେବେ ସେ ଅନେକ ଚଳଚ୍ଚିତ୍ର ଓ ଅନେକ ଫିଲ୍ମରେ ମଧ୍ୟ ଅଭିନୟ କରି ସାରିଛନ୍ତି।ସେ ନିଜର ଅଭିନୟ ମାଧ୍ୟମରେ ଅନେକ ଲୋକଙ୍କର ପ୍ରିୟ ଅଭିନେତା ହୋଇ ପାରିଛନ୍ତି।ଏହା ସହିତ ସେ ହେଉଛନ୍ତି ଓଡ଼ିଆ ଅଭିନୟ ଜଗତର ଜଣେ ଆଗ ଧାଡ଼ିର ଅଭିନେତା।
ଏହାପରେ ଆମେ ସମସ୍ତେ ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ ମଧ୍ୟ ବହୁତ ଭଲ ଭାବରେ ଜାଣୁ ସେ ନିଜର ଅଭିନୟ ମାଧ୍ୟମରେ ମଧ୍ୟ ନିଜର ଏକ ପ୍ରତିଷ୍ଠା ତିଆରି କରି ପାରିଛନ୍ତି।ଏହା ସହିତ ସେ ନିଜର ଅଭିନୟ ମାଧ୍ୟମରେ ନିଜକୁ ଅନେକ ଲୋକଙ୍କ ନିକଟରେ ପରିଚିତ କରି ପାରିଛନ୍ତି।ଏହା ସହିତ ତାଙ୍କର ଅଭିନୟ ଅନେକ ଲୋକଙ୍କୁ ଭଲ ଲାଗିଥାଏ।ତାଙ୍କର ସୋସିଆଲ ମିଡିଆରେ ମଧ୍ୟ ଅନେକ ଅନୁଗତ ରହିଛନ୍ତି।ଏହା ସହିତ ସେ ମଧ୍ୟ ଓଡ଼ିଆ ଅଭିନୟ ଜଗତର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ଅଟନ୍ତି।
ତେବେ କିଛି ଦିନ ହେବ ଆମେ ଦେଖିଥିବା କି ଅନୁ ଚୌଧୁରୀ ଓ ଶ୍ରୀତମ ଦାସଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖି ଥିବା।ଏହି ଫଟୋର ସେମାନେ ବର ଓ କନ୍ୟା ବେଶରେ ଅଛନ୍ତି।ଯାହା ଫଳରେ କିଛି ଅନୁଗତ ମାନେ ଏହା ଭାବୁଛନ୍ତି କି ସେମାନେ ଦିତୀୟ ବିବାହ କରିବାକୁ ଯାଉଛନ୍ତି।ଏହା ସହିତ ଆମେ ସମସ୍ତେ ଜାଣୁ କି ସେମାନେ ବର୍ତ୍ତମାନ ଏକ ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ଅଛନ୍ତି।ତେବେ ସେମାନେ ଏକ ଭିଡିଓ ମାଧ୍ୟମରେ ସମସ୍ତ ଅନୁଗତ ମାନଙ୍କୁ ଏକ ସନ୍ଦେଶ ଦେଇଛନ୍ତି।
ଯେଉଁଥିରେ ସେମାନେ ସେମାନଙ୍କ ବିଷୟରେ ଚାଲିଥିବା ଗୁଜବକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି।ଏହା ସହିତ ସେମାନେ କହିଛନ୍ତି କି ସେମାନେ ଏହି ପୋଷାକରେ ଆସିବାର କାରଣ ହେଉଛି ସେମାନେ କେବଳ ଏକ ସିନ କରିବା ପାଇଁ ଏହିଭଳି ଭାବରେ ସଜାଇ ହୋଇଥିଲେ।ସେମାନେ ପରସ୍ପରକୁ ବିବାହ କରିବାକୁ ଯାଉ ନାହାଁନ୍ତି ବୋଲି ସମସ୍ତ ଜନତାଙ୍କୁ କହିଥିଲେ।ଏହା ସହିତ ସେମାନେ ଏହି ସନ୍ଦେଶ ସୁଟିଂ ସେଟରୁ ହିଁ ଦେଇଥିଲେ।ଯାହା ଫଳରେ ଦର୍ଶକ ମାନେ ଜାଣି ପାରିବେ କି ତାଙ୍କ ବିଷୟରେ ଯାହା ସବୁ ଶୁଣା ଯାଉଛି ତାହା ମିଥ୍ୟା।
ଏହା ସହିତ ସେମାନେ ସମସ୍ତ ଜନତାଙ୍କୁ ଅନୁରୋଧ କରିଛନ୍ତି କି ଏଭଳି ଭାବରେ ମିଥ୍ୟା ଖବର ପ୍ରଚାର ନ କରିବାକୁ।ସେମାନେ ଏହା ଫଳରେ ଅଯଥା ଅନେକ ପ୍ରଶ୍ନର ସମ୍ମୁଖୀନ ହେଉଛନ୍ତି।ତେବେ ସୂଚନା ଅନୁସାରେ ସେମାନେ ବର୍ତ୍ତମାନ ମାର ମମତା ଚଳଚ୍ଚିତ୍ର ସୁଟିଂରେ ବ୍ୟସ୍ତ ଅଛନ୍ତି।ଯାହା ଫଳରେ ସେମାନେ ନିଜର ସୁଟିଂ ସମୟର କିଛି ଫଟୋ ଉଠାଇଥିଲେ ଯାହା ଫଳରେ ସେମାନଙ୍କ ନାମରେ ଗୁଜବ ବାହାରିଥିଲା କି ସେମାନେ ଦିତୀୟ ବିବାହ କରିବାକୁ ଯାଉଛନ୍ତି।ମାତ୍ର ସେମାନେ ଏହାକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି।