ଦକ୍ଷିଣ ଚିନ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଡିଆଁମୁ ପ୍ରଭାବରେ ଓଡ଼ିଶାର କେତେକ ସ୍ଥାନ ବର୍ତ୍ତମାନ ଘୂର୍ଣ୍ଣିବଳୟର ଶିକାର ହୋଇ ପାରେ।ଅର୍ଥାତ ଡିଆଁମୁର କିଛି ଅଂଶ ବର୍ତ୍ତମାନ ମଧ୍ୟ ଚିନ ସାଗରରେ ରହିଛି।ଯାହାର ପ୍ରଭାବରେ ବର୍ତ୍ତମାନ ଓଡ଼ିଶା ମୁହାଁ ଏକ ଘୂର୍ଣ୍ଣିବଳୟ ହୋଇ ପାରେ ବୋଲି ବର୍ତ୍ତମାନ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏହା ସହିତ ଏହା ବର୍ତ୍ତମାନ ମିଆଁମାର ଉପକୂଳରେ ନିଜର ପ୍ରଭାବ ବଢ଼ାଉଛି।ଏହା ସହିତ ଏହାର ପ୍ରଭାବରେ ଆମ ଓଡ଼ିଶାର କିଛି ଅଂଶ ପ୍ରଭାବିତ ହୋଇପାରେ।
ତେବେ ଏହି ବାତ୍ୟା ଯେତେବେଳେ ମିଆଁମାର ଉପକୂଳରେ ଆସି ପହଞ୍ଚିବା ସେହି ସମୟରେ ଏହା ଜଣା ପଡ଼ିବ କି ଏହି ବାତ୍ୟା ଆଗାମୀ ସମୟରେ କେଉଁ ଆଡ଼କୁ ଯିବ।ତେବେ ବର୍ତ୍ତମାନ କିଛି ଲୋକ ଏହା କହିଛନ୍ତି କି ଏହି ଡିଆଁମୁ ବାତ୍ୟା ପ୍ରଭାବରେ ଓଡ଼ିଶାର କିଛି କିଛି ଅଂଶ ପ୍ରଭାବିତ ହୋଇ ପାରେ।କାରଣ ଓଡ଼ିଶାର କିଛି ଅଂଶ ଏହି ବାତ୍ୟା ଡିଆଁମୁର କିଛି ଶେଷ ଅଂଶର ପ୍ରଭାବରେ ଆସି ପାରେ।
ଏହା ସହିତ ଏହି ବାତ୍ୟାର ପ୍ରଭାବ ଅଧିକ ରହିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।ଏହା ସହିତ ଏହି ବାତ୍ୟା ଡିଆଁମୁ ବର୍ତ୍ତମାନ ଭିଏତନାମ, ଥାଇଲାଣ୍ଡ ଭଳି ଆହୁରି ଅନେକ ସ୍ଥାନ ମଧ୍ୟଦେଇ ଗତି କରିବାକୁ ଯାଉଛି।ଏହା ସହିତ ଏହାର ପ୍ରଭାବରେ ଏହି ବାତ୍ୟା ଡିଆଁମୁ କ୍ରମଶଃ ଦୁର୍ବଳ ହେବାକୁ ମଧ୍ୟ ଯାଉଛି।
ଯାହା ଫଳରେ ଏହା ଉପକୂଳରେ ପହଞ୍ଚିବା ସମୟରେ ଏହି ବାତ୍ୟାରେ ଆଉ ଅଧିକ ଶକ୍ତି ନଥିବ।ଏହା ସହିତ ଏହି ବାତ୍ୟା ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଦୁର୍ବଳ ହୋଇ ବାତ୍ୟାର ଶେଷ ପର୍ଯ୍ୟାୟରେ ରହିଛି।ଯେପରିକି ଏହାର ବର୍ତ୍ତମାନ ଘଣ୍ଟା ପ୍ରତି ପବନର ବେଗ ୬୦-୭୦ କିମି ରହିଛି।କିନ୍ତୁ କିଛି ସମୟ ପରେ ଏହି ବାତ୍ୟାର ପ୍ରଭାବ ଧୀରେ ଧୀରେ କମିବାରେ ଲାଗିବ।
ଯାହା ଫଳରେ ଏହି ବାତ୍ୟାର ଶେଷ ଅଂଶ କିଛି ମାତ୍ରାରେ ଘନୀଭୂତ ହୋଇ ଏକ ଦୁର୍ବଳ ଲଘୁଚାପର ପରିଣତ ହୋଇ ପାରେ।ଏହା ସହିତ ଏହି ସମୟରେ ଏଠାରେ ପବନର ବେଗ ଘଣ୍ଟା ପ୍ରତି ୪୦-୫୦ କିମି ପ୍ରତି ଘଣ୍ଟା ରହିବ।ଏହା ସହିତ ଆଗାମୀ ସମୟରେ ଯେଉଁ ଭଳି ଭାବରେ ଏହି ବାତ୍ୟା ରୂପ ନେବାକୁ ଯାଉଛି ଏହାର ପ୍ରଭାବରେ ଓଡ଼ିଶାର ଉପକୂଳରେ ବର୍ଷା ଆରମ୍ଭ ହୋଇ ପାରେ ବୋଲି ବର୍ତ୍ତମାନ ସୂଚନା ମିଳିଛି।
ତେବେ ଅକ୍ଟୋବର ମାସରେ ଓଡ଼ିଶାରେ ସବୁଠାରୁ ଅଧିକ ବାତ୍ୟା ଆସିଥାଏ।ତେବେ ଏହି ବାତ୍ୟାକୁ ନଜରରେ ରଖି ବର୍ତ୍ତମାନ କିଛି ଲୋକ ଏହା କହୁଛନ୍ତି କି ଏହି ବାତ୍ୟା ପ୍ରଭାବରେ ଓଡ଼ିଶାର ଉପକୂଳରେ କିଛି ଦିନ ଧରି ବର୍ଷା ଲାଗି ରହି ପାରେ।ଏହା ସହିତ ଏହି ମିଆଁମାର ଉପକୂଳରେ ଯେଉଁ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ଏହାର ପ୍ରଭାବରେ ଓଡ଼ିଶାର ଉପକୂଳରେ କିଛି ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ।
ଏହା ସହିତ ଏହା ଅଧିକ ବଡ଼ ଲଘୁଚାପ ନ ହୋଇପାରେ।କିନ୍ତୁ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବାକୁ ଯାଉଛି।ଏହା ସହିତ ଏହାର ମୁକାବିଲା ପାଇଁ ମଧ୍ୟ ସତର୍କ ରହିବାକୁ କୁହା ଯାଇଛି।ତେବେ ଅତି ଜରୁରୀ କାମ ନଥିଲେ ଘରୁ ନ ବାହାରିବା ପାଇଁ ବିଶେଷ ଅନୁରୋଧ