Suryadev ଙ୍କ କୃପାରୁ ଭାଗ୍ୟଶାଳୀ ହେବେ ଏହି ୪ଟି ରାଶି ଗୁଡ଼ିକ,କାଲିଠୁ ଏମାନଙ୍କ ଜୀବନରେ ଭାରି ଉଠିବ ଖୁସି ର ମୁହୂର୍ତ…

Spread the love

ଆଜି ଆମେ ଜାଣିବା କି ସୂର୍ଯ୍ୟଦେବଙ୍କ କୃପାରୁ ଭାଗ୍ୟଶାଳୀ ହେବେ ଏହି ଚାରୋଟି ରାଶି।ଆଗାମୀ ମାସରେ ଧନ ସଂପୂର୍ଣ୍ଣ ଭାବେ ଆପଣଙ୍କ ପାଖକୁ ଆସିବ।ପ୍ରେମ ମିଳିବ। ସୂର୍ଯ୍ୟ ଗ୍ରହକୁ ସବୁ ଗ୍ରହର ରାଜ ବୋଲି କୁହାଯାଏ।ଯେଉଁ ରାଶି ଉପରେ ତାଙ୍କର କୃପା ପଡେ ତାଙ୍କୁ ଧନ ସମ୍ମାନ, ଉନ୍ନତି ସଫଳତା ହାତରେ ଲାଗିଥାଏ। ମାର୍ଚ୍ଚ ମାସରେ ସୂର୍ଯ୍ୟ ମକର ରାଶିରୁ ବାହାରି କୁମ୍ଭ ରାଶିରେ ପ୍ରବେଶ କରିଛନ୍ତି।ଏମିତି ଆଗାମୀ ଗୋଟିଏ ମାସ ମଧ୍ୟରେ କୁମ୍ଭ ରାଶିରେ ରହିବାକୁ ଯାଉଛନ୍ତି।

ଏହା ଅନ୍ୟ ୧୨ଟି ରାଶି ଉପରେ ଶୁଭ ଅଶୁଭ ପ୍ରଭାବ ପକାଇଥାଏ।୧୪ ମାର୍ଚ୍ଚରୁ ଆଗାମୀ ଗୋଟିଏ ମାସ ପର୍ଯ୍ୟନ୍ତ ବିଶେଷ ରାଶି ଉପରେ ସୂର୍ଯ୍ୟ ଦେବ କୃପା କରିବାକୁ ଯାଉଛନ୍ତି।ଏହି ଗୋଟିଏ ମାସରେ ରାଶି ଗୁଡ଼ିକର ଭାଗ୍ୟ ଚମକିବ। ଜୀବନରେ ଆର୍ଥିକ ସମସ୍ୟା ଦୂର ହେବ।ଏହା ସହ ମାନ ସମ୍ମାନ ମଧ୍ୟ ବୃଦ୍ଧି ହେବ।

ପ୍ରଥମେ ମେଷ ରାଶି।ଏହି ମାସରେ ଆପଣଙ୍କୁ କିଛି ସୁଖ ଖବର ମିଳିବ।ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବ।ଭାଗ୍ୟ ବଳରେ କିଛି ଅଟକି ରହିଥିବା କାର୍ଯ୍ୟ ସହଜରେ ହୋଇଯିବ।ସବୁ ଜିନିଷ ଆପଣଙ୍କ ପକ୍ଷରେ ରହିବ। ଅର୍ଥର ଅଭାବ ରହିବ ନାହିଁ।ଜୀବନ ସୁଖମୟ ହେବ। ଚାକିରୀରେ ପଦୋନ୍ନତି ହେବ। ବ୍ୟାପାରରେ ଲାଭ ହେବ।

ପରିବାରରେ ଖୁସି ଲାଗି ରହିବ।ବୃଷ ରାଶି ପାଇଁ ଅଚାନକ ଧନ ଲାଭ ହୋଇପାରେ।ଆର୍ଥିକ ସ୍ଥିତି ମଜଭୁତ ହେବ।ପୁରୁଣା କରଜ ସୁଜି ପାରିବେ। ଜୀବନରେ ଗୋଟିଏ ଗୋଟିଏ ଖୁସି ଚାଲି ଆସିବ। ପ୍ରେମରେ ସଫଳତା ମିଳିବ। କ୍ୟାରିୟରରେ ଉନ୍ନତି ହେବ।ସବୁ କାମରେ ସଫଳତା ଲାଭ କରିବେ। ସୁଖଦ ଯାତ୍ରା ହୋଇପାରେ।

ଘରେ ମାଙ୍ଗଳିକ କାର୍ଯ୍ୟ ହେବ।ଜୀବନ ସାଥୀଙ୍କ ସହ ସଂପର୍କ ମଧୁର ରହିବ।ବାପା ମାଆଙ୍କୁ ଗର୍ବିତ କରିବେ। ସମାଜରେ ଆପଣ ପ୍ରଶଂସା ପାଇବେ।ମିଥୁନ ରାଶିର ବ୍ୟକ୍ତି ମାନେ ଉଧାର ପଇସା ଫେରି ପାଇବେ।ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଭାବୁଥିଲେ ଏହା ଉଚିତ ସମୟ ଅଟେ।ଘର, ଦୋକାନ, ବାହାନ କିଣା ଠିକ ସମୟରେ ହେବ।

ଜୀବନ ସାଥି ସାହାର୍ଯ୍ୟରେ ଧନ ଲାଭ କରି ପାରିବେ। ସମ୍ପର୍କରେ ମଧୁରତା ଆସିବ। ପରିବାରରେ ସୁଖ ଶାନ୍ତି ମହୋଲ ରହିବ।ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। ବିବାହର ଯୋଗ ରହିଛି। ମକର ରାଶିରେ ଆର୍ଥିକ ସମସ୍ୟାରେ ଭଗଵାନ ଆପଣଙ୍କୁ ସାହାର୍ଯ୍ୟ କରିବେ।ସବୁ ଦୁଃଖର ଅନ୍ତ ଘଟିବ।

ସମାଜରେ ଇଜତ ବଢିବ।ଘରେ ଖୁସିର ମହୋଲ ରହିବ।ମାଲିକ ଆପଣଙ୍କ କାମକୁ ପ୍ରଶଂସା କରିବେ। ପଦୋନ୍ନତି ହେବ। ବ୍ୟାପାରରେ ବୃଦ୍ଧି ହେବ।ସନ୍ତାନ ସୁଖ ମିଳିବ।ନିଜ ଲୋକଙ୍କ ସାହାର୍ଯ୍ୟ ମିଳିବ।ଘରେ ମାଙ୍ଗଳିକ କାର୍ଯ୍ୟ ହେବ।ଯେଉଁ ରାଶି ମାନଙ୍କ ନାମ ନାହିଁ ସେମାନେ ସବୁଦିନ ସକାଳୁ ସୂର୍ଯ୍ୟ ଦେବଙ୍କ ପୁଜା କରନ୍ତୁ।

Leave a Reply

Your email address will not be published. Required fields are marked *