ପୁଣି ଫିଲ୍ମ ଜଗତରେ ଆସିଲା ସବୁଠୁ ବଡ ଦୁଃଖର ଖବର,ଏବେ ଏବେ ଏହି Actreess ଙ୍କ ଅଚାନକ ହେଇଗଲା ଦେହାନ୍ତ,ସବୁଆଡେ ଖେଳିଗଲା ଶୋକର ଛାୟା..

Spread the love

କଳାକାର ଏବଂ କଳା ସଂସ୍କୃତିକୁ ନେଇ ଆମ ଦେଶ ପର୍ଯ୍ୟବେସିତ। କଳାକାର ମାନଙ୍କୁ ଆମ ଦେଶରେ ଅନେକ ସମ୍ମାନ ମିଳିଛି। ସେ ହିରୋ ହୁଅନ୍ତୁ ବା ହିରୋଇନ, ସମସ୍ତଙ୍କୁ ତାଙ୍କ ଅଭିନୟ ଅନୁସାରେ ବେଶ ସମ୍ମାନ ମିଳେଏବଂ ଏହି ସେଲିବ୍ରିଟି ମାନଙ୍କର ଖାତିର ବହୁତ ରହିଛି। କାରଣ ସେମାନଙ୍କୁ ଲୋକ ପସନ୍ଦ କରନ୍ତି ଏବଂ ପାଗଳ ଭଳି ତାଙ୍କ ଫ୍ୟାନ ବନି ଯାଆନ୍ତି। ତେବେ କାଲକାରଙ୍କ ମୃତ୍ୟୁ ଫ୍ୟାନମାନଙ୍କ ପାଇଁ ଏକ ଦୁଃଖ ଖବର ଆଣି ଦିଏ।

ଏବଂ ଫ୍ୟାନମାନଙ୍କୁ ଲାଗେ ଶକ୍ତ ଝଟକା। ସେପରି କିଛି ଘଟିଛି ଏହି ଘଟଣାରେ।ମୃତ୍ୟୁ ବରଣ କରିଛନ୍ତି ଜଣେ ହିରୋଇନ। ତାମିଲଏବଂ ତେଲୁଗୁ ଇଣ୍ଡଷ୍ଟ୍ରିର ଗାୟତ୍ରୀଙ୍କ ମୃତ୍ୟୁ ହୋଇଛି। ସେ ରୋଡ଼ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ତେବବ ୨୬ ବର୍ଷ ବୟସରେ ରୋଡ଼ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଗାୟତ୍ରୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

କାରଣ ଗାୟତ୍ରୀ ତାମିଲ ଏବଂ ତେଲୁଗୁ ଇଣ୍ଡଷ୍ଟ୍ରିରେ ନାମ କମାଇବାର ଥିଲା। ଅନେକ ଚଳଚ୍ଚିତ୍ରରେ ମଧ୍ୟ ତାଙ୍କୁ ବିଶେଷ ଅଫର ଆସିଥିଲା। ତେବେ ରବିବାର ଏବଂ ଶୁକ୍ରବାର ଦିନ ସେ ହୋଲି ମନେଇ ଥିଲେ ଏବଂ ନିଜ ବନ୍ଧୁ ରାଠୋଡଙ୍କ ସହିତ ଘରକୁ ଫେରିଥିଲେ। ଏହି ସମୟରେ ରାଠୋଡ଼ ଗାଡି ଚଳାଉଥିବା ସମୟରେ ତାଙ୍କ କାରଟି ନିୟନ୍ତ୍ରଣ ହରାଇଥିଲା।

ଯାହାଦ୍ୱାରା ତାଙ୍କର ମୃତ୍ୟୁ ଘଟିଥିଲା। ଏକ ପଥରରେ ଗାଡି ମାଡ଼ ହୋଇଥିଲା।ଗାୟତ୍ରୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ବନ୍ଧୁ ରାଠୋଡ଼ଙ୍କୁ ମେଡିକାଲ ନିଆଯାଇଥିଲା। ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭଲ ଅଛନ୍ତି। ଗାୟତ୍ରୀଙ୍କ ମୃତ୍ୟରେ ଓଡ଼ିଆ ଏବଂ ହିନ୍ଦୀ ଇଣ୍ଡଷ୍ଟ୍ରିରେ ନୁହେଁ ତାମିଲ ଏବଂ ତେଲୁଗୁ ଇଣ୍ଡଷ୍ଟ୍ରିରେ ମଧ୍ୟ ଶୋକର ଛାୟା ଖେଳି ଯାଇଥିଲା। ତାଙ୍କ ପରିବାର ସମେତ ତାଙ୍କ ବନ୍ଧୁ କୁଟୁମ୍ବ ସମସ୍ତେ ଦୁଃଖରେ ଭାଙ୍ଗି ପଡିଛନ୍ତି। ସାରା ଓଡିଶାବାସୀ , ସାରା ଭାରତବାସୀଙ୍କ ମନ ଦୁଃଖରେ ଭରି ଯାଇଥିଲା।

Leave a Reply

Your email address will not be published. Required fields are marked *