ତପସ୍ୱିନୀ କହିଲେ ସୁମିତ ମତେ ବହୁତ ଶୀଘ୍ର Accept କରିବେ,ଆସିଲା ବଡ ଖୁସି ଖବର ଆଉ ଖୁବ ଜଲ୍ଦି ପରିବାର ମଧ୍ୟ ବଢିବ…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ ତ ସୁମିତ ଏବଂ ତପସ୍ୱୀନୀଙ୍କ ବିଷୟରେ ନିହାତି ଭାବରେ ଜାଣିଥିବେ।ବର୍ତ୍ତମାନ ସମୟରେ ଏହା ଅନେକ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।ତେବେ ଏହା ସମ୍ପର୍କରେ କିଛି ନୂତନ ତଥ୍ୟ ସାମ୍ନାକୁ ଆସିଛି।

ଆମେ ଏହା ସମ୍ପର୍କରେ କିଛି ବିଶେଷ ଖବର ଜାଣିବା।ତେବେ ଆମେ ଆଜି ଜାଣିବା ଏହା ସମ୍ପର୍କରେ ତପସ୍ବିନୀ କଣ କହୁଛନ୍ତି।ତେବେ ତପସ୍ୱୀନୀଙ୍କ କହିବା ଅନୁସାରେ କେଉଁ ଲେଡି ଅବହେଳିତ ନୁହନ୍ତି।ସେ ନିଜକୁ ନିଜେ ଅବହେଳିତ ଭାବି ଅବହେଳିତ ହେଉଛନ୍ତି।ଲେଡି ମାନଙ୍କର କଣ ଗୋଡ଼ ନାହିଁ।ଲେଡି ମାନଙ୍କର ଆଖି ଦେଇନାହାନ୍ତି ନା ହାତ ଦେଇ ନାହାନ୍ତି।

ପୁଅ ମାନଙ୍କୁ ମଧ୍ୟ ଯେମିତି ଆଖି ଦେଇଛନ୍ତି ଝିଅ ମାନଙ୍କୁ ମଧ୍ୟ ସେହିପରି ଦେଇଛନ୍ତି।ପାଟି ମଧ୍ୟ ଦେଇଛନ୍ତି।ତେବେ ଆମେ କାହିଁକି ଅବହେଳିତ ହେବ?ଚାହିଁଲେ ତୁମେ ମାନେ ମଧ୍ୟ ଅବହେଳିତ ହେବ।ତୁମେ ମଧ୍ୟ ଦୁଷ୍କର୍ମର ଶିକାର ହେଉଛନ୍ତି।ମୁଁ ଯେଉଁ ଜିନିଷକୁ ଅପେକ୍ଷା କରି ଥିଲି ସେହି ଜିନିଷ ମୋ ପାଖକୁ ଆସିବ।

ପୂର୍ବରୁ କହିଥିଲି ନ୍ୟାଳୟ ଉପରେ ମୋର ପୂର୍ଣ୍ଣ ଭରସା ଅଛି।ଏବେ ବି ମଧ୍ୟ ମୋର ବିଶ୍ୱାସ ଅଛି।ସେ ମଧ୍ୟ ଏକ ଭଲ ଅର୍ଡର ଦେଇଛନ୍ତି।୯ ତାରିଖରେ ମୋର ଏବଂ ସୁମିତଙ୍କର ଏକ କାଉନସିଲିଙ୍ଗ ହେବ।ମିଡ଼ିଏସନ ସେଣ୍ଟରରେ।୨୩ ତାରିଖ ଦିନ ତାର ପରବର୍ତ୍ତୀ ଶୁଣାଣି ହେବ।ସୁମିତ ଯେଉଁ ଭଡା ଘର କରେଇଛନ୍ତି ସେଥିରେ ମୁଁ ଏବଂ ସୁମିତ ଦୁଇଜଣ ଭିଡିଓ କ୍ଲିପ ଦେବୁ।

ସେତିକି ପର୍ଯ୍ୟନ୍ତ ମୁଁ ଶାଶୁ ଘରେ ଯେମିତି ଥିଲି ସେହିପରି ରହିବି।ସୁମିତ ଏବଂ ମୋ ଭିତରେ କୌଣସି ମନ ମଳିନ ନାହିଁ।ମନ ମାଳିନ ସେ ଯେଉଁ କଥା କହୁଛନ୍ତି ଯେ ସେ ଏତେ ଆସି କରିଦେଲେ ବାହାରେ ବସିଦେଲେ।ସେ ବୁଝୁ ନାହାନ୍ତି।ମୁଁ କାହିଁକି ଆସିକି ବାହାରେ ବସିଲି।ତାର ପୂର୍ବରୁ ସେ ମୋ ସହିତ କାହିଁକି କଥା ହେଉ ନଥିଲେ।

ତାର ପୂର୍ବରୁ ଏସବୁ କାହିଁକି ଆରମ୍ଭ କରିଥିଲେ।କଣ ଦେଖିକି ଯାଇକି ସ୍ତ୍ରୀକି ଛାଡି ସମ୍ବଲପୁରରେ ରହିଥିଲେ ଏବଂ ମନ୍ତ୍ରୀଙ୍କ ଭଣେଜିଙ୍କ ସହିତ ବାହା ହେବାପାଇଁ ରାଜି ହୋଇଥିଲେ।କଣ ଦେଖିକି ମୁଁ ଜାଣି ପାରୁନି।ଶାଶୁ ଶ୍ୱଶୁର ମତେ ଗ୍ରହଣ କରିବେ କିମ୍ବା କରିବେ ନାହିଁ ତାହା ମୁଁ ବିଲକୁଲ କହିପାରିବି ନାହିଁ।ସାତ ଦିନ ମଧ୍ୟରେ ମୋର ଭଲ ସମ୍ପର୍କ ଥିଲା ବୋଲି ମାନ୍ୟବର ଆଇ ଆଇ ସି ସାର୍ଵ ଏବଂ ପ୍ରୋଟେକ୍ସନ ଅଫିସର ମାଡ଼ମ ଦେଇଥିଲେ ରିପୋର୍ଟ।

Leave a Reply

Your email address will not be published. Required fields are marked *