ଭାଇରଲ ହେଉଥିବା ଏହି ଯୁବକ Hindi ଶୁଣିଲେ ଆପଣ ହସ ରୋକି ପାରିବେ ନାହିଁ,କହିଲେ ଧେତ ଓଡ଼ିଆ ହେଇ ଯାଉଛି…ଦେଖନ୍ତୁ Video

Spread the love

ଆପଣ ୫ ଯାଏ ଆସି ପାରିବେ କି।ଆଜି? ଆଜ୍ଞା ହଁ ଆଜି। କାଲି ହେବନି କି। କାଲି ମଧ୍ୟ ହେବ କିନ୍ତୁ ସାର ଆପଣଙ୍କ ସମୟ ଆଜି ୫ ଯାଏ ଅଛି।ତେଣୁ ମୁଁ କହିଲି।ଆଜି ୫ ପର୍ଯ୍ୟନ୍ତ।କଣ ଆସିଛି।ଆପଣ ଓଡ଼ିଆ ବୁଝି ପାରୁଛନ୍ତି। ସାର ଆପଣ କେଉଁ ଭାଷାରେ କଥା ହେଉଛନ୍ତି ବୁଝି ହେଉ ନାହିଁ।ମୁଁ କହିଲି କି କଣ ଜିନିଷ ଆସିଛି।କେଉଁ ଜିନିଷ ଆସିଛି।ଆପଣଙ୍କର ଏକ ମୋଟର ଗାଡ଼ି ଆସିଛି।ଆପଣଙ୍କୁ ୫ ବେଳେ ଆସିବାର ଅଛି।

ଆପଣ ଆମକୁ କଣ୍ଟାକ୍ଟ କରିବେ।ମୋ ମାମୁଁ ଯିବେ ଆପଣ ତାଙ୍କୁ ଦେଇ ଦେବେ।ମୋ ମାମୁଁ ଆଣିବେ।ସେ ଆଣି ପାରିବେ କି।ମୁଁ ଆପଣଙ୍କ ନମ୍ୱର ମାମୁଙ୍କ ପାଖକୁ ଦେଇ ଦେବି ସେ କଥା ହୋଇ ଆଣି ପାରିବେ କି।ନାହିଁ ସାର ଆପଣଙ୍କ ନମ୍ବର ଅଛି ନା।ତେଣୁ କେବଳ ଆପଣଙ୍କୁ ହିଁ ମିଳିବ।ତାଙ୍କୁ ଆମେ କିଭଳି ଦେବୁ।

ମତେ ଯିବାକୁ ପଡିବ।ଆଜ୍ଞା ଆପଣଙ୍କୁ ହିଁ ଯିବାକୁ ପଡିବ।କଣ ଆସିଥିବ କଣ ନାହିଁ।ଆପଣ ଯଦି ମିଛ କଥା କହିଥିବେ।ମୁଁ ଅଟୋ ଖର୍ଚ୍ଚ କରି ଯିବି ପୁଣି ଫେରିକି ଆସିବି। ଠିକ ଅଛି ସାର।ଆପଣଙ୍କ ଇଚ୍ଛା।ଆପଣ ଯାହା କରିବେ।କଣ ଆପଣ ଫୋନ କଲେ ପୁଣି ମୋ ଇଚ୍ଛା କହିଲେଣି।ଆପଣଙ୍କର ୫ ବେଳେ ଆସିବ।

ଆପଣ ଆସିବେ କି ନାହିଁ ଆପଣ ଜାଣିଥିବେ। ମୋର କାମ ଥିଲା ଆପଣଙ୍କୁ ଜଣାଇବା ମୁଁ ଆପଣଙ୍କୁ କହି ଦେଲି। ହଉ ତାହେଲେ ମୁଁ ମାମୁଙ୍କ ସହ କଥା ହୋଇ ଆପଣଙ୍କୁ କହୁଛି।ତେବେ ଏହି ଭିଡିଓ ଶୁଣିବା ପରେ ଆପଣ ମଧ୍ୟ ହସି ହସି ବେଦମ ହେଇଯିବେ ଓ ଜଣେ ସାଧାରଣ ଲୋକ କିଭଳି ହିନ୍ଦୀ କହିବା ପାଇଁ ଚେଷ୍ଟା କରି ଚାଲିଛି

ଓ କିଭଳି ଖଣ୍ଡି ହିନ୍ଦୀ କହୁଛି ତାହା ଆପଣ ଶୁଣିଲେ ହସିବେ,ତେବେ ଏହି ଭିଡିଓ ଟି ବର୍ତମାନ ସମୟ ରେ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଚି ଓ ଲୋକ ଏହାର ବହୁତ ମଜା ନେଉଛନ୍ତି ଓ ଖୁସି ମଧ୍ୟ ହେଉଛନ୍ତି ବୋଲି ଦେଖିବାକୁ ମିଳୁଛି |ତେବେ ଆପଣ ଏହି ଉକ୍ତି ଗୁଡିକ ଶୁଣିବା ପରେ କିଭଳି ଲାଗିଲା ତାହା ନିଶ୍ଚୟ ଜଣେଇବା ଓ ସାଙ୍ଗ ମନକୁ ମଧ୍ୟ ଜଣେଇବେ

Leave a Reply

Your email address will not be published. Required fields are marked *