Dhamal କରିଲେ ଶାନ୍ତନୁ,ଗେଲେ ଏହି ନୂଆ ଗୀତ ଯେ ଶୁଣିବା ପରେ ସମସ୍ତେ ମାରିଲେ ତଳି,ଆପଣ ଶୁଣିଲେ ମଧ୍ୟ ହେଇଯିବେ ଖୁସି…ଦେଖନ୍ତୁ Video

Spread the love

ଓଡିଶାରେ ଅନେକ ରିଆଲିଟି ଶୋ ଚାଲିଛି।ଆପଣ ମାନେ ତ ଏହାକୁ ଟିଭିରେ ଦେଖୁଥିବେ।ଆପଣ ମାନେ ତ ଶାନ୍ତନୁଙ୍କୁ ଜାଣିଥିବେ।ସେ ଏବେ ଏବେ ବହୁତ ଚର୍ଚ୍ଚାରେ ଅଛନ୍ତି।ତାଙ୍କର ଅନେକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛି।ସେ ଓଡିଶାର ଏକ ଲୋକପ୍ରିୟ ରିଆଲିଟି ଶୋରୁ ଅନେକ ଲୋକପ୍ରିୟତା ହାସଲ କରିଥିଲେ।ଏବେ ସେ ଅନେକ ଗୀତ ମଧ୍ୟ ଗାଉଛନ୍ତି।ସେ ନାଲି ଫରକ ବାଲି ଗୀତ ଗାଇଛନ୍ତି।ଏହାକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି

ଓ ଅନେକ ଅଭିନନ୍ଦନ ମଧ୍ୟ ତାଙ୍କୁ ଜଣାଇଛନ୍ତି।ଏହି ରିଆଲିଟି ଶୋରେ ସେ ବହୁତ ସୁନ୍ଦର ଗୀତ ଗାଇ ଜଜ ମାନଙ୍କ ମନ ଜିତି ନେଇଥିଲେ।ଶାନ୍ତନୁ ଯେ କି ଛୋଟ ଛୁଆ ଟିଏ ହେଲେ ମଧ୍ୟ ତାଙ୍କର ସେହି ସମଧୁର ସ୍ୱର ସତେ ଯେପରି ମନ କିଣି ନେଉଛି। ୟୁଟୁବରେ ତାଙ୍କର ଗୀତ ଭାଇରଲ ହେଉଛି।

ତାଙ୍କ ଗୀତ ଶୁଣି ଜଜେସ ମଧ୍ୟ ଖୁସି ହେଇଯାଉଛନ୍ତି।ଲୋକମାନେ ତାଙ୍କ ଗୀତକୁ ବହୁତ ପସନ୍ଦ କରୁଛନ୍ତି।ସେ ଏବେ ଷ୍ଟୁଡିଓରେ ଗୀତ ଗାଉଛନ୍ତି।ତାଙ୍କ ଗୀତ ଲୋକଙ୍କ ମନ ଜିଣି ନେଇଛି।ତେବେ ଅନେକ କଳାକାର ତାଙ୍କର ପ୍ରଶଂସା କରିଛନ୍ତି।ସେହି ଶୋରେ ଥିବା ଜଜ ମାନେ ମଧ୍ୟ ତାଙ୍କୁ ଅନେକ ପସନ୍ଦ କରିଛନ୍ତି।

ଏବେ ବହୁତ ଚର୍ଚ୍ଚାରେ ଥିବା ଏକ ଗୀତ ଗୁଆ ଘିଅ ଗୀତକୁ ସେ ଗାଇଛନ୍ତି।ଯାହା ଅନେକ ଲୋକଙ୍କୁ ପସନ୍ଦ ଆସିଛି ଓ ତାଙ୍କର ଫ୍ୟାନ ମାନେ ଏହାକୁ ବେଶ ପସନ୍ଦ କରିଛନ୍ତି।ବୟସରେ ସେ ଛୋଟ ହେଲେ ମଧ୍ୟ ତାଙ୍କର ସ୍ୱର ବହୁତ ମଧୁର।ବୟସ କମ ହେଲେ ମଧ୍ୟ ତାଙ୍କର ସଙ୍ଗୀତ ପ୍ରତି ରହିଛି ଅନେକ ଦୁର୍ବଳତା।

ଛୋଟ ବୟସରେ ବହୁତ ଭଲ ଭଲ ଗୀତକୁ ସେ ତାଙ୍କର ମଧୁର କଣ୍ଠରେ ଗାଇ ଲୋକପ୍ରିୟ ହେଉଛନ୍ତି।ତାଙ୍କର ଏହି ଭିଡିଓ ଏବେ ବହୁତ ଚର୍ଚ୍ଚାରେ ଅଛି।ଏହାକୁ ଅନେକ ଲୋକ ଦେଖୁଛନ୍ତି ଓ ପସନ୍ଦ କରୁଛନ୍ତି ମଧ୍ୟ।

Leave a Reply

Your email address will not be published. Required fields are marked *