ଶସ୍ତା ହେଲା ସୁନା ଦର,Price ଆଜି ହେଇଗଲା ଏତେ କମ,କେଉଁ ଜାଗାରେ ଦାମ କେତେ ହେଲା ନିଶ୍ଚୟ ଜାଣିରଖନ୍ତୁ ଏବେ ଆପଣ…

Spread the love

ସୁନା ମୂଲ୍ୟବାନ ଧାତୁ ମଧ୍ୟରୁ ଅନ୍ୟତମ।ସୁନକୁ ଆମେ ସାଧାରଣତଃ ଅଳଙ୍କାର ଭାବରେ ବ୍ୟବହାର କରୁ।ଅଳଙ୍କାର ଆମର ସୁନ୍ଦରତା ବଢାଇ ଥାଏ।କେତେକ ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ ସୁନାକୁ ଘରେ ରଖିବା ଦ୍ଵାରା ଘରେ ବାସ୍ତୁ ଭଲ ରହି ଥାଏ।ସୁନା ଖୁବ୍ କମ ଭାବରେ ମିଳୁଥିବାରୁ ଏହାର ମୂଲ୍ୟ ଅଧିକ ହୋଇଥାଏ।ସୁନାରେ ଶୁଦ୍ଧତାରୁ ଏହାର ମୂଲ୍ୟ ଅଧିକ କିମ୍ବା କମ୍ ହେଇଥାଏ।ବାଇଶି କ୍ୟାରେଟ ସୁନାର ଦଶ ଗ୍ରାମ ମୂଲ୍ୟ ୪୭୧୬୦ ଥିଲା ବେଳେ ୨୪ କ୍ୟାରେଟ ସୁନା ଦଶ ଗ୍ରାମର ମୁଲ୍ୟ ୫୧୪୮୦ ଅଛି।

ଗତ ୨୪ ଘଣ୍ଟା ମଧ୍ୟରେ ସୁନାର ମୂଲ୍ୟ ୧୬୦ ହ୍ରାସ ପାଇଛି।ଚେନ୍ନାଇରେ ୨୪ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୩ ୪୮୦ ଟଙ୍କାବେଳେ ୨୨ କ୍ୟାରେଟ ସୁନା ଦଶ ଗ୍ରାମ ପ୍ରତି ୪୮୬୨୯ ଟଙ୍କା ରହିଥିଲା। ଦେଶର ରାଜଧନୀ ଦିଲ୍ଲୀରେ ୨୪ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୨୧୪୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୪୭୮୦୦ ଟଙ୍କା ରହିଥିଲା।

କଲିକତାରେ ମଧ୍ୟ ୨୪ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୨୧୪୦ ଟଙ୍କା ରହିଥିବାବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୪୭୮୦୦ ଟଙ୍କା ରହିଥିଲା।ଅନ୍ୟପକ୍ଷେ ମୁମ୍ବାଇରେ ୨୪ କ୍ୟାରେଟ ଦଶ ଗ୍ରାମ ପ୍ରତି ୫୨୧୪୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୪୭୮୦୦ ଟଙ୍କା ରହିଥିଲା।

୨୨ ଓ ୨୪ କ୍ୟାରେଟ ସୁନାର ମୂଲ୍ୟରେ ଗତ ୨୪ ଘଣ୍ଟାରେ ୩୨୦ ଟଙ୍କାର ହ୍ରାସ ପାଇଛି।ସୁନାର ମୂଲ୍ୟରେ ଯେତେ ହ୍ରାସ କିମ୍ବା ବୃଦ୍ଧି ହେଲେ ମଧ୍ୟ ଲୋକେ ସୁନାକୁ କିଣିଥାନ୍ତି।ଅଳଙ୍କାର, ଏବଂ ଅନ୍ୟାନ୍ୟ ସାଜସଜ୍ଜା ସୁନା ଉତ୍ପାଦ, ସୁନାର ସର୍ବଭାରତୀୟ ବ୍ୟବହାର ପାଇଁ ହିସାବ କରେ।2018 ରେ ସମସ୍ତ ବିଶ୍ଵ ଉତ୍ପାଦନର

ଅଧାରୁ ଅଧିକ ଅଂଶ ଗ୍ରହଣ କରି ଚୀନ୍ ଏବଂ ଭାରତ ହେଉଛି ଦୁଇ ବୃହତ ଗ୍ରାହକ। ସେହି ବର୍ଷ ଚାଇନାରେ ଅଳଙ୍କାର ପାଇଁ 1200 ଟନ୍ରୁ ଅଧିକ ସୁନା ଏବଂ ଭାରତରେ 500 ଟନ୍ରୁ ଅଧିକ ସୁନା ଖର୍ଚ୍ଚ ହୋଇଥିଲା। ସୁନା ଅଳଙ୍କାରର ସୁନ୍ଦରତା ଏବଂ ସମ୍ମାନକୁ ପ୍ରଶଂସା କରେ।ଏହି ମୂଲ୍ୟବାନ ଐତିହାସିକ ଭାବରେ ବିଳାସ, ଶ୍ରେଷ୍ଠତା ଏବଂ ଧନର ପ୍ରତୀକ ଭାବରେ ବ୍ୟବହୃତ ହୋଇଛି।

ଅଳଙ୍କାର ବ୍ୟତୀତ ସୁନାକୁ ବହୁ ପରିମାଣର ସାଜସଜ୍ଜା ସାମଗ୍ରୀର ମୂଲ୍ୟ ପାଇଁ ବ୍ୟବହୃତ ହୁଏ।ଯେପରିକି ପଦକ ଏବଂ ବ୍ୟାଜ୍ ଭାବରେ ବ୍ଯବହାର ହୁଏ।ଏବେବି ପରମ୍ପରାରେ ଅଛିଯେ କୌଣସି ଶୁଭ କାର୍ଯରେ ସୁନାକୁ ଉପହାର ଭାବରେ ଦେଇଥାନ୍ତି। ବହୁତ୍ ଲୋକ ସୁନା ସବୁବେଳେ ପିନ୍ଧିଥାନ୍ତି। ସେମାନଙ୍କ ମତରେ ଏହା ତାଙ୍କ ପାଇଁ ଭାଗ୍ୟଶାଳୀ ହେଇଥାଏ।

Leave a Reply

Your email address will not be published. Required fields are marked *