ଆସିଲା ବଡ ଖୁସି ଖବର,ଏବେ ଏବେ କମିଲା ସୁନା (Gold) ଦର କଣ କିଣିବାକୁ ଇଏ ଠିକ୍‌ ସମୟ,ଦେଖନ୍ତୁ ପୂରା ଡିଟେଲ୍ସ କଣ ରହିଛି ଓ କେତେ ଟଙ୍କା କମ ହେଲା…

Spread the love

ବର୍ତ୍ତମାନ ସୁନା ଦର କମି ଥିବାର ସୂଚନା ଆସୁଛି।ତେବେ ସୂଚନା ଅନୁସାରେ ବର୍ତ୍ତମାନ ସୁନା ଦର ପ୍ରାୟ ୪ ହଜାର ଟଙ୍କା କମି ଥିବାର ସୂଚନା ଆସୁଛି।ହେବେ ସୂଚନା ଅନୁସାରେ ସୁନା ଦର ପ୍ରାୟ ୦.୩୩ ପ୍ରତିଶତ କମି ଯାଇଛି ବୋଲି ଜଣା ପଡ଼ୁଛି ଯାହା ଫଳରେ ବର୍ତ୍ତମାନ ଅନେକ।ଲୋକ ସୁନା କିଣିବେ ବୋଲି ମଧ୍ୟ ଜଣା ପଡ଼ୁଛି।ଏହା ସହିତ ଅନେକ ଲୋକ ବର୍ତ୍ତମାନ ଏହି ସୁନା ଦର କମିବା କାରଣରୁ ବର୍ତ୍ତମାନ ସୁନା କିଣିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।

ଏହା ସହିତ ବର୍ତ୍ତମାନ ସୁନା ଦର କିଛିଦିନ ତଳେ ପ୍ରାୟ ୫୮,୮୪୨ ଟଙ୍କା ଥିଲା।ଏହା ସହିତ ଏହି ଦରରେ ବର୍ତ୍ତମାନ ହ୍ରାସ ଘଟିଛି।ତେବେ ବର୍ତ୍ତମାନ ବିଶ୍ୱରେ ହେଉଥିବା ଅନେକ ପରିବର୍ତ୍ତନ ସୁନା ଦରରେ ହ୍ରାସ ବୃଦ୍ଧି ପାଇଁ ଦାୟୀ ଅଟେ।ଏହା ସହିତ ବର୍ତ୍ତମାନ ରୁସ ଉପରେ ଅନେକ ପ୍ରକାରର ଆର୍ଥିକ କଟକଣା ରହିଛି ଯାହା ଫଳରେ ଏହାର ପ୍ରଭାବ ସୁନା ଦର ଉପରେ ରହିଛି।

ଏହା ସହିତ ବର୍ତ୍ତମାନ ସୁନା ଦର ପ୍ରାୟ ୪୮ ହଜାର ପାଖକୁ ଖସି ଆସିଛି।ଯାହା ଫଳରେ ବର୍ତ୍ତମାନ ଅନେକ ଲୋକ ସୁନା କିଣିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।ଏହା ସହିତ ବର୍ତ୍ତମାନ ସୁନା କିଣିବା ସହିତ ସେମାନେ ବର୍ତ୍ତମାନ ଏହି ସୁନା ଦରର ହ୍ରାସ ଫଳରେ ବହୁତ ଖୁସି ଥିବା ମଧ୍ୟ ଜଣା ପଡ଼ିଛି।

ଯାହା ଫଳରେ ବର୍ତ୍ତମାନ ସୁନା ଦର ବହୁତ ଅଧିକ ଖସିବା ଆରମ୍ଭ ହୋଇ ଯାଇଛି।ଏହା ସହିତ ସୁନା ଦରରେ ଏହି ହ୍ରାସ ଫଳରେ ବିଶେଷ ଭାବରେ ଅନେକ ଲୋକ ଖୁସି ଥିବା ଦେଖା ଯାଇଛି।ଏହା ସହିତ ବର୍ତ୍ତମାନ ସୁନା ଦର ପ୍ରାୟ ୩୪୦ ଟଙ୍କା ହ୍ରାସ ଘଟିଛି।ଏହା ସହିତ ସୁନା ସହିତ ବର୍ତ୍ତମାନ ଏହା ମଧ୍ୟ ସୂଚନା ମିଳୁଛି କି ରୂପା ଦରରେ ମଧ୍ୟ ଅନେକ ଭାବରେ ହ୍ରାସ ଘଟୁଛି।

ଏହା ସହିତ ରୂପା ଦରରେ ହ୍ରାସ ହେବା ଫଳରେ ଅନେକ ଲୋକ ମଧ୍ୟ ଖୁସି ଅଛନ୍ତି।ଏହା ସହିତ ରୂପା ଦର ବର୍ତ୍ତମାନ ପ୍ରାୟ ୪୦୯ ଟଙ୍କା ହ୍ରାସ ଘଟିଛି ବୋଲି ଜଣା ପଡିଛି।ଏହା ସହିତ ସୁନା ଓ ରୂପା ଉଭୟର ଦରରେ ବର୍ତ୍ତମାନ ହ୍ରାସ ଘଟିଛି।ଏହା ସହିତ ବର୍ତ୍ତମାନ ମିଳୁଥିବା ସୂଚନା ଅନୁସାରେ ଭାରତରେ ବର୍ତ୍ତମାନ ସୁନାର ଚାହିଦା ବଢ଼ି ବଢ଼ି ଚାଲିଛି।

ଯାହା ଫଳରେ ବର୍ତ୍ତମାନ ସୁନା ଆମଦାନୀ ମଧ୍ୟ ବୃଦ୍ଧି ପାଇଛି।ତେବେ ମିଳୁଥିବା ସୂଚନା ଅନୁସାରେ ସୁନା ଆମଦାନୀ ଉପରେ ପ୍ରାୟ ଶତକଡା ୪୫ ପ୍ରତିଶତ ବୃଦ୍ଧି ପାଇଛି।ଏହା ସହିତ ବର୍ତ୍ତମାନ ସୁନା ଦରରେ ହ୍ରାସ ଘଟିବା ଫଳରେ ଅନେକ ଲୋକ ମଧ୍ୟ ଏହାକୁ ନେଇ କିଛି ଖୁସି ଥିବାର ଦେଖା ଯାଇଛି ଏହା ସହିତ ଆଗାମୀ ସମୟରେ ବିବାହ ତାରିଖ ଆସିବାକୁ ଯାଉ ଥିବା ସହିତ ବର୍ତ୍ତମାନ ଏହି ସୁନା ଦର ହ୍ରାସ ଘଟିବା ଅନେକ ଲୋକଙ୍କ ପାଇଁ ଏକ ଖୁସି ଖବର ମଧ୍ୟ ଅଟେ।

Leave a Reply

Your email address will not be published. Required fields are marked *