ତେବେ ଆମେ ଅନେକ ସ୍ଥାନରେ କୀର୍ତ୍ତନ ହେଉ ଥିବାର ଦେଖି ଥିବା।ସାଧାରଣ ଭାବରେ ଏହାକୁ ଏକ ଜଣାଣ ଭାବରେ ଗ୍ରହଣ କରା ଯାଇଥାଏ।ଯେଉଁଥିରେ ଭଗବାନଙ୍କ ନାମ ଉଚ୍ଚାରଣ କରା ଯାଇଥାଏ।ତେବେ ଆମେ ବର୍ତ୍ତମାନ ମାଝୀ ରତନପୁର ଗ୍ରାମର କୀର୍ତ୍ତନ ମଣ୍ଡଳୀ ସମ୍ପର୍କରେ ଆଲୋଚନା କରିବା।ତେବେ ଏହି ଗ୍ରାମରେ ଥିବା କୀର୍ତ୍ତନ ମଣ୍ଡଳୀ ବହୁତ ଭଲ ଭଜନ ଗାଇ ଥାଆନ୍ତି।ତେବେ ସେମାନଙ୍କର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଦେଖା ଯାଇ ଥିଲା।
ଯେଉଁଥିରେ ସେମାନେ ଭଜନ କରୁ ଥିବାର ଦେଖା ଯାଇଥିଲା।ତେବେ ସେମାନେ ବହୁତ ଭଲ କୀର୍ତ୍ତନ କରୁଥିଲେ।ଯାହା ଫଳରେ ସେଠାରେ ଅନେକ ଲୋକ ଛିଡା ହୋଇ ତାଙ୍କର ଭଜନ ଦେଖୁ ଥିଲେ।ଏହା ସହିତ ସେମାନଙ୍କର ଭଜନ ଅନେକ ଲୋକଙ୍କୁ ପ୍ରଭାବିତ କରିଥିଲା।ଏହା ସହିତ ଅନେକ ଲୋକ ଅନେକ ସମୟ ଧରି ସେଠାରେ ଛିଡା ହୋଇ ଭଜନ ଦେଖିଥିଲେ।
ତେବେ ସେଠାରେ ଭଜନ ଶୁଣିବା ପାଇଁ ଲୋକମାନଙ୍କ ଭିଡ ବଢ଼ି ବଢ଼ି ଚାଲି ଥିଲା।ତେବେ ସେମାନଙ୍କର ଭଜନ ଗାଇବାର ଶୈଳୀ ସମସ୍ତଙ୍କୁ ଆକର୍ଷିତ କରିଥିଲା।ଯାହା ଫଳରେ ସେମାନେ ସେଠାରେ ଲୋକଙ୍କ ଭିଡ଼ ଦେଖିବାକୁ ପାଇଥିଲେ।ତେବେ ଲୋକଙ୍କ କହିବା ଅନୁସାରେ ସେମାନେ ସେହି ଅଞ୍ଚଳର ସବୁଠାରୁ ଭଲ ଭଜନ ଗାଇ ଥାଆନ୍ତି।
ସେହି କାରଣ ପାଇଁ ସେମାନଙ୍କର ଭଜନ ଦେଖିବା ପାଇଁ ଅନେକ ଲୋକ ଅନେକ ଦୂରରୁ ଆସି ଥାଆନ୍ତି।ଏହା ସହିତ ସେମାନଙ୍କ ଭଜନ ଶୁଣିବା ପରେ ଅନେକ ଲୋକ ସେମାନଙ୍କର ଅନେକ ପ୍ରଶଂସା ମଧ୍ୟ କରି ଥାଆନ୍ତି।ତେବେ ସେମାନଙ୍କ ମଧ୍ୟରେ ଜଣେ ଝିଅ ଅଛନ୍ତି।ଯାହାଙ୍କ ଭଜନ ସବୁଠାରୁ ଅଧିକ ଆକର୍ଷିତ କରିଥାଏ।
ତେବେ ସେମାନଙ୍କୁ ଭଜନ କରିବା ପାଇଁ ଅନେକ ଲୋକ ଅନେକ ସ୍ଥାନକୁ ଡାକି ଥାଆନ୍ତି।ତେବେ ସେମାନେ ଯେଉଁ ସ୍ଥାନକୁ ମଧ୍ୟ ଯାଇ ଥାଆନ୍ତି ସେଠାରେ ଲୋକମାନଙ୍କ ପ୍ରିୟ ହୋଇ ଯାଇ ଥାଆନ୍ତି।ତେବେ ତାଙ୍କର ଭଜନ ଶୁଣିବା ପାଇଁ ବାସ୍ତବରେ ବହୁତ ଭଲ ଲାଗି ଥାଏ।ସେହି କାରଣ ପାଇଁ ସେମାନେ ନିଜର ଅଞ୍ଚଳରେ ନିଜର ଭଜନ ପାଇଁ
ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ତେବେ ଅନେକ ଲୋକ ତାଙ୍କର ଭଜନ ହେବା ଫଳରେ ଅନେକ ଦୂରରୁ ତାଙ୍କର ଭଜନ ଶୁଣିବା ପାଇଁ ଆସିଥାନ୍ତି।ତେବେ ସେମାନେ ଭଜନ କରିବା ପାଇଁ ଅନେକ ଥର ବାହାରକୁ ମଧ୍ୟ ଯାଇ ସାରିଲେଣି।ତେବେ ସେମାନଙ୍କର କହିବା ଅନୁସାରେ ସେମାନେ କେବଳ ଭଗବାନଙ୍କୁ ସ୍ମରଣ କରି ଭଜନ କରି ଥାଆନ୍ତି।
ଏହା ସହିତ ଏହି କାରଣ ଫଳରେ ଅନେକ ଲୋକ ତାଙ୍କର ଭଜନ ଶୁଣିବା ପାଇଁ ଅନେକ ପସନ୍ଦ କରି ଥାଆନ୍ତି।ତେବେ ସେମାନେ ଭଜନ କରିବା ସମୟରେ ସେମାନଙ୍କ ପାଖରେ ଭଜନ ଶୁଣିବା ପାଇଁ ସବୁ ସମୟରେ ଭିଡ଼ ଲାଗି ରହିଥାଏ।ଏହା ସହିତ ସେମାନଙ୍କ ଭଜନ ପାଇଁ ସେମାନେ ଅନେକ ପ୍ରଶଂସା ମଧ୍ୟ ପାଇ ଥାଆନ୍ତି।