IPL କୁ ନେଇ ଗାଭାସ୍କରଙ୍କ ପୂର୍ବାନୁମାନ,Gavaskar କହିଲେ ଏହି ଦଳ ଏଥର ଜିତିବ ଆଇପିଏଲ ଟ୍ରଫି,ଜାଣିଲେ ଆପଣ ଖୁସି ହେଇଯିବେ…ଦେଖନ୍ତୁ Video

Spread the love

ବର୍ତ୍ତମାନ ଆଇପିଏଲ ଚାଲିଛି ଏହା ଆମେ ସମସ୍ତେ ଭଲ ଭାବରେ ଜାଣୁ।ତେବେ ଏହି ଆଇପିଏଲ ମହାସମରରେ ଆଉ ଦୁଇଟି ନୂତନ ଦଳ ମଧ୍ୟ ଅଂଶ ଗ୍ରହଣ କରି ନେଇଛନ୍ତି।ଯାହା ଫଳରେ ଏହା ଅଧିକ ରୋମଞ୍ଚକ ହୋଇ ଯାଇଛି।ତେବେ ଆମେ ବର୍ତ୍ତମାନ ଏହି ଆଇପିଏଲ ଉପରେ ଗାଭାସ୍କର ଦେଇଥିବା ନିଜର ଏକ ମତ ସମ୍ପର୍କରେ ଆଲୋଚନା କରିବା।ତେବେ ଏହି ଆଇପିଏଲ ଉପରେ ସେ ନିଜର ଏକ ମତ ରଖି ଏହାର ବିଜେତା ସମ୍ପର୍କରେ ପୂର୍ବାନୁମାନ କରିଛନ୍ତି।

ତେବେ ତାଙ୍କର ପୂର୍ବାନୁମାନ ଅନୁସାରେ ଏହି ବର୍ଷ ଆଇପିଏଲରେ ମୁମ୍ବାଇ ଦଳ ଜିତିବାର ସମ୍ଭାବନା ରହିଛି।କାରଣ ସେ ଗତ କିଛି ବର୍ଷ ଅପେକ୍ଷା ଏହି ବର୍ଷ କିଛି ଦୁର୍ବଳ ଦେଖା ଯାଉଥିଲେ ମଧ୍ୟ ଏହା ଏହି ଦଳ ପାଇଁ କିଛି ଅଧିକ ସମସ୍ୟା କରିବ ନାହିଁ ବୋଲି କୁହା ଯାଇଛି।ତେବେ ଅନୁମାନ ଅନୁସାରେ ଏହି ବର୍ଷ ଆଇପିଏଲରେ ମୁମ୍ବାଇ ଦଳ କିଛି ବିଶେଷ ଶକ୍ତିଶାଳୀ ଦେଖା ଯାଉ ନାହିଁ

।କିନ୍ତୁ ଏହା ପରେ ମଧ୍ୟ ଏହି ଦଳ ସମସ୍ତ ପରିସ୍ଥିତିରେ ଜିତିବା ପାଇଁ ସକ୍ଷମ ବୋଲି ସେ କହିଛନ୍ତି।ଏହା ସହିତ ତାଙ୍କର କହିବା ଅନୁସାରେ ଏହି ବର୍ଷ ମଧ୍ୟ ଏହି ଆଇପିଏଲରେ ମୁମ୍ବାଇ ବର୍ତ୍ତମାନ ଯାଏ ମଧ୍ୟ କିଛି ଭଲ ପ୍ରଦର୍ଶନ ନ କରିଥିଲେ ମଧ୍ୟ ଏହା ଆଗାମୀ ସମୟରେ ଭଲ ପ୍ରଦର୍ଶନ କରି ପୁଣି ନିଜର ଦକ୍ଷତା ଦେଖାଇବା ପାଇଁ ସକ୍ଷମ।

ତେବେ ତାଙ୍କର ପୂର୍ବାନୁମାନ ଅନୁସାରେ ଏହି ଦଳ ଏହି ବର୍ଷ ବର୍ତ୍ତମାନ ଯାଏ କିଛି ବିଶେଷ ଭଲ ପ୍ରଦର୍ଶନ କରି ନାହିଁ।କିନ୍ତୁ ଏହା ଆଗାମୀ ସମୟରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ନିଶ୍ଚୟ ଭାବରେ କରିବ।ଯାହା ଫଳରେ ଏହା ଆଗାମୀ ସମୟରେ ଜିତିବାର ମଧ୍ୟ ଅନେକ ସମ୍ଭାବନା ରହିଛି।ତେଣୁ ଏହା କୁହାଯାଉଛି କି ଏହି ଦଳ ନିଶ୍ଚୟ ଭାବରେ ଏହି ବର୍ଷ ମଧ୍ୟ ଜିତିବ।

ଏହା ସହିତ ଏହି ବର୍ଷ ଏହି ଦଳରେ ବୁମରା ଓ ରୋହିତ ଶର୍ମାଙ୍କ ଭଳି ବହୁତ ବଡ଼ ବଡ଼ ଖେଳାଳି ମଧ୍ୟ ରହିଛନ୍ତି।ତେବେ ତାଙ୍କର ଉପସ୍ଥିତିରେ ଏହି ଦଳ ସହଜରେ ମଧ୍ୟ ହାର ମାନିବ ନାହିଁ ବୋଲି ସେ କହିଛନ୍ତି।ଯାହା ଫଳରେ ଏହି ବର୍ଷ ମଧ୍ୟ ମୁମ୍ବାଇ ଦଳ ଜିତିବାର ଅନେକ ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରା ଯାଇଛି।

ଏହା ସହିତ ସେ କହିଛନ୍ତି କି ଏହି ବର୍ଷ ଏହି ଦଳ ନିଶ୍ଚୟ ଭାବରେ ନିଜର ପ୍ରଦର୍ଶନ ବଳରେ ଅନେକ ଆଗକୁ ଯିବାର ସମ୍ଭାବନା ରହି ଅଛି।ଏହା ସହିତ ତାଙ୍କର ପୂର୍ବାନୁମାନ ଅନୁସାରେ ଏହି ବର୍ଷ ଏହି ଦଳ ମଧ୍ୟ ଟ୍ରଫି ଜିତିବାର ଅନେକ ସମ୍ଭାବନା ରହିଛି।ଯାହା ଫଳରେ ଏହି ବର୍ଷ ଏହି ଦଳ ନିଶ୍ଚୟ ଭାବରେ କିଛି ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶା କରିଛନ୍ତି।ଏହା ସହିତ ଏହି ଦଳ ବର୍ତ୍ତମାନ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବା ବାକି ରହିଛି ବୋଲି ସେ କହି ଅଛନ୍ତି।

Leave a Reply

Your email address will not be published. Required fields are marked *