ସୋସିଆଲ ମିଡ଼ିଆରେ ସବୁଠୁ ଟୁଙ୍ଗୁରୁ ଭୋଳ ଓ ବର୍ଷାର ପ୍ରେମ କାହାଣୀ ଭାଇରାଲ ହେଉଛି। ଆପଣ ମାନେ ଏହା ବିଷୟରେ ନିଶ୍ଚିନ୍ତ ଜାଣିଥିବେ। ଟୁଙ୍ଗୁରୁ ଜଣେ ଅଟୋ ଡ୍ରାଇଭର ଓ ବର୍ଷା ଜଣେ ବିଭାହିତ ମହିଳା ଓ ତାଙ୍କର ଦୁଇଟି ପିଲା ମଧ୍ୟ ଅଛି। କିନ୍ତୁ ଦୁହିଁଙ୍କ ଚୋରା ପ୍ରତି ପଦାରେ ଏବେ ପଡିଛି। ବର୍ଷା ନିଜ ସ୍ୱାମୀଙ୍କୁ ଛାଡି ଟୁଙ୍ଗୁରୁକୁ ବିବାହ ପାଇଁ ଜିଦ ଧରିଛନ୍ତି କିନ୍ତୁ ଟୁଙ୍ଗୁରୁ କହିଥିଲେ କି ତାଙ୍କ ସହ
ବର୍ଷାଙ୍କ କିଛି ସମ୍ପର୍କ ନାହିଁ ସେ ବାସ ତାଙ୍କୁ ଦେହ ଖରାପ ବେଳେ ଅଟୋରେ ଆଣିଥିଲେ।କିନ୍ତୁ ଧୀରେ ଧୀରେ ସତ ଜଣାପଡିବାରେ ଲାଗିଥିଲା ଦୁହିଁଙ୍କ ଭିତରେ ସମ୍ପର୍କ ଥିବା ମଧ୍ୟ ଜଣାପଡିଥିଲା। ଏହା ମଧ୍ୟରେ ଟୁଙ୍ଗୁରୁ ବର୍ଷାକୁ ଆଉ ବିବାହ କରିବା ନାହିଁ ଵୋଲି କହିଛନ୍ତି। ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତାର ଅନେକ
କଲ ରେକଡ଼ିଂ ମଧ୍ୟ ଭାଇରାଲ ହେଉଛି। ଏହି ଘଟଣା ଏବେ ସବୁ ସୋସିଆଲ ମିଡ଼ିଆ ଚ୍ୟାଲେଞ୍ଜରେ ଚହଳ ପକାଇଛି। ଏହାକୁ ନେଇ ଅଟୋ ସଂଘ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛି କାରଣ ସେମାନେ କହିଛନ୍ତିକି ଟୁଙ୍ଗୁରୁର ଏପରି କାର୍ଯ୍ୟ ପାଇଁ ସମସ୍ତ ଅଟୋଚାଳକଙ୍କୁ ବଦନାମ ସହିବାକୁ ପଡୁଛି।
ଗୋଟେ ପଟେ ସୋସିଆଲ ମିଡ଼ିଆରେ ବର୍ଷା ତାଙ୍କ ସହ ଟୁଙ୍ଗୁରୁଙ୍କ ସମ୍ପର୍କ ରହିଥିବା ବେଳେକଥା କହିଛନ୍ତି। ଅନ୍ୟ ପଟେ ଟୁଙ୍ଗୁରୁ ସବୁ କଥାକୁ ମାନୁନାହାଁନ୍ତି। ବର୍ଷା ଦୁହିଁଙ୍କର ଡିଏନ ଟେଷ୍ଟ କରାଯାଉ ବୋଲି ମଧ୍ୟ କହିଛନ୍ତି।କଲରେ ଟୁଙ୍ଗୁରୁ ବର୍ଷାଙ୍କ ସମ୍ପର୍କ ଥିବା ଜଣାପଡୁଛି ଓ ସେ ବର୍ଷାଙ୍କୁ କହୁଛନ୍ତି ତମେ କଣ
ପାଇଁ ସମସ୍ତଙ୍କୁ ଜଣାଉଛ ମୁଁ ତମକୁ ବିବାହ କରିବି। ତେବେ ଆକଣ ହେବ ଏହା ଦେଖିବା ବାକି ରହିଲା ଜଣ ଟୁଙ୍ଗୁରୁ ବର୍ଷାଙ୍କୁ ବିବାହ କରିବେ କି ନାହିଁ?। ସମସ୍ତେ ଅପେକ୍ଷା କରିଛନ୍ତି ଆଗକୁ ଏହି ଘଟଣାରେ କଣ ନୂଆ ତଥ୍ୟ ମିଳିବ।ତେବେ ଏହି କଥା ପରେ ବିଭି ମହଲ ରୁ ମଧ୍ୟ ଅନେକ ଲୋକ ଅନେକ କଥା କହିବା ଆରମ୍ଭ କରି ଦେଇଛନ୍ତି
ନିଜ ପିଲାଙ୍କୁ ଛାଡିକି ଟୁଁଗୁରୁ ପାଇଁ ଆସିଥିବା ବର୍ଷା ଏବେ ଆଉ କାହା ପ୍ରେମରେ ଉବୁଟୁବୁ ହେଲାଣି,ଯୁବ ବର୍ଗ ଏହାର ମଜା ନଉଠିବା ବେଳେ ଅନେକ ବରିଷ୍ଠ ଜ୍ଞାନୀ ଲୋକ ତାଙ୍କୁ ଦୁଇଜଣ ଙ୍କୁ ଜୋର ଦାର ବିରୋଧ କରିଛନ୍ତି,ଅନେକ ଜାଗାରେ ତାଙ୍କ ଦୁଇ ଜଣକ ନାମରେ ମାମଲା ମଧ୍ୟ ରୁଜୁ ଏହାବରେ ଲାଗିଛି