Vicky Kaushal ଏବଂ କ୍ୟାଟ୍ରିନା କୈଫ ବାହଘରର ମାତ୍ର ଏତିକି ଦିନ ରେ ପହଁଚିଲେ କୋର୍ଟ ରେ,ଲୋକ ଦେଖିକି କହିଲେ ଏମାନଙ୍କ ଏ ସବୁଦିନିଆ କାମ କାରଣ…

Spread the love

ପୁଣି ଚର୍ଚ୍ଚାରେ ବଲିଉଡର ଚର୍ଚ୍ଚିତ ନବ ବିବାହିତା ଦମ୍ପତି। ବିବାହର ତିନି ମାସ ପରେ କୋର୍ଟରେ ପହଁଚିଲେ ବିକି କୌସାଲ ଏବଂ କ୍ୟାଟ୍ରିନା କଏଫ। କୋର୍ଟରେ ରେଜିଷ୍ଟ୍ରେସନ ମ୍ୟାରେଜ କଲେ ବିକ୍ଟ୍ରିନା। ପୁଣି ଚର୍ଚ୍ଚାରେ ଚିକନି ଚମେଲି କ୍ୟାଟ୍ରିନା କଏଫ ଏବଂ ଷ୍ଟାଇଲିସ ହିରୋ ବିକି କୌସାଲ। ବିବାହର ତିନି ମାସ ପରେ ବିକି କୌସାଲ ଏବଂ କ୍ୟାଟ୍ରିନା କଏଫଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଉଭୟଙ୍କ ବିବାହକୁ ତିନି ମାସ ପୂରଣ ହେବା ପରେ ଦୁହେଁ କୋର୍ଟରେ ପହଞ୍ଚିଛନ୍ତି।

ତାଙ୍କ ସହିତ ଦୁଇ ଜଣଙ୍କ ପରିବାର ଲୋକମାନେ ମଧ୍ୟ କୋର୍ଟ ଯାଇଛନ୍ତି।ପ୍ରକୃତରେ ବିକି କୌସାଲ ଏବଂ କ୍ୟାଟ୍ରିନା କଏଫ ବିବାହର ତିନି ମାସ ପରେ ପୁଣି ଥରେ ବିବାହ କରିଛନ୍ତି। ଏହି ଦୁଇ ଜଣ କୋର୍ଟରେ ପଞ୍ଜିକୃତ ବିବାହ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିକି କୌସାଲ ଏବଂ କ୍ୟାଟ୍ରିନା କଏଫଙ୍କ

ବିବାହ ପଞ୍ଜିକରଣ ତଥା ରେଜିଷ୍ଟ୍ରେସନ ପ୍ରକ୍ରିୟା ତାଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଶେଷ ହୋଇଛି। ଦୁହେଁ ମାର୍ଚ୍ଚ ୧୯ ତାରିଖ ଅର୍ଥାତ ଶନିବାର ଦିନ ନିଜ ବିବାହ ପଞ୍ଜିକୃତ କରିଛନ୍ତି। କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ବିକି କୌସାଲ ଏବଂ କ୍ୟାଟ୍ରିନା କଏଫଙ୍କ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଯେଉଁଥିରେ ଉଭୟଙଙ୍କୁ ପରିବାର ସହ ଏକାଠି ଦେଖିବାକୁ ମିଳିଥିଲା। ଶନିବାର ଦିନ ବିବାହ ପଞ୍ଜିକରଣ ପ୍ରକ୍ରିୟା ଶେଷ କରିବା ପରେ ଦୁଇ ଜଣଙ୍କୁ ତାଙ୍କ ପରିବାର ସହ ଦେଖିବାକୁ ମିଳିଥିଲା।ଏହାପରେ ସମ୍ପୂର୍ଣ୍ଣ ପରିବାର ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ରାତ୍ରି ଭୋଜନ କରିଥିଲେ ଏବଂ ଏହା ପରେ ଘରକୁ ଫେରିଥିଲେ।

ସମସ୍ତେ କାଜୁଆଲ ଲୁକର ରହିଥିଲେ ଏବଂ ସମସ୍ତ ବହୁତ ଭଲ ଦେଖା ଯାଉ ଥିଲେ।।। ଗତ ବର୍ଷ ଡିସେମ୍ବର ମାସରେ ୯ ତାରିଖରେ ଉଭୟ ବିକି କୌସାଲ ଏବଂ କ୍ୟାଟ୍ରିନା କଏଫ ରାଜସ୍ଥାନରେ ବିବାହ କରିଥିଲେ। ଏହି ରାଜକୀୟ ବିବାହରେ କେବଳ ବଲିଉଡର କିଛି ବଛା ବଛା ଲୋକ ହିଁ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *