ଗାୟିକା ପ୍ରଜ୍ଞାନ ଙ୍କ ସହ କମେଡି କଲେ ଶାନ୍ତନୁ ଓ Ritika ଦେଖିବା ପରେ ଆପଣ ମଧ୍ୟ ହସି ହସି ବେଦମ ହେବେ,କହିବେ ଏ ପିଲା କଣ ହୋଉଛନ୍ତି…ଦେଖନ୍ତୁ Video

Spread the love

ଆମେ ସମସ୍ତେ କୁନି କଳାକାର ଶାନ୍ତନୁଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ନିଜର ସଙ୍ଗୀତ ପାଇଁ ବର୍ତ୍ତମାନ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଛନ୍ତି।ଏହା ସହିତ ତାଙ୍କର ସଙ୍ଗୀତ ଅନେକ ଲୋକଙ୍କୁ ଅନେକ ଭାବରେ ପ୍ରଭାବିତ କରିଥାଏ।ତେବେ ସେ ଜଣେ ବହୁତ ଭଲ ସଂଗୀତକାର ଅଟନ୍ତି।ନିଜର ସଙ୍ଗୀତ ପାଇଁ ସେ ବର୍ତ୍ତମାନ ଓଡ଼ିଶାର ଘରେ ଘରେ ନିଜକୁ ପରିଚିତ କରିବା ସହିତ ଅନେକ ଦର୍ଶକ ମାନଙ୍କ ପ୍ରିୟ ସଂଗୀତକାର ହୋଇ ପାରିଛନ୍ତି।

ତେବେ ତାଙ୍କର ସଙ୍ଗୀତ ଶୁଣିବା ପାଇଁ ଅନେକ ଲୋକ ଭଲ ମଧ୍ୟ ପାଉଛନ୍ତି।ତେବେ ସେ ଜଣେ ବହୁତ ଭଲ ସଂଗୀତକାର ଅଟନ୍ତି।ଏହା ସହିତ ଓଡ଼ିଶାର ନୂଆ ସ୍ୱର ଧାରାବାହିକ ମାଧ୍ୟମରେ ସେ ସମସ୍ତଙ୍କ ପାଖରେ ପରିଚିତ ହୋଇ ପାରିଥିଲେ।ଏହା ସହିତ ତାଙ୍କର ସଙ୍ଗୀତ ଅନେକ ଭାବରେ ଅନେକ ଲୋକଙ୍କୁ ପ୍ରଭାବିତ କରିଥିଲା।

ତେବେ ଏହା ପରଠାରୁ ସେ ବର୍ତ୍ତମାନ ଭାଇରାଲ ହୋଇ ଚାଲିଛନ୍ତି ଏହା ସହିତ ତାଙ୍କର ସଙ୍ଗୀତ ପାଇଁ ସେ ବର୍ତ୍ତମାନ ଅନେକ ଲୋକଙ୍କ ପାଖରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ତେବେ ସେ ସଙ୍ଗୀତ ଗାଇବା ସହିତ ସେ ଅନେକ ଭଲ ଅଭିନୟ ମଧ୍ୟ କରି ଥାଆନ୍ତି।

ଏହା ସହିତ ତାଙ୍କର ସଙ୍ଗୀତ ପାଇଁ ଅନେକ ଲୋକ ତାଙ୍କୁ ନିଜର ପ୍ରିୟ ସଂଗୀତକାର ଭାବରେ ମଧ୍ୟ ଗ୍ରହଣ କରି ନେଇଛନ୍ତି।ତେବେ ନିକଟରେ ତାଙ୍କର ଏକ ଭିଡିଓ ବହୁତ ଭାଇରାଲ ହୋଇ ଚାଲିଛି।ଯେଉଁଥିରେ ସେ ସଂଗୀତକାର ପ୍ରଜ୍ଞାଙ୍କ ସହିତ କମେଡି କରୁ ଥିବାର ଦେଖା ଯାଇଥିଲା।ଏହା ସହିତ ସେଠାରେ ମଧ୍ୟ ସେ ଗୀତ ଗାଇଥିଲେ।

ତେବେ ତାଙ୍କର ଗୀତ ଅନେକ ଲୋକଙ୍କୁ ମଧ୍ୟ ଅନେକ ଭାବରେ ଆକର୍ଷିତ କରିଥିଲା।ଏହା ସହିତ ତାଙ୍କର ସଙ୍ଗୀତ ଶୁଣିବା ପାଇଁ ଅନେକ ଲୋକ ମଧ୍ୟ ପସନ୍ଦ କରୁ ଥିବାରୁ ସେ ଆଗାମୀ ସମୟରେ ଅନେକ ଗୀତ ମଧ୍ୟ ଗାଇବାକୁ ଯାଉଛନ୍ତି।ତେବେ ଅନେକ ଲୋକ ତାଙ୍କର ସଙ୍ଗୀତ ଫଳରେ ତାଙ୍କ ଆଡ଼କୁ ଅନେକ ଭାବରେ ଆକର୍ଷିତ ହୋଇ ଥାଆନ୍ତି।

ଏହା ସହିତ ସଂଗୀତ ଗାଇବା ପାଇଁ ତାଙ୍କର ଏକ ଭିନ୍ନ ଶୈଳୀ ରହିଛି ଯାହା ଫଳରେ ଲୋକଙ୍କୁ ତାଙ୍କର ସଙ୍ଗୀତ ବହୁତ ଅଧିକ ଭଲ ଲାଗିଥାଏ।ସେହି କାରଣରୁ ଅନେକ ଲୋକ ତାଙ୍କର ସଙ୍ଗୀତ ଶୁଣିବା ପାଇଁ ଅନେକ ଭାବରେ ପସନ୍ଦ କରି ଥାଆନ୍ତି।ତେବେ ତାଙ୍କର ସଙ୍ଗୀତ ବାସ୍ତବରେ ଅନେକ ଆକର୍ଷିତ ଲାଗିଥାଏ।ଯାହା ଫଳରେ ତାଙ୍କର ବର୍ତ୍ତମାନ ଅନେକ ପ୍ରଶଂସକ ରହିଛନ୍ତି।

ଏହା ସହିତ ସଂଗୀତ ଦୁନିଆରେ ସେ ନିଜକୁ ଏକ ଶ୍ରେଷ୍ଠ ପ୍ରତିଷ୍ଠା ଦେବାରେ ମଧ୍ୟ ସଫଳ ହୋଇ ପାରିଛନ୍ତି।ତେବେ ଅଭିନୟ ଦୁନିଆରେ ସେ ବର୍ତ୍ତମାନ ନିଜର ଏକ ପରିଚୟ ସୃଷ୍ଟି କରିବାକୁ ଯାଉଛନ୍ତି।ଏହା ସହିତ ଅନେକ ଲୋକ ତାଙ୍କୁ ଅନେକ ପସନ୍ଦ ମଧ୍ୟ କରୁଛନ୍ତି।ତେବେ ସେ ଆଗାମୀ ସମୟରେ ଅନେକ ଗୀତ ଗାଇବାକୁ ମଧ୍ୟ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି।

Leave a Reply

Your email address will not be published. Required fields are marked *