Vitamin-D କାହିଁକି ଜରୁରୀ,ଭିଟାମିନ୍‌ ଡି ଅଭାବ ହେଲେ କ’ଣ ସମସ୍ୟା ହୋଇଥାଏ,ଭିଟାମିନ୍‌ ‘ଡି’ର ଅଭାବ ଦୂର କରିବେ କେମିତି – ଡାକ୍ତର ନିରୋଜ କୁମାର ମିଶ୍ର

Spread the love

ସାଧାରଣ ଭାବରେ ଅନେକ ଲୋକଙ୍କ ଶରୀରରେ ଆଜିକାଲି ଭିଟାମିନ ଡିର ଅଭାବ ଦେଖା ଯାଉ ଅଛି।ଏହା ସହିତ ଏହି କାରଣ ପାଇଁ ଅନେକ ଲୋକ ଅନେକ ପ୍ରକାରର ସମସ୍ୟାର ମଧ୍ୟ ଶିକାର ହେଉଛନ୍ତି।ତେବେ ଆମେ ବର୍ତ୍ତମାନ ଏହାର କାରଣ ଓ ଏହା ହେବା ଫଳରେ ଆମର କେଉଁ କେଉଁ ଅସୁବିଧା ହୋଇଥାଏ ଆମେ ବର୍ତ୍ତମାନ ସେହି ସମ୍ପର୍କରେ ଆଲୋଚନା କରିବା।ତେବେ ଏହି ଭିଟାମିନ ଆମ ଶରୀର ପାଇଁ ଏକ ବହୁତ ଜରୁରୀ ପୋଷକ ଅଟେ।

ଏହା ସହିତ ଏହାର ଅଭାବ ହେବା ଫଳରେ ଆମ ଶରୀରର ବିଭିନ୍ନ ପ୍ରକାରର ଅସୁବିଧା ଆରମ୍ଭ ହୋଇ ଯାଇଥାଏ।ତେବେ ବିଶେଷ ଭାବରେ ଆମ ଶରୀରର ପ୍ରାୟ ୯୦ ପ୍ରତିଶତ ଭିଟାମିନ ଡି ସୂର୍ଯ୍ୟ କିରଣ ଆମ ଶରୀର ସମ୍ପର୍କରେ ଆସିବା ଫଳରେ ତିଆରି ହୋଇଥାଏ।ତେବେ ଆଜିକାଲି ଲୋକ ମାନେ ସାଧାରଣ ଭାବରେ ଘରୁ ବାହାରକୁ ଯିବା ସମ୍ପୂର୍ଣ୍ଣ ଭାବରେ ବନ୍ଦ କରି ସାରିଛନ୍ତି।

ଯାହା ଫଳରେ ସେମାନଙ୍କ ଶରୀରରେ ଭିଟାମିନ ଡି ଅଭାବ ଦେଖାଯିବା ଏକ ସାଧାରଣ କଥା।ଏହି କାରଣରୁ ସେମାନେ ଅନେକ ଅସୁବିଧାର ଶିକାର ମଧ୍ୟ ହେଉଛନ୍ତି।ତେବେ ଶରୀରରେ ଯଦି ଭିଟାମିନ ଡି ଅଭାବ ଦେଖା ଯାଇଥାଏ ତେବେ ଆମେ କୌଣସି କାର୍ଯ୍ୟ ସଠିକ ଭାବରେ କରି ପାରି ନଥାଉ।

ଯେପରିକି କୌଣସି କାର୍ଯ୍ୟ କରିବା ସମୟରେ ଅଚାନକ ଭାବରେ ଆମର ମାଂସପେଶୀ ଟାଣି ଦେଇଥାଏ ଏହା ସହିତ ଆମର ସେହି ଅଙ୍ଗ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟ କରିବା ବନ୍ଦ କରି ଦେଇଥାଏ।ଏହା ସହିତ ଏହା ଆମ ଶରୀର ପାଇଁ ଏକ ବହୁତ ଖରାପ ସଂକେତ ଅଟେ।ଏହା ସହିତ ଶରୀରରେ ଭିଟାମିନ ଡି ଅଭାବ ଦେଖା ଯିବା ଫଳରେ ଚୁଟି ଝଡ଼ିବା ମଧ୍ୟ ଆରମ୍ଭ ହୋଇ ଯାଇଥାଏ।

ଏହା ସହିତ ଏହା ଆମ ଶରୀର ପାଇଁ ମଧ୍ୟ ଏକ ବହୁତ ଖରାପ କଥା ଅଟେ।ଏହା ସହିତ ଏହି ରୋଗ ଦେଖାଯିବା ଫଳରେ ଏହାର ନିରାକରଣ ତୁରନ୍ତ କରିବା ଆବଶ୍ୟକ।ବିଶେଷ ଭାବରେ ଆପଣ ଯଦି ନିଜର କିଛି ସମୟ ସୂର୍ଯ୍ୟ କିରଣରେ ଅତିବାହିତ କରିବେ ତେବେ ଆପଣ ନିଶ୍ଚୟ ଭାବରେ ଅନେକ ମାତ୍ରାରେ ଭିଟାମିନ ଡି ପାଇ ପାରିବେ।

ଏହା ସହିତ ଆପଣଙ୍କ ଶରୀରରେ ଏହି ଭିଟାମିନ ଅଭାବ ଦେଖା ଯିବ ନାହିଁ।ଏହା ସହିତ ଯଦି ଆପଣଙ୍କ ଶରୀରରେ ଏହାର ଅଧିକ ଅଭାବ ଦେଖା ଯାଇଛି ତେବେ ଆପଣ ଏହା ଜାଣିବା ଆବଶ୍ୟକ କି ଏହା ଆପଣଙ୍କ ପାଇଁ ଅନେକ ଭାବରେ କ୍ଷତିକାରକ ହୋଇ ପାରେ।ଏହା ସହିତ ଏହି କାରଣ ପାଇଁ ଆପଣଙ୍କୁ ନିଜର ଖାଦ୍ୟ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ।

ଏହା ସହିତ ଆପଣଙ୍କୁ ଏହା ସମ୍ପର୍କରେ ଯାଇ ଚିକିତ୍ସକଙ୍କ ପରାମର୍ଶ ନେବା ନିହାତି ଭାବରେ ଆବଶ୍ୟକ ଅଟେ।ଏହା ସହିତ ଏହାର ଚିକିତ୍ସା କରିବା ନିହାତି ଭାବରେ ଜରୁରୀ ଅଟେ।ଏହା ସହିତ ଚିକିତ୍ସା କରିବା ସହିତ ପ୍ରତିଦିନ କିଛି କିଛି ସମୟ ଖରାରେ ଅତିବାହିତ କରିବା ଫଳରେ ଏହାର ସମାଧାନ ସହଜରେ ହୋଇ ଯାଇ ଥାଏ।

Leave a Reply

Your email address will not be published. Required fields are marked *