ଦୁଃଖ ଶୁଣି ପଡିଶା ଘର ବୁଢ଼ୀ ମା ଆଖିରୁ ଲୁହ ଝରିଗଲା କିନ୍ତୁ ମା ର କିଛି ଫରକ ପଡ଼ିଲା ନାହିଁ।ଏପଟେ ସ୍ବାମୀ ର ଯୁଇ ଜଳା ସରିନି ଆଉ ସ୍ତ୍ରୀ ତାର ପ୍ରେମିକର ହାତ ଧରି ଗାଁ ମଝିରେ ନିଜର ୪ଟି ଛୁଆକୁ ଛାଡି ଧରି ବୁଲୁଛି।ଏହି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ର ଘମଣ୍ଡା ଗ୍ରାମରେ ଯେଉଁଠି ସ୍ତ୍ରୀ ନିଜର ପ୍ରେମିକ ସହ ମିଶି ନିଜ ସ୍ୱାମୀର କରିଥିଲା।
ନିଜ ମାର ଏପରି ବ୍ୟବହାର ଦେଖି ଛୁଆ ମାନେ ବି କହିଦେଲେ ଏମିତିକା ମା ଆମର କିଛି ଦରକାର ନାହିଁ।ଆର ପଟେ ମାର ଏପରି ବ୍ୟବହାର ଦେଖି ସାହି ପଡିଶା ଲୋକେ ପରସ୍ପର କଥା ବାର୍ତା ହେଲେଣି।ମାର ଏପରି କାରନାମା ଦେଖିବା ପରେ ଛୁଆ ମଧ୍ୟ କହିଛନ୍ତି ଏମିତିକା ମା ଆମର ଦରକାର ନାହିଁ ଆଉ ଛୁଆ ମାନେ
ଏହା ମଧ୍ୟ କହିଛନ୍ତି କି ଆମ ମା ଆଉ ତାର ପ୍ରେମିକ ମିଶି ବାପାଙ୍କର କରିଛନ୍ତି ଆଉ ମା ଏବେ ଛାଡି ଚାଲି ଯାଇଛି।ଝିଅ କହିଛି କି ସେ ବାପା ଥିଲା ବେଳେ ମଧ୍ୟ ଆମ ଘରକୁ ଆସେ ଆମକୁ ମାଡ଼ ଧର କରେ ଆମ ମା ମଧ୍ୟ ତାର ସାଙ୍ଗରେ ମିଶି ଆମକୁ ମାରେ ଆଉ ମୋ ମା ଏବଂ ତାର ପ୍ରେମିକ ମିଶି ଆମର
ବାପାଙ୍କୁ କରିଛନ୍ତି ତେଣୁ ଆମକୁ ନ୍ୟାୟ ଦରକାର।ଏଥି ସହ ପୁଅ ମଧ୍ୟ କହିଛନ୍ତି କି ମୋ ବୋଉର ପ୍ରେମିକ ହେଉଛି ବାଇନ ଶତପଥୀ।ସେ ଆଉ ମୋ ମା ପ୍ରେମ କରିଥିଲେ ଆଉ ସେ ଦୁଇ ଜଣ ହିଁ ମିଶି ମୋ ବାପାର କରିଛନ୍ତି ତେଣୁ ମତେ ନ୍ୟାୟ ଦରକାର।ଏଥି ସହ ମୃତକର ବଡ଼ ଭାଇ କହିଛନ୍ତି କି ମୋ ଭାଇ ବୋହୂ ଏବଂ ତାର ପ୍ରେମିକା ବାଇନ ଶତପଥୀ
ମୋ ଶବ ଭାଇର କରିଛନ୍ତି।ମୋ ତାର ଶବ ପାଇଥିଲି ତାକୁ ପୋଷ୍ଟ ମତ୍ତମ୍ କରିବାକୁ ନେଇଥିଲି ପୋଷ୍ଟ ମାତ୍ତମ ସାରିଲା ପରେ ତାର ଜୁଇ ନିଆଁ ଲିଭି ବି ନଥିଲା ମୋର ଭାଇ ବୋହୂ ତାର ପ୍ରେମିକ ସହ ପଳାଇଲା।ମୋ ଭାଇର ସେହି ୪ଟି ଛୁଆ ରାସ୍ତାକୁ ଚାଲି ଆସିଲେ ତେଣୁ ସେମାନଙ୍କୁ ନ୍ୟାୟ ମିଳିବା ନିହାତି ଦରକାର୍ ଏବଂ ମୋ ଭାଇ ବୋହୂକୁ ତୁରନ୍ତ ଦଣ୍ଡ ମିଳୁ।