ନିଜ ଭୁଲ ପାଇଁ ଅନୁଭବ ବର୍ଷା କୋର୍ଟଙ୍କୁ ଦେବେ 5000 ଲେଖାଏଁ ଜୋରିମାନା,ଘର କଥା କୁ ବାହାରକୁ ଏଣିକି ଏବେ ଦୁଇ କଳାକାର ଦେବେ ଫାଇନ…

Spread the love

ଅନୁଭବ ଅନେକ ଫିଲ୍ମ କରିଛନ୍ତି।ସେ ଓଲିଉଡ଼ରେ ଜଣେ ଜଣାଶୁଣା ଆକ୍ଟର।ଅନୁଭବ ଆଲବମ ମଧ୍ୟ କରିଛନ୍ତି, ସେ ଅନେକ ଫିଲ୍ମରେ ଭିନ୍ନ ଭିନ୍ନ ଆକ୍ଟିଂ କରିଛନ୍ତି।ବର୍ଷା ମଧ୍ୟ ଅନେକ ଫିଲ୍ମରେ ଆକ୍ଟିଙ୍ଗ କରିଛନ୍ତି।ସେ ଓଲିଉଡ଼ରେ ଜଣେ ଜଣାଶୁଣା ଆକ୍ଟରେସ।ସେ ଅନେକ ଚଳଚ୍ଚିତ୍ରରେ ଭିନ୍ନ ଭିନ୍ନ ଧରଣର ଆକ୍ଟିଂ କରିଛନ୍ତି।ଅନୁଭବ ମହାନ୍ତି ଅନେକ ଫିଲ୍ମସ ରେ ଆକ୍ଟିଙ୍ଗ କରିବା ସହ

ଆଲବମରେ ମଧ୍ୟ ଆକ୍ଟିଂ କରିଛନ୍ତି। ବର୍ଷା ପ୍ରିୟଦର୍ଶିନୀ ବି ଓଲିଉଡ଼ରେ ଜଣେ ଜବରଦସ୍ତ ଆକଟ୍ରେସ ଭାବେ ଜଣାଶୁଣା।୫୦୦୦ ଟଙ୍କା ଲେଖାଏଁ କୋର୍ଟଙ୍କୁ ଦେବେ ବର୍ଷା ଆଉ ଅନୁଭବ।ଉଭୟଙ୍କୁ ୫୦୦୦ ଟଙ୍କା ଲେଖାଏଁ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ସାଂସଦ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା

ଘଟଣାରେ ଏହି ଘଟଣା ଆସିଛି।ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ କୋର୍ଟରେ ୫୦୦୦ ଟଙ୍କା ପୈଠ କରିବେ ବୋଲି କଟକ ଫ୍ୟାମିଲି କୋର୍ଟ ଦୁହିଁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଉଭୟ ସ୍ବାମୀ ଓ ସ୍ତ୍ରୀ କୋର୍ଟରେ ପୈଠ କରିବେ ୫୦୦୦ ଟଙ୍କା।ତେବେ ଖାଲି ସେତିକି ନୁହେଁ କୋର୍ଟ ବର୍ଷା ଓ ଅନୁଭବଙ୍କ

ନୂଆ ପିଟିସନ କୁ ମଧ୍ୟ ଗ୍ରହଣ କରିଛନ୍ତି ଏବଂ ଆସନ୍ତା ୧୪ ତାରିଖ ଦିନ କୋର୍ଟରେ ୫୦୦୦ ଟଙ୍କା ଲେଖାଏଁ ଦେବା ପାଇଁ ନିଷ୍ପତି ଦେଇଛନ୍ତି।ବିବାହ ସ୍ଥାନରେ ସଂଶୋଧନ କରିବା ପାଇଁ ଅନୁଭବ ନିଜର ପିଟିସନ କୋର୍ଟ ରୁ ଉଠାଇ ନେଇଥିଲେ ବିବାହ ସ୍ଥାନରେ ଭୁଲ ତଥ୍ୟ ଦେଇଥିଲେ।ସେହି ପରି ଅଭିନେତ୍ରୀ

ବର୍ଷା ପ୍ରିୟଦର୍ଶିନୀ ମଧ୍ୟ କୋର୍ଟରେ ଭୁଲ ତଥ୍ୟ ଦେଇ ଥିବାରୁ ନିଜର ପିଟିସନ ଉଠାଇ ନେଇଥିଲେ।ବର୍ଷା ପ୍ରିୟଦର୍ଶିନୀ କୋର୍ଟରେ ଥରେ ନୁହେଁ ଦୁଇ ଦୁଇ ଥର ଭୁଲ ତଥ୍ୟ ଦେଇଥିଲେ।ଏବେ ବର୍ଷା ଏବଂ ଅନୁଭବ ଦୁଇ ଜଣଙ୍କ ନୂଆ ପିଟିସନ କୁ କୋର୍ଟ ଗ୍ରହଣ କରି ନେଇଛନ୍ତି କିନ୍ତୁ ସେମାନେ ଭୁଲ ତଥ୍ୟ ଦେଇ

କୋର୍ଟର ସମୟ ନଷ୍ଟ କରି ଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି।ଦୁହିଁଙ୍କୁ ପାଞ୍ଚ ପାଞ୍ଚ ହଜାର ଲେଖାଏଁ କୋର୍ଟରେ ପୈଠ କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି।ତେବେ ଏହା ଏକ ଭିଡିଓ ରିପୋର୍ଟକୁ ଆଧାର କରି ପ୍ରସ୍ତୁତ ହୋଇଛି।

Leave a Reply

Your email address will not be published. Required fields are marked *