Evening ଯାଏଁ ସୁମିତଙ୍କ ପାଖରେ ଟଙ୍କା ଦେବାପାଇଁ ସମୟ ଅଛି, ନହେଲେ କାଲି ତାଙ୍କ ବିରୁଦ୍ଧରେ ପିଟିସନ ଦାଖଲ ହେବ..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା ବ୍ରହ୍ମପୁରର ଡାକ୍ତର ସୁମିତ ଏବଂ ତାଙ୍କ ପତ୍ନୀ ତପସ୍ୱିନୀଙ୍କ ମଧ୍ୟରେ ଚାଲିଥିବା ସବୁଠାରୁ ବଡ଼ ବିବାଦ ବିଷୟରେ କିଛି ବିଶେଷ ତଥ୍ୟ।ତେବ ଏହି ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ଆପଣମାନେ ତ ଏହି ଘଟଣା ସମ୍ପର୍କରେ ନିଶ୍ଚିତ ଭାବରେ ଜାଣିଥିବେ।

ଏହି ବିବାଦ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ହାଇଯାଇଛି।ଏହି ସମ୍ପର୍କରେ ଅନେକ ଲୋକ ନିଜ ନିଜର ଅନେକ ମତ ରଖୁଛନ୍ତି।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ଓକିଲ କଣ କହୁଛନ୍ତି।ତେବେ ସେ କହୁଛନ୍ତି ଯେ ତପସ୍ୱିନୀ ଯେଉଁ ପ୍ରିଟିସନ ଫାଇଲ କରିଥିଲେ ତାହା ଉପରେ ତଳ କୋର୍ଟ ରିଜେକ୍ଟ କରିଥିଲେ।

ଏହା ପରବର୍ତ୍ତୀ ଅବସ୍ଥାରେ ଜିଲ୍ଲା କୋର୍ଟ ଆଦେଶରେ ତାଙ୍କୁ ମିଳିଥିଲା।ତପସ୍ୱିନୀ ବର୍ତ୍ତମାନ ସେହି ଆଦେଶ ବଳରେ ତାଙ୍କ ଶ୍ୱଶୁର ଘରେ ରହୁଛନ୍ତି।ତାଙ୍କୁ ଆହୁରି ମଧ୍ୟ ଥିଲା ଯେ ୧୭ ହଜାର ଟଙ୍କା ୧୦ ତାରିଖ ମଧ୍ୟରେ ଆଣିକରି ଦେବେ।ଏବଂ ଉଭୟ ପକ୍ଷ ଉଭୟ ପକ୍ଷଙ୍କ ସହିତ କୌଣସି ଗଣ୍ଡଗୋଳ କରିବେ ନାହିଁ।

ସେହି କେସରେ ଡାକ୍ତର ସୁମିତମଙ୍କ ଓକିଲ କାଉଣ୍ଟର ଫାଇଲ କରିସାରିଛନ୍ତି।କିଛି ପତ୍ର ସେ ଦେଇଛନ୍ତି ଯାହାର କପି ଆମେ ପାଇନାହୁଁ।ସେହି କପି ଆମେ ପାଇବା ପରେ ୧୯ ତାରିଖରେ ଆମେ ତାହାର କାଉଣ୍ଟର ଦେବୁ ଏବଂ ଏହି କାଉଣ୍ଟର ପରେ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହେବ।ଦ୍ୱିତୀୟ କଥା ହେଉଛି ତପସ୍ୱିନୀଙ୍କ ଶାଶୁ ଏବଂ ଗୋସେଇଁ ଶାଶୁ ଯେଉଁ କେସ ଫାଇଲ କରିଥିଲେ

ସେହି କେସରେ ଆମେ କାଉଣ୍ଟର ପାଇଁ ସମୟ ମାଗିଥିଲୁ ସେଥିରେ ସେ ଅନ୍ୟ ଏକ ପ୍ରିଟିସନ ଦାଖଲ କରିଛନ୍ତି ଏବଂ ସେଥିପାଇଁ ଆମକୁ ସୁଯୋଗ ମିଳିନାହିଁ।ପ୍ରଥମ କେସରେ ସେ ଯେଉଁ କଥା କହିଥିଲେ ଯେହେତୁ ଆମେ ହାଜର କରିଯାଇଛୁ ମାନ୍ୟବର ଅଦାଲତ ତାହା ପାଇଁ ଯେଉଁ ନିର୍ଦ୍ଦେଶ ଦେବେ କିଛି ସମୟ ପରେ ଆମେ ତାହା ଜାଣିପାରିବା।

୧୦ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ସମୟ ଅଛି।ତେଣୁ ଆମେ କୋର୍ଟର ସମୟ ସରିବା ପର୍ଯ୍ୟନ୍ତ ଅପେକ୍ଷା କରିବା କୋର୍ଟ ସମୟ ସରିବା ପରେ ଯଦି ସେ ଦେଉଛନ୍ତି କିମ୍ବା ନଦେଉଛନ୍ତି ତପସ୍ୱିନୀ ଯେତେବେଳ ପର୍ଯ୍ୟନ୍ତ ମତେ ଫୋନ କରି ଜଣେଇ ନାହାଁନ୍ତି ମୁଁ ଜାଣିବାର ଅବକାଶ ନାହିଁ।ଯଦି ସେ ଟଙ୍କା ଦେଇ ନାହାଁନ୍ତି ତାହାର ପରବର୍ତ୍ତୀ ଅଵସ୍ଥାରେ ଆମେ ଆସନ୍ତା କାଲି ତାହା ଅଦାଲତର ଆଦେଶକୁ କିପରି କାର୍ଯ୍ୟକାରୀ କରାଯିବ ତାହା ତଳ କୋର୍ଟରେ ଫାଇଲ କରାଯିବ।

Leave a Reply

Your email address will not be published. Required fields are marked *