ଏବେ କେମିତି ଅଛନ୍ତି Mihir ଦାସ,ଏହି ଖବର ଶୁଣିବା ପରେ ଆପଣ ମଧ୍ୟ ଟିକେ ଖୁସି ରେ ନିଶ୍ୱାସ ନେବେ..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆପଣ ମାନେ ତ ଜାଣିଥିବେ ଯେ ପ୍ରତି ଦିନ କିଛି ନା କିଛି ଜିନିଷ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ତେବେ ଆଜି ମୁଁ ଆପଣ ମାନଙ୍କୁ ଏପରି ଗୋଟିଏ ଘଟଣା ବିଷୟରେ ଅବଗତ କରାଇବି।ତେବେ ଏହି ବିଷୟରେ ଆପଣ ସମ୍ପୂର୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।ଆସନ୍ତୁ ଜାଣିବା ଆଜିର ତଥ୍ୟ ବିଷୟରେ।ସାଙ୍ଗମାନେ ଆମ ଦେଶ ହେଉଛି କଳାକାର ଓ ସଂସ୍କୃତ ପ୍ରେମୀ ଦେଶ। ସେଠାରେ ଅନେକ କଳାକାର ଅଛନ୍ତି।

ନାଚ ହେଉ ବା ଗୀତ ହେଉ ଭାରତ ସବୁଠାରୁ ଆଗରେ।ପିଲାଟି ଦିନରୁ ଆକ୍ଟିଂ ପ୍ରତି ଥିଲା ତାଙ୍କର ଅହେତୁକ ଦୁର୍ବଳତା।ସେ ସ୍କୁଲରେ ମଧ୍ୟ ପାଠ ପଢ଼ିବା ସହ ଭଲ ଅଭିନୟ କରିଥିଲେ।ତେବେ ଆପଣ ମାନେ ତାଙ୍କୁ ବେଶ ଭଲ ଭାବେ ଜାଣିଥିବେ।ସାଙ୍ଗମାନେ ଆପଣମାନେ ତ ମିହିର ଦାସଙ୍କୁ ବେଶ ଭଲ ଭାବେ ଜାଣିଥିବେ।

ସେ ଓଡ଼ିଆ ଧାରାବାହିକ ଓ ଫିଲ୍ମ ଜଗତରେ ଏକ ସୁପ୍ରସିଦ୍ଧ କଳାକାର ଅଟନ୍ତି।ତାଙ୍କ ଅଭିନୀତ ଫିଲ୍ମ ଗୁଡ଼ିକ ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଥାଏ।ସାଙ୍ଗମାନେ ସେ ତାଙ୍କ ପରିଶ୍ରମ ବଳରେ ଆଜି ଏତେ ବାଟ ଯାଏ ପହଞ୍ଚି ପାରିଛନ୍ତି।ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ସଫଳ ଅଭିନେତା ଭାବରେ ଜଣାଶୁଣା।

ସାଙ୍ଗମାନେ ପିଲାବେଳୁ ହିଁ ତାଙ୍କର ଅଭିନୟ ପ୍ରତି ବହୁତ ଆଗ୍ରହ ରହିଥିଲା।ତାଙ୍କ ଅଭିନୟକୁ ଦର୍ଶକ ମାନେ ବହୁତ ପସନ୍ଦ କରିଥାନ୍ତି।ତାଙ୍କ ସିରିଏଲ ଓ ଫିଲ୍ମ ଗୁଡ଼ିକ ଦର୍ଶକ ମାନଙ୍କ ଭିତରେ ଏକ ଅଲଗା ସ୍ଥାନ ସୃଷ୍ଟି କରିଛି।ସେ ତାଙ୍କ ଅଭିନୟ ପାଇଁ ବହୁତ ଆୱାର୍ଡ଼ ଜିତିଛନ୍ତି।ସାଙ୍ଗମାନେ ଓଲିଉଡ ଅଭିନେତା ମିହିର ଦାସଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏବେ ସ୍ତିର ରହିଛି।

ସେ ୩ ସପ୍ତାହ ହେବ ଏକ ଘରୋଇ ହସ୍ପିଟାଲରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି।ତେବେ ଡାକ୍ତର କହିଛନ୍ତି ଆଗାମୀ ୯୬ ଘଣ୍ଟା ମିହିରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ।ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡିସଚାର୍ଜ ହେବାକୁ ତାଙ୍କୁ ଆଉ କିଛି ଦିନ ଲାଗିପାରେ।ସେ ଗତ ୩ ସପ୍ତାହ ହେବ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ତାଙ୍କର ଆଇସିୟୁରେ ଚିକିତ୍ସା ଚାଲିଛି ଏବଂ ଡାକ୍ତର କହିଛନ୍ତି ଆସନ୍ତା ୯୬ ଘଣ୍ଟା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ।ବର୍ଷୀୟାନ ଅଭିନେତା ମିହିରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ରହିଛି।ଡାକ୍ତର କହିଲେ ଆଗାମୀ ୯୬ ଘଣ୍ଟା ଗୁରୁତ୍ବପୂର୍ଣ୍ଣ ଅଟେ।ତେବେ ପୂର୍ବରୁ ମଧ୍ୟ ଖବର ପ୍ରସାରଣ ହୋଇଥିଲା ତାଙ୍କ ଶରୀର ଭଲ ନାହିଁ ଓ ସେ ଆଇସିୟୁରେ ଅଛନ୍ତି ଏ ପ୍ରକାର କଥା ମଧ୍ୟ ସାମ୍ନାକୁ ଆସିଥିଲା।

ଆଈସିୟୁରେ ଅଛନ୍ତି ଲୋକ ମାନଙ୍କ ପ୍ରିୟ କଳାକାର ମିହିର ଦାସ।ଓଲିଉଡ ଅଭିନେତା ମିହିର ଦାସଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ରହିଛି।ସେ ୩ ସପ୍ତାହ ହେବ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।ତେବେ ଡାକ୍ତର କହିଛନ୍ତି ଆଗାମୀ ୯୬ ଘଣ୍ଟା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ।ସୁସ୍ଥ ହୋଇ ଡିସଚାର୍ଜ ହେବାକୁ ଆଉ କିଛି ଦିନ ଲାଗିବ।

Leave a Reply

Your email address will not be published. Required fields are marked *