ନନ୍ଦିନୀ ଙ୍କ ମୃତ୍ୟୁ ପରେ ପୁଣି ଧମାକା Re-Entry କରିବେ Supriya,କେମିତି କହିବି କହ ସିରିଏଲ ରେ ଏଥର ଆସିବ ମଜା,ଏବେ ଠୁ କରିବେ ଧମାକା ଏଣ୍ଟ୍ରି..

Spread the love

ତେବେ ଆମେ ସମସ୍ତେ କେମିତି କହିବି କାହା ଧାରାବାହିକ ନିଶ୍ଚୟ ଭାବରେ ଦେଖିଥିବା।ତେବେ ଏହି କେମିତି କହିବି କହ ଧାରାବାହିକରେ ଅଭିନେତ୍ରୀ ସୁପ୍ରିୟା ନାୟକ ଅଭିନୟ କରୁଥିଲେ।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରନ୍ତି।ଏହା ସହିତ ସେ ନିଜ ଅଭିନୟ ମାଧ୍ୟମରେ ସମସ୍ତଙ୍କ ପ୍ରିୟ ହୋଇ ପାରିଥିଲେ।ତାଙ୍କର ଅଭିନୟ ବାସ୍ତବରେ ଅନେକ ଲୋକଙ୍କୁ ଆକର୍ଷିତ କରିଥାଏ।ଏହା ସହିତ ନିଜର ଅଭିନୟ ପାଇଁ ସେ ବହୁତ ପ୍ରତିଷ୍ଠା ମଧ୍ୟ ପାଇ ପାରିଥିଲେ।

ତେବେ ଏହି ଧାରାବାହିକ ମଧ୍ୟମରେ ସେ ଲୋକମାନଙ୍କ ପାଖରେ ଅଧିକ ପରିଚିତ ହୋଇ ପାରିଥିଲେ।ଏହା ସହିତ ଏହି ଧାରାବାହିକ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ଦେବାରେ ସଫଳ ହୋଇ ପାରିଥିଲା।ଏହି ଧାରାବାହିକ ତାଙ୍କୁ ଓ ଅନେକ ଲୋକଙ୍କୁ ବହୁତ ଅଧିକ ଆକର୍ଷିତ କରିଥାଏ।ଏହି ଧାରାବାହିକରେ ଅଭିନୟ କରି ସେ ଓଡ଼ିଶାର ଘରେ ଘରେ ନିଜକୁ ପରିଚିତ କରି ପାରିଥିଲେ।

ତାଙ୍କର ଅଭିନୟ ଏହି ଧାରାବାହିକରେ ସମସ୍ତଙ୍କୁ ବହୁତ ଅଧିକ ଭଲ ଲାଗିଥିଲ।ଯାହା ଫଳରେ ସେ ଅନେକ ଲୋକଙ୍କ ପ୍ରିୟ ଅଭିନେତ୍ରି ମଧ୍ୟ ହୋଇ ଯାଇଥିଲେ।ତାଙ୍କର ଅଭିନୟ ସମସ୍ତଙ୍କୁ ବହୁତ ଅଧିକ ଆକର୍ଷିତ କରିଥାଏ।ତେବେ ନିଜର କୌଣସି ବ୍ୟକ୍ତିଗତ କାରଣ ପାଇଁ ଏହି ଧାରାବାହିକରେ ସେ ଅଭିନୟ କରିବା ବନ୍ଦ କରି ଦେଇଥିଲେ।

ଏହା ସହିତ ସେ ଏହି ଧାରାବାହିକରେ ଅଭିନୟ କରିବା ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବା ପରେ ଏହି ଧାରାବାହିକ ଧୀରେ ଧୀରେ ଲୋକପ୍ରିୟତା ହରାଇବା ଆରମ୍ଭ କରି ଦେଇଥିଲା।ଯାହା ଫଳରେ ଏହି ଧାରାବାହିକକୁ ଲୋକମାନେ ଧୀରେ ଧୀରେ କମ ଦେଖିଲେ।ତେବେ ଏହାପରେ ଏହା ଜଣା ପଡ଼ିଥିଲା କି ଏହି ଧାରାବାହିକ ଲୋକମାନେ ସୁପ୍ରିୟାଙ୍କ ପାଇଁ ଦେଖିବାକୁ ବହୁତ ଅଧିକ ଭଲ ପାଉଥିଲେ।

ତେଣୁ ଲୋକମାନେ ଏହି ଧାରାବାହିକରେ ପୁଣି ସୁପ୍ରିୟାଙ୍କ ଅଭିନୟ ଦେଖିବା ପାଇଁ କହିଥିଲେ।ତେବେ ଅଭିନେତ୍ରୀ ସୁପ୍ରିୟା ଏହି ଧାରାବାହିକ ଛାଡ଼ିବା ପରେ ତାଙ୍କର ସ୍ଥାନରେ ଅଭିନେତ୍ରୀ ହିତେଶ୍ୱରି ଆସି ଏହି ଧାରାବାହିକରେ ଅଭିନୟ କରୁଥିଲେ।ଏହା ସହିତ ଯେତେବେଳେ ସୁପ୍ରିୟା ଏହି ଧାରାବାହିକରେ ପୁଣି ଅଭିନୟ କରିବା ପାଇଁ ଆସିଲେ

ସେହି ସମୟରେ ଅଭିନେତ୍ରୀ ହିତେଶ୍ଵରିଙ୍କ ଅଭିନୟ ବନ୍ଦ କରିବାକୁ ପଡ଼ିଥିଲା।ଯାହା ଫଳରେ ତାଙ୍କର ଅଭିନୟ ବଦଳରେ ପୁଣି ସୁପ୍ରିୟାଙ୍କ ଅଭିନୟ ଆସି ଯାଇଥିଲା।ଯାହା ଫଳରେ ଅଭିନେତ୍ରୀ ହିତେଶ୍ୱରିଙ୍କୁ ଏହି ଧାରାବାହିକରେ ମାରି ଦିଆ ଯାଇଥିଲା।ତେବେ ଏହାପରେ ଅଭିନେତ୍ରୀ ସୁପ୍ରିୟା ପୁଣି ଏହି ଧାରାବାହିକରେ ଅଭିନୟ କରିବା ପାଇଁ ଯାଉଛନ୍ତି।

ତେବେ ବର୍ତ୍ତମାନ ଅଭିନେତ୍ରୀ ସୁପ୍ରିୟା ଏହି ଧାରାବାହିକରେ ଅଭିନୟ କରିବାକୁ ଯାଉ ଥିବାରୁ ପୁଣି ଏହି ଧାରାବାହିକର ଲୋକପ୍ରିୟତା ବଢିବ ବୋଲି ଅନେକ ଲୋକ ଆଶା କରିଛନ୍ତି।ଏହା ସହିତ ଏହି ଧାରାବାହିକ ଲୋକମାନଙ୍କୁ ମଧ୍ୟ ବହୁତ ଅଧିକ ପସନ୍ଦ ଆସିବ ବୋଲି ଅନେକ ଲୋକ ଅନୁମାନ କରିଛନ୍ତି।ତେବେ ଏହା ଦେଖିବାକୁ ବାକି ରହିଲା କି ଅଭିନେତ୍ରୀ ସୁପ୍ରିୟା ପୁଣି ଏହି ଧାରାବାହିକରେ ଅଭିନୟ କରିବା ପରେ ଏହାର ଲୋକପ୍ରିୟତା କେତେ ମାତ୍ରାରେ ବଢିବ।

Leave a Reply

Your email address will not be published. Required fields are marked *