କିଛି ସ୍ତ୍ରୀ ମାନେ ପରକୀୟା ପ୍ରୀତି କରି ନିଜ ସ୍ୱାମୀ ପାଇଁ Sabitri ବ୍ରତ ବି କରୁଛନ୍ତି,ଏଭଳି ଲୋକଙ୍କ ପାଇଁ ବର୍ତମାନ ସମାଜ ଖରାପ ହେଉଛି କାରଣ…ଦେଖନ୍ତୁ Video

Spread the love

ତେବେ ନାରୀ ମାନଙ୍କର କାରଣରୁ ଆଜିକାଲି ଅନେକ ପ୍ରକାରର ସମସ୍ୟା ଦେଖା ଯାଉଚି।ତେବେ ଜଣେ ମହିଳା ନିକଟରେ ଏକ ସାକ୍ଷାତକାର ଦେଇ ଏହା ଉପରେ ନିଜର ଏକ ମତ ଦେଇଥିଲେ।ତେବେ ସେ କହିଥିଲେ କି ଆଜିକାଲି ଅନେକ ମହିଳାଙ୍କ କାରଣରୁ ସମ୍ପୂର୍ଣ୍ଣ ମହିଳା ମାନେ ଆଜିକାଲି ସମାଜରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ତେବେ ସୂଚନା ଅନୁସାରେ ଆଜିକାଲି ଅନେକ ମହିଳା ପର ପୁରୁଷ ଆଡ଼କୁ ଆକର୍ଷିତ ହେଉ ଥିବାର ଦେଖା ଯାଉଛନ୍ତି।ତେବେ ଏପରି ହେବା ଫଳରେ ସମାଜ ଉପରେ ଅନେକ ପ୍ରକାରର ଖରାପ ପ୍ରଭାବ ପଡୁଛି।

ଏହା ସହିତ ଆଜିକାଲି ଅନେକ ନାରୀ ମାନେ ପର ପୁରୁଷଙ୍କ ପାଖକୁ ଆକର୍ଷିତ ହେବା ଫଳରେ ସେମାନେ ବିଭିନ୍ନ ପ୍ରକାରର ଅସୁବିଧାର କାରଣ ହେଉଛନ୍ତି।ତେବେ ସୂଚନା ଅନୁସାରେ କିଛି ମହିଳା ଆଜିକାଲି ଏହିପରି ଭାବରେ ପର ପୁରୁଷଙ୍କ ଆଡ଼କୁ ଆକର୍ଷିତ ହେବା ଫଳରେ ଆଜିକାଲି ମହିଳା ମାନଙ୍କ କାରଣରୁ ଅନେକ ପରିବାର ମଧ୍ୟ ନଷ୍ଟ ହେଉଛି।

ତେବେ ଏପରି ନ କରିବା ପାଇଁ ସେ ସେହି ମହିଳା ମାନଙ୍କୁ କହିଥିଲେ।ଏହା ସହିତ ଏପରି କରିବା ଫଳରେ ଅନେକ ଭାବରେ ସମାଜ ଉପରେ ମଧ୍ୟ ଅନେକ ଖରାପ ପ୍ରଭାବ ପଡିଛି।ତେବେ ଏହି ସମସ୍ୟାରୁ ନିହାତି ଭାବରେ ମୁକ୍ତ ହେବା ଆବଶ୍ୟକ।ଏହା ସହିତ ସମାଜ ଏହି ସମସ୍ୟାରୁ ମୁକ୍ତ ହେବା ପାଇଁ ମହିଳା ମାନଙ୍କୁ କିଛି ବିଶେଷ କରିବା ନିହାତି ଭାବରେ ଆବଶ୍ୟକ।

ଏହା ସହିତ ସେମାନେ ଚାହିଁଲେ ଏହି ସମାଜରେ ଶୁ ବ୍ୟବସ୍ଥା ଆସି ପାରିବ।ତେବେ ସେ ଜଣେ ମହିଳାଙ୍କ କଥା କହି ଥିଲେ।ତେବେ ସେ କହିଥିଲେ କି ସେହି ମହିଳା ଜଣକ ଆଉ ଜଣେ ବ୍ୟକ୍ତିଙ୍କ ସହିତ ସମ୍ପର୍କରେ ଥିବା ପରେ ମଧ୍ୟ ନିଜର ପତିଙ୍କ ପାଇଁ ସାବିତ୍ରୀ ବ୍ରତ କରି ଥିଲେ।ତେବେ ସେହି ମହିଳା ଜଣଙ୍କ ଏହା ପ୍ରଶ୍ନ କରିଥିଲେ

କି ଯଦି ସେ ଆଉ ଜଣଙ୍କ ସହିତ ସମ୍ପର୍କରେ ଥିଲେ ତେବେ ସେ ନିଜର ପତିଙ୍କ ପାଇଁ କଣ ପାଇଁ ସାବିତ୍ରୀ କରିଥିଲେ।ତେବେ ଏହି ପରି ଭାବରେ ଅନେକ କଥା ସେ କହିଥିଲେ।ଏହା ସହିତ ସେ କହିଥିଲେ କି ଏହି ଘଟଣା ପାରି ଅନେକ ଭାବରେ ଲୋକମାନେ ନାରୀ ମାନଙ୍କ ପାଖରୁ ଅନେକ ପ୍ରକାରର ପ୍ରତାରଣା ପାଇ ସାରିଛନ୍ତି।

ଏହା ସହିତ ଏହା ପରେ ମଧ୍ୟ ନାରୀ ମାନେ ଅନେକ ଲୋକଙ୍କୁ ଏହି ପାରି ଠକି ଚାଲିଛନ୍ତି।ତେବେ ସେହି ମହିଳା ଜଣଙ୍କ ଏପରି ନ କରିବା ପାଇଁ ସମସ୍ତ ନାରୀ ମାନଙ୍କୁ କହି ଥିଲେ।କାରଣ କିଛି ନାରୀ ମାନଙ୍କ ପାଇଁ ଅନେକ ମହିଳା ଏହିପରି ଭାବରେ ବଦନାମ ହେଉଛନ୍ତି।ଏହା ସହିତ ଏପରି କରିବା ଫଳରେ ସମ୍ପୂର୍ଣ୍ଣ ନାରୀ ଜାତି ମାନଙ୍କ ଉପରେ ଏହି ପରି ଅନେକ କଥା ଆସୁ ଅଛି।ତେବେ ଏହି କଥା ଉପରେ ସେହି ନାରୀ ଜଣଙ୍କ ଏପରି ନ କରିବା ପାଇଁ ସମସ୍ତ ନାରୀ ମାନଙ୍କୁ ଆହ୍ବାନ ଦେଇଥିଲେ।

Leave a Reply

Your email address will not be published. Required fields are marked *