Anubhabଙ୍କୁ ପଛରେ ପକାଇ ଆଗକୁ ମାଡିଚାଲିଛନ୍ତି ବର୍ଷା,ସବୁ କ୍ଷେତ୍ର ରେ ହେଲେଣି ଆଗୁଆ କାରଣ ଅନୁଭବ ଙ୍କୁ ଲୋକ…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣ ଅଭିନେତା ଅନୁଭବ ମହାନ୍ତିଙ୍କୁ ଜାଣିଥିବେ।ତେବେ ତାଙ୍କୁ ନେଇ କିଛି ବିଶେଷ ତଥ୍ୟ ସାମ୍ନାକୁ ଆସିଛି।ତେବେ ପୁଣିଥରେ ଚର୍ଚ୍ଚାରେ କେନ୍ଦ୍ରାପଡ଼ା ଅନୁଭବ ମହାନ୍ତି।

ପଞ୍ଚାୟତ ନିର୍ବାଚନ ପରି ପୋୖର ନିର୍ବାଚନରେ ମଧ୍ୟ ଅଲୋଡା ହୋଇପଡିଲେ ଅନୁଭବ।ସେପଟେ ମଧ୍ୟ ଅନୁଭବଙ୍କ ଅପେକ୍ଷା ବର୍ଷା ପ୍ରିୟଦର୍ଶୀନିଙ୍କୁ ମିଳୁଛି ଅଧିକରୁ ଅଧିକ ଜନ ସମର୍ଥନ।ସେ ରାଜନୈତିକ ମୈଦାନ ହେଉ ଅବା ସୋସିଆଲ ମିଡ଼ିଆ ସବୁ ଜାଗାରେ ଏବେ ବର୍ଷାଙ୍କ କ୍ରେଜ।

ସୋସିଆଲ ମିଡ଼ିଆର ଫେସବୁକ ପ୍ଲାଟଫର୍ମରେ ଦିନକୁ ଦିନ ବର୍ଷାଙ୍କ ଲାଇକ ଏବଂ ଫଲୋର୍ସ ବଢୁଥିବା ବେଳେ ପଛରେ ପଡିଯାଇଛନ୍ତି କେନ୍ଦ୍ରାପଡା ସଂସଦ ଅନୁଭବ ମହାନ୍ତି।ଏବେ ବର୍ଷାଙ୍କ ସାତ ଲକ୍ଷ ଅଠସଠି ହଜାର ଏକ ଶହ ଅଣସ୍ତରି ଫଲୋର୍ସ ଥିବା ବେଳେ ଅନୁଭବଙ୍କ ମାତ୍ର ଦୁଇ ଲକ୍ଷ ତେୟାଳିଶି ହଜାର ଦୁଇଶହ ଅଣସ୍ତରୀଟି ରହିଛି।

ଦ୍ୱୀପର ନିଆଁ ଲିଭିବା ଭଳି ଏବେ ଲିଭିବାକୁ ବସିଛି କି  ଅନୁଭବ ମହାନ୍ତିଙ୍କ ରାଜନୈତିକ କ୍ୟାରିଅର।ଦିନେ  ଗୂଡ଼ ବଏ ପାଲଟିଥିବା ଅନୁଭବ ଏବେ ପାଲଟିଗଲେ ବି ବ୍ୟାଡ ବଏ।ଠିକ ସେତିକି ବେଳେ ଅଲୋଡା ହୋଇପଡିଛନ୍ତି ଅନୁଭବ ଏବଂ ଲୋଡ଼ା ପଡିଛନ୍ତି ବର୍ଷା ପ୍ରିୟଦର୍ଶୀନି।ଏମିତିରେ ନିଜ  କ୍ଷେତ୍ରରେ ମଧ୍ୟ ଅଲୋଡା ପଡିଛନ୍ତି ଅନୁଭବ।

କାରଣ ଦଳ ଜାଣିଛି ଯେ ନିଆଁକୁ ଖାଇଲେ ଅଙ୍ଗାର ବାହାରେ।ଆଉ ଯଦି ନିଆଁକୁ ଆଣ୍ଟିରେ ପୁରାଯାଏ ତେବେ ଅଣ୍ଟା ପଡ଼ିଯାଏ।ସେଥିପାଇଁ ଅନୁଭବଙ୍କୁ ନେଇ କୌଣସି ପ୍ରକାରର ରିକ୍ସ ନେବାକୁ ଚାହୁଁନି ଦଳ।ସେଥିପାଇଁ ବର୍ଷାଙ୍କୁ ଅଧିକ ଗୁରୁତ୍ୱ ଦେଉଛି ଦଳ।ସ୍ଥିତି ଏମିତି ଲାଗୁଛି ଯେମିତି ବର୍ଷା ଇନ ଏବଂ ଅନୁଭବ ଆଉଟ ହୋଇଯାଉଛନ୍ତି।

ଅନୁଭବଙ୍କ ପରେ ବର୍ଷା ଏବେ ବେଶ ସକ୍ରିୟ ହୋଇଯାଇଛନ୍ତି।ତେବେ ଏହା ଦେଖିବାକୁ ବାକି ରହିଲା ଯେ ବାଦ ପଡିଥିବା ବ୍ୟକ୍ତି ଆଗକୁ କେଉଁ ଦାଇତ୍ୱ ଦେଉଛି ଦଳ।ନା ସ୍ତ୍ରୀ ବର୍ଷାଙ୍କୁ ସମ୍ନାକୁ ଆଣି ଅନୁଭବଙ୍କୁ କ୍ଲିନ ବୋଲଡ଼ କରିବାକୁ ଯୋଜନା ରଖିଛି ଦଳ।

Leave a Reply

Your email address will not be published. Required fields are marked *