ବୋହୁ କୁ ନ୍ୟାୟ ଦେବାକୁ ଅଣ୍ଟା ଭିଡ଼ିଲେ ଅପରାଜିତା ଆଉ ଉତ୍ତମ ମହାନ୍ତି,କହିଲେ ଆମ ବୋହୁ ତୃପ୍ତି ଯାହା karibaa ଆମେ ଦେବୁ ସମର୍ଥନ ଆଉ ତା ପାଇଁ ଆମେ…

Spread the love

ତୃପ୍ତି ଜଣେ ଶିକ୍ଷୟିତ୍ରୀ ସେ ମଣିଷ ଗଢି ଜାଣିଛନ୍ତି ସେ ଲଢି ବି ଜାଣିଛନ୍ତି।ଆଉ ସେ ଜନାଇଛନ୍ତି କେଉଁ। ପରିସ୍ଥିତି ରେ କଣ ନିଷ୍ପତି ନେବାକୁ ହୁଏ।ତୃପ୍ତିଙ୍କୁ ସାହାସ ଦେଉଛନ୍ତି ଉତ୍ତମ ମହାନ୍ତି ଏବଂ ଅପରାଜିତା। ବହୂକୁ ସାହସ ଦେଉଛନ୍ତି ଉଭୟ ବଳବାନ ହିସାବରେ।ବୋହୁ ଯାହା ଆଗରୁ କରିଥିଲା ଠିକ କରିଥିଲା ଆଗକୁ ଯାହା ବି କରିବା ଠିକ କରିବ।

ତୃପ୍ତିଙ୍କ ବିଚାର,ତୃପ୍ତିଙ୍କ ଚିନ୍ତାଧାରା ଏବଂ ତୃପ୍ତିଙ୍କ ସାହସ ଏବଂ ତୃପ୍ତି ଯେଉଁଭଳି ଭାବରେ ନିଜ ସ୍ଵାମୀଙ୍କ ପାଇଁ ଲଢ଼ୁଛନ୍ତି ଏସବୁ ଦେଖି ଅନେକ ଖୁସି ଅଛନ୍ତି ଅପରାଜିତା ଆଉ ଉତ୍ତମ ମହାନ୍ତି।ସତରେ ବୋହୁ ନୁହଁ ସେ ସୁନା ମୁଣ୍ଡାଟେ,ନିଜ ସ୍ବାମୀଙ୍କୁ ବିପଦଗାମୀ ହେବ ଦେଖି ଯେଉଁ ଷ୍ଟେପ ନେଇଥିଲେ ତୃପ୍ତି ଆଉ

ଜଉଭଳି ଭାବରେ ସେ ପ୍ରକୃତିଙ୍କୁ ଉତ୍ତମ ମଧ୍ୟମ ଦେଇଥିଲେ ତାହା ହିଁ କହି ଦଉଛି ଗୋଟିଏ ନାରୀ ନିଜ ସ୍ବାମୀଙ୍କୁ ସୁରକ୍ଷିତ କରିବା ପାଇଁ କଣ କରିପାରେ?ଆଉ ଏବେ ଉତ୍ତମ ମହାନ୍ତି ନିଜର ସ୍ବାସ୍ଥ୍ୟ ଖରାପ ଥାଇ ମଧ୍ୟ ତୃପ୍ତିଙ୍କୁ ଦଉଛନ୍ତି ସମର୍ଥନ ଅର୍ଥାତ ବହୂ ଯାହା କହିବ ସେଥିରେ ସମସ୍ତେ ରାଜି ଅନ୍ୟ ପଟରେ

ବାବୁଶାନ କହି ସାରିଛନ୍ତି ତାଙ୍କ ସ୍ତ୍ରୀ ଆଉ ତାଙ୍କ ଶଶୁର ଯେଭଳି ଅସୁବିଧାରେ ନପଡନ୍ତୁ ସେଥିପ୍ରତି ସେ ଧ୍ୟାନ ଦେବେ।ସବୁକିଛି ସମାଧାନ ହେଇ ଆସୁଥିବା ବେଳେ ପ୍ରକୃତି ଏବେ ଜଉ ଝଡ଼ ଉଠାଉଛନ୍ତି ସେ ସବୁ ବିରୋଧରେ ଏକାଠି ହେବେ ବାବୁଶାନ,ଅପରାଜିତା ଆଉ ଉତ୍ତମ ମହାନ୍ତି।ଆଉ ଏହି ସବୁ ଆଗରେ

ରହିବେ ଅପରାଜିତା ଯିଏ କି ନିଜ ସ୍ବାମୀଙ୍କୁ କେମିତି ସୁରକ୍ଷିତ ଆଉ ଅନ୍ୟ ମାନକ କବଳରୁ କେମିତି ରକ୍ଷା କରାଯାଏ ତାହାର ଏକ ଉଦାହରଣ ମଧ୍ୟ ପ୍ରସ୍ତୁତ କରିବେ।ଓଡ଼ିଶା ବାସୀଙ୍କ ସମର୍ଥନ ଅଛି ତୃପ୍ତିଙ୍କ ସହିତ ତୃପ୍ତି ଯାହା ବି କରିବେ ସବୁ ଆଡୁ ଭାବି ଚିନ୍ତି କରିବେ,କେମିତି ତାଙ୍କ ପରିବାରର ମର୍ଯ୍ୟାଦା ହାନି ନହେବ

ଏବଂ ଗୋଟିଏ ଭଲ ସମାଧାନ ବାହାରିବ ତାହା ସମସ୍ତେ ଆଶା କରୁଛନ୍ତି ତୃପ୍ତିଙ୍କ ପାଖରୁ।ତୃପ୍ତି ଜଣେ ଶିକ୍ଷୟିତ୍ରୀ ଆଉ ସେ ପ୍ରକୃତ ଶିକ୍ଷାର ମହତ୍ତ୍ଵ ଜାଣିଛନ୍ତି।

Leave a Reply

Your email address will not be published. Required fields are marked *