ବାବୁସାନ ଓ ପ୍ରକୃତି ମାମଲାରେ ଓକିଲ କହିଲେ କାହାକୁ ଦଣ୍ଡ ମିଳିବ,କହିଲେ ଯଦି ବାଜି oltijiba ତେବେ ଖେଳ ଅଲଗା ହେଇଯିବ…

Spread the love

ପୂର୍ବରୁ ପ୍ରକୃତି ମିଶ୍ରଙ୍କୁ କାର ଭିତରେ ବାବୁଶାନ ଙ୍କ ସହିତ ଦେଖିବା ପରେ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ମାରିଥିଲେ ଅଭିନେତା ବାବୁଶାନ ଙ୍କ ପତ୍ନୀ ତୃପ୍ତି ତ ଆଜି କୋର୍ଟ ଆସୁଛନ୍ତି ତୃପ୍ତି ଆଉ ତାଙ୍କ ବାପା ଲଲିତ ଶତପଥୀ।ଯେତେବେଳେ ପହଞ୍ଚିବେ ତା ଉପରେ ମଧ୍ୟ ନଜର ରହିଛି ଆଉ ଏହି ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା।ମାମଲାକୁ ନେଇ ଥାନାକୁ ଯାଇଥିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର।

ଅଭିନେତ୍ରୀ ପ୍ରକୃତି ମିଶ୍ର ମାମଲାକୁ ନେଇ ଖାରବେଳ ଥାନାରେ ଅଭିଯୋଗ କରିଥିଲେ।ବାବୁଶାନ ଙ୍କ ପତ୍ନୀ ବିଚ ରାସ୍ତାରେ ତାଙ୍କୁ ମାଡ଼ ମାରି ତାଙ୍କର ମାନ ହାନି କରିଛନ୍ତି।ସେହିପରି କୋର୍ଟରେ ୫ କୋଟି ଟଙ୍କାର ମଧ୍ୟ ମାନହାନି ମକଦ୍ଦମା କରିଥିଲେ ପ୍ରକୃତି ମିଶ୍ର।ଆଉ ଏସବୁ ଭିତରେ ପୋଲିସ ତଦନ୍ତ କରୁଛି।

ତାଙ୍କ ପରିବାର କଳି ଗୋଟେ ପଟରେ ଥମି ଆସୁଥିବା ବେଳେ ଭୁବନେଶ୍ୱର କୋର୍ଟ ଆସୁଛନ୍ତି ବାବୁଶାନ ଙ୍କ ପତ୍ନୀ ତୃପ୍ତି ଶତପଥୀ।ଏବଂ ଲଲିତ ଶତପଥୀଙ୍କ ନାଁରେ ଯେତେବେଳେ ମାନହାନି ମକଦ୍ଦମା କରିଛନ୍ତି,ପ୍ରକୃତି ମିଶ୍ର ଆଜି ଆସିବାର ରହିଛି।ତେଣୁ ଆଗକୁ ଏହି ପରିବାର କଳି କେଉଁ ଦିଗର ମୋଡ଼ ନେଵ

ତାହା ଉପରେ ରହିଛି ସମସ୍ତଙ୍କର ନଜର ଏହାକୁ ନେଇ ଆମର ସ୍ଵତନ୍ତ୍ର ପରିଚାଳନା ବାବୁଶାନ ପ୍ରକୃତି ବିବାଦ ଏବେ କୋର୍ଟ ଲଢେଇ।ବହୁ ଚର୍ଚ୍ଚିତ ଷ୍ଟାର ଦମ୍ପତି ମାମଲା ପ୍ରକୃତିଙ୍କ ଆଜି ମାନହାନି ମୋକଦ୍ଦମା ପ୍ରସଙ୍ଗ,ଆଜି କୋର୍ଟ ରେ ହାଜର ହୋଇ ନିଜର ମତ ରଖିବେ ତୃପ୍ତି।ବାପା ଙ୍କ ସହ କୋର୍ଟରେ ହାଜର ହେବେ ତୃପ୍ତି।

ତୃପ୍ତି ଓ ଲଳିତ ଶତପଥୀ ଙ୍କ ବିରୋଧରେ ଅଛି ମାନହାନି ମୋକଦ୍ଦମା।୫ କୋଟି ୧୦ ହଜାର ଟଙ୍କାର ମାନହାନି ମକଦ୍ଦମା କରିଛନ୍ତି ପ୍ରକୃତି ମିଶ୍ର। ବାବୁଶାନ ପ୍ରକୃତି ବିବାଦ ମାମଲା।ଆଜି ତୃପ୍ତି ଲଳିତ ଶତପଥୀ କୋର୍ଟ ଆସୁଛନ୍ତି।ତ କେତେବେଳେ ଆଜି କୋର୍ଟ ଆସୁଛନ୍ତି ତା ଉପରେ ସମସ୍ତଙ୍କ ନଜର।

ବାପାଙ୍କ ସହ କୋର୍ଟ ରେ ଆଜି ହାଜର ହେଇ ପାରନ୍ତି ତୃପ୍ତି ଓ ଲଳିତ ଶତପଥୀ।ଯେହେତୁ ତୃପ୍ତି ଓ ଲଳିତ ଶତପଥି ଙ୍କ ବିରୋଧରେ ମାନହାନି ମୋକଦ୍ଦମା କରିଛନ୍ତି ପ୍ରକୃତି ୫ କୋଟି ୧୦ ହଜାର ଟଙ୍କାର ମାନହାନି ମୋକଦ୍ଦମା କରିଛନ୍ତିମିଡିଆ: ଆଜି ଯାହା ସୂଚନା ଅଛି ହାଜର ହେଇ ପାରନ୍ତି ତୃପ୍ତି ଆଉ ଲଳିତ ଶତପଥି।

କେମିତି ଆପଣ ଦେଖୁଛନ୍ତି?ସ୍ୱାଗତିକା ଶୁଭ ଅପରାହ୍ନ।ଆମେ ଯେତେବେଳେ ଗୋଟେ କେସ ବିଷୟରେ କଥା ହଉଛନ୍ତି,କେସ ରେ ଏଫ ଆଇ ଆର ରେ ଜଉ ସେକ୍ସନ ଲାଗେ,ଷ୍ଟ୍ରଙ୍ଗ ସେକ୍ସନ ରେ ଏମିତି କଉ ଧର ଲାଗିଲେ ଆମେ କେସଟାକୁ ମଜବୁତ କରି ପାରିବା।ତ ଆମେ ଜଉ ପ୍ରକୃତି ଆଉ ବାବୁଶାନ କଥା କହୁଛନ୍ତି ତ ସେଥିରେ ଜଉ ସେକ୍ସନ ଗୁଡ଼ା ଲାଗିଛି ସେ ସବୁ ୧୦ ବର୍ଷ,୭ ବର୍ଷ ତଳେ ସବୁଯାକ ଦଣ୍ଡ। କୋଣସି ଅଫେନସ ୭ ବର୍ଷ ଉପରକୁ ନାହିଁ।

Leave a Reply

Your email address will not be published. Required fields are marked *