ଓଡ଼ିଶାର ଭଦ୍ରକ ଜିଲ୍ଲା Bankamuhan ରେ ଗାଁ ସାରା କାହା ଘର ଦୂଆରେ କବାଟ ନାହିଁ,ଆଉ କାରଣ ଜାଣିବା ପରେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେଇକି ବସିବେ…ଦେଖନ୍ତୁ Video

Spread the love

ତେବେ ଏହି ଦୁନିଆ ବର୍ତ୍ତମାନ ଅନେକ ଆଗକୁ ଯାଇ ସାରିଲାଣି।କିନ୍ତୁ ଏହା ପରେ ମଧ୍ୟ ବର୍ତ୍ତମାନ ଅନେକ ସ୍ଥାନରେ ଲୋକମାନେ ଅନେକ ପ୍ରକାରର ଅନ୍ଧବିଶ୍ୱାସ ସହିତ ବଞ୍ଚୁ ଥିବାର ମଧ୍ୟ ଦେଖା ଯାଇଥାଏ।ତେବେ ଆମେ ବର୍ତ୍ତମାନ ସେହିପରି କିଛି କଥା ସମ୍ପର୍କରେ ଆଲୋଚନା କରିବା।ଯାହାକୁ ଶୁଣିବା ପରେ ଆପଣ ଏହାକୁ କେବେ ମଧ୍ୟ ସହଜରେ ବିଶ୍ୱାସ କରି ପାରିବେ ନାହିଁ।ଏହା ସହିତ ଆଜି ମଧ୍ୟ ଏହି ଦୁନିଆରେ ଏପରି ହେଉଛି ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେବ।

ତେବେ ଏହି ଘଟଣା ହେଉଛି ଭଦ୍ରକ ଜିଲ୍ଲାର ଏକ ଗ୍ରାମର।ତେବେ ଏହି ଗ୍ରାମରେ ଅନେକ ଲୋକ ରହି ଥାଆନ୍ତି।ଏହା ସହିତ ଅନେକ ଲୋକ ସେଠାରେ ରହିବା ସହିତ ସେଠାରେ ଅନେକ ଲୋକଙ୍କ ଘର ମଧ୍ୟ ରହିଛି।ତେବେ ଆଶ୍ଚର୍ଯ୍ୟର କଥା ଏହା ହେଉଛି କି ସେଠାରେ ଯେତେ ମଧ୍ୟ ଘର ରହିଛି ସେଠାରେ କାହାରି ଘରେ ମଧ୍ୟ କବାଟ ଲାଗି ନାହିଁ।

ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଭଳି ଲାଗିଲେ ମଧ୍ୟ ଏହା ଏକ ସତ୍ୟ ଘଟଣା ଅଟେ।ଏହା ସହିତ ଏହା ବିଷୟରେ କିଛି କଥା ମଧ୍ୟ ଜଡିତ ହୋଇ ରହିଛି।ତେବେ ଏପରି କୁହା ଯାଇଥାଏ କି ଏହି ଗ୍ରାମର ଗ୍ରାମ ଦେବତୀ ହେଉଛନ୍ତି ମାଆ ମଙ୍ଗଳା।ତେବେ ସେ ଏପରି କରିବା ପାଇଁ ଆଦେଶ ଦେଇଛନ୍ତି ବୋଲି ସେଠାରେ ଲୋକମାନେ କହି ଥାଆନ୍ତି।

ତେବେ ଲୋକଙ୍କ କହିବା ଅନୁସାରେ ଏଠାରେ ମାଆ ମଙ୍ଗଳା କବାଟ ଶବ୍ଦ ଓ ଢ଼ିଙ୍କି ଶବ୍ଦ ଶୁଣିବା ପାଇଁ ପସନ୍ଦ କରି ନଥାନ୍ତି।ସେହି କାରଣ ପାଇଁ ଏଠାରେ କୌଣସି ଘରେ କବାଟ ଲାଗି ନଥାଏ ଏହା ସହିତ ଏଠାରେ କୌଣସି ବ୍ୟକ୍ତିଙ୍କ ଘରେ ଢ଼ିଙ୍କି ମଧ୍ୟ ନାହିଁ।ତେବେ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ମଧ୍ୟ ଏହା ଏକ ସତ୍ୟ ଘଟଣା ଅଟେ।

ଏହା ସହିତ ଏହା ବିଷୟରେ ଅନେକ ଲୋକଙ୍କର ବିଶ୍ୱାସ ମଧ୍ୟ ରହିଛି।ସେହି କାରଣ ପାଇଁ କେହି ମଧ୍ୟ ସେଠାରେ ନିଜର ଘରେ କବାଟ ଲଗାଇ ନଥାନ୍ତି।ଏହା ସହିତ ଏହିପରି ଭାବରେ ଅନେକ ଲୋକଙ୍କ ଏହା ମଧ୍ୟ ବିଶ୍ଵାସ ରହିଛି କି ଯେଉଁ ବ୍ୟକ୍ତି ନିଜର ଇଚ୍ଛା ଅନୁସାରେ କବାଟ ଲଗାଇ ଦେଇ ଥାଏ ତେବେ ସେହି ବ୍ୟକ୍ତିର ପରିବାରରେ ଅନେକ ପ୍ରକାରର ସମସ୍ୟା ଆରମ୍ଭ ହୋଇ ଯାଇଥାଏ।

ଏହା ସହିତ ଏହି କାରଣ ପାଇଁ ବାସ୍ତବରେ ମଧ୍ୟ କେହି ସେଠାରେ କବାଟ ଲଗାଇ ନଥାନ୍ତି।ଏହା ସହିତ ସମସ୍ତେ ଗ୍ରାମ ଦେବତୀଙ୍କ କଥାକୁ ପାଳନ କରି ଥାଆନ୍ତି ବୋଲି ସେଠାରେ ଲୋକ ମାନେ କହି ଥାଆନ୍ତି।ଏହା ସହିତ ସେଠାରେ କୌଣସି ଘରେ କବାଟ ନଥିଲେ ମଧ୍ୟ ସେଠାରେ କୌଣସି ପ୍ରକାରର ଚୋରି ହୋଇ ନଥାଏ ବୋଲି ସେଠାରେ ଲୋକମାନେ କହି ଥାଆନ୍ତି।ଯାହା ଫଳରେ ସେଠାରେ ସମସ୍ତେ ମାତାଙ୍କ କୃପାରୁ ନିର୍ଭୟରେ ରହି ଥାଆନ୍ତି ବୋଲି ସେହି ଗ୍ରାମର ସମସ୍ତ ଲୋକ କହି ଥାଆନ୍ତି।

Leave a Reply

Your email address will not be published. Required fields are marked *