୩୧ Augusta ଏଥର ଗଣେଶ ପୂଜାରେ ଏହି ରାଶିଙ୍କୁ ମିଳିବାକୁ ଯାଉଛି ବଡ ସୁବର୍ଣ୍ଣ ସୁଯୋଗ,ଏମାନଙ୍କ ପାଇଁ ହେବ ଧନ ର ବର୍ଷା…

Spread the love

ଜୟ ମହାପ୍ରଭୁ ଶ୍ରୀଜଗନ୍ନାଥ ସାଙ୍ଗମାନେ ଆପଣ ମାନଙ୍କୁ ଆସନ୍ତା ଭଗବାନ ଶ୍ରୀଗଣେଶଙ୍କ ପୂଜା ଉପଲକ୍ଷେ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭ କାମନା।ସାଙ୍ଗମାନେ ଭଗବାନ ଶ୍ରୀଗଣେଶ ପୂଜା ପରଠାରୁ ଏହି ୭ ଗୋଟି ରାଶିର ଭାଗ୍ୟ ବଦଳିବାକୁ ଯାଉଅଛି।ଯାହାର ଫାଇଦା ଯଦି ଆପଣ ଉଠେଇବାକୁ ଚାହିଁଥାନ୍ତି ତେବେ ଆପଣ ଉଠେଇ ପାରନ୍ତି,କାରଣ ଏହି ରାଶି ଆପଣଙ୍କ ପାଇଁ ଏହି ସମୟ ବିଶେଷ ଶୁଭ ଅଟେ।ଏହି ସମୟରେ ସବୁ କାର୍ଯ୍ୟ ଏମାନଙ୍କ ପାଇଁ ଖୁସି ପୂର୍ଣ୍ଣ ହେବାକୁ ଯାଉଅଛି।

ତେବେ ଦର୍ଶକ ବନ୍ଧୁ ଚାଲନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ କଣ କଣ?ତେବେ ଦର୍ଶକ ବନ୍ଧୁ ସେହି ଭାଗ୍ୟଶାଳୀ ରାଶି ମାନଙ୍କ ମଧ୍ୟରୁ ପ୍ରଥମ ରାଶିଟି ହଉଛି କୁମ୍ଭ ରାଶି:କୁମ୍ଭ ରାଶିର ପ୍ରତ୍ୟେକ ବ୍ୟକ୍ତି ମାନେ ଭଗବାନ ଶ୍ରୀଗଣେଶଙ୍କ ପୂଜା ପରଠାରୁ ଭଗବାନଙ୍କ ଦୟାରୁ ଲାଭବାନ ହେବାକୁ ଯାଉଛନ୍ତି।ଭଗବାନ ଶ୍ରୀଗଣେଶଙ୍କ ପୂଜା ପରଠାରୁ ଆପଣଙ୍କର ସବୁ ସମସ୍ୟା ଦୂର ହେଇଯିବ ଆଉ ଭଗବାନ ଶ୍ରୀଗଣେଶଙ୍କ କୃପାରୁ ଆପଣଙ୍କ ଜୀବନ ଧନଧାନ୍ୟରେ ପରିପୂର୍ଣ୍ଣ ହେଇଯିବ।

ତେବେ ଦ୍ୱିତୀୟ ରାଶିଟି ହଉଛି କନ୍ୟା ରାଶି:ଏହି ରାଶିର ବ୍ୟକ୍ତିଙ୍କୁ ଭଗବାନ ଶ୍ରୀଗଣେଶଙ୍କ ପୂଜା ପରଠାରୁ ଏମାନଙ୍କ ଭାଗ୍ୟରେ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବାକୁ ଯାଉଅଛି।ଭାଗ୍ୟ ବଦଳରେ ସଫଳତା ହାସଲ କରିବେ,ଆପଣ ଯେଉଁ କାମ ନୂଆ କରିବେ,ସେଥିରେ ଉନ୍ନତି ମଧ୍ୟ କରିବେ,ଆସନ୍ତା ସମୟରେ ଧନର ଅଭାବ ରହିବ ନାହିଁ ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହେବାକୁ ଯାଉଅଛି।

ତେବେ ତୃତୀୟ ରାଶିଟି ହଉଛି ମେଷ ରାଶି:ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କୁ ଭଗବାନ ଶ୍ରୀଗଣେଶଙ୍କ ପୂଜା ପରଠାରୁ ଆପଣଙ୍କ ଜୀବନରେ ବହୁତ ଶୁଭ ସମୟ ଆସିବାକୁ ଯାଉଅଛି।ଆପଣ ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ନିଶ୍ଚୟ ସଫଳ ହେବେ।ଏମାନଙ୍କ ଜୀବନରେ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବା ସହ ଭଗବାନ ଶ୍ରୀଗଣେଶଙ୍କର ମଧ୍ୟ କୃପା ପ୍ରାପ୍ତି ହେବ।

ତେବେ ଚତୁର୍ଥ ରାଶିଟି ହଉଛି ଧନୁ ରାଶି,ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କୁ ଭଗବାନ ଶ୍ରୀଗଣେଶଙ୍କ ପୂଜା ପରେ ପରେ ଏମାନଙ୍କ ଭାଗ୍ୟ ଖୋଲିବାକୁ ଯାଉଅଛି,କିନ୍ତୁ ଆପଣଙ୍କର ଜୀବନ ସାଥିଙ୍କ ସହ ମନମାନ୍ତର ହେଇ ପରେ କିନ୍ତୁ ବହୁତ ଜଲଦି ସମାଧାନ ମଧ୍ୟ ହେଇଯିବ।ଆପଣ ଦୂର ଜାଗାକୁ ଯାତ୍ରା କରି ପାରନ୍ତି ଯାହା ଆପଣଙ୍କ ପାଇଁ ବହୁତ ଲାଭକାରୀ ସାବିତ ହେବ।ଯେଉଁମାନେ ବ୍ୟାପାର କ୍ଷେତ୍ରରେ ଅଛନ୍ତି ସେମାନଙ୍କୁ ବହୁତ ଲାଭ ମଧ୍ୟ ପ୍ରାପ୍ତ ହେବ।

ପଞ୍ଚମ ରାଶିଟି ହଉଛି ମକର ରାଶି: ମକର ରାଶିରେ ବ୍ୟକ୍ତି ବିଶେଷ ମାନଙ୍କୁ ଭଗବାନ ଶ୍ରୀଗଣେଶଙ୍କ ପୂଜା ପରଠାରୁ ଆପଣଙ୍କ ଜୀବନରେ ବହୁତ ଖୁସି ଆସିବାକୁ ଯାଉଅଛି,ପ୍ରତେକ ସ୍ଥିତିରେ ଆପଣଙ୍କ ପରିବାର ଆପଣଙ୍କ ସାଥିରେ ରହିବେ,ଦାମ୍ପତ୍ୟ ଜୀବନ ସୁଖମୟ ହେବାକୁ ଯାଉଅଛି।ଘରକୁ କୌଣସି ନୂଆ ଅତିଥି ବା ଶିଶୁର ଆଗମନ ହେଇପାରେ।ଯଦି ଆପଣ କୌଣସି ଋଣ ନେବେ ତେବେ ବହୁତ ଜଲଦି ମୁକ୍ତି ପାଇଯିବେ,ଆଉ ଋଣ ଜନିତ ସମସ୍ୟା ଥିଲେ ସେଥିରୁ ମଧ୍ୟ ଖୁବ ଜଲଦି ମୁକ୍ତି ପାଇଯିବେ।

ଶେଷ ରାଶିଟି ହଉଛି ମିଥୁନ ରାଶି: ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ, ଭଗବାନ ଶ୍ରୀଗଣେଶଙ୍କ ପୂଜା ପରଠାରୁ ଏମାନଙ୍କର ଭାଗ୍ୟ ଖୋଲିବାକୁ ଯାଉଅଛି।ଧନ ଦୌଲତ ଏବଂ ବହୁତ ସୁଖର ମଧ୍ୟ ପ୍ରାପ୍ତି ଏମାନେ କରିବେ।ବେପାରୀ ମାନଙ୍କୁ ପୁରୁଣା ମିତ୍ର ମାନଙ୍କ ସହ ଭେଟ ହେଇ ପାରେ।ଏବଂ ତାଙ୍କ ସାହାଯ୍ୟ ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେବ।ତେବେ ଏଥିରେ ଆପଣଙ୍କ ରାଶି ଥାଉ ଅବା ନଥାଉ ଭଗବାନଙ୍କ ନାମ ଜପ କର ସବୁ ଦୁଃଖ ଦୂର ହେବ।

Leave a Reply

Your email address will not be published. Required fields are marked *