ଘରେ ନ ପଶୁଣୁ ବାଜିଲା ଚାଳ,ଶଶୁର କହିଲେ ବେଡ଼ରୁମ ପାଇଁ ଅର୍ଡର System ନାହିଁ,ତପସ୍ୱିନୀ କହିଲେ ମୁଁ ମୋ ସ୍ୱାମୀ ରୁମ ରେ ରହିବି ଆଉ ତାପରେ ଯାହା ହେଲା..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା ସୁମିତ ଏବଂ ତପସ୍ୱିନୀଙ୍କ ମାମଲା ବିଷୟରେ କିଛି ବିଶେଷ ତଥ୍ୟ।ତେବେ ଏହି ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ ତ ନିହାତି ଭାବରେ ସୁମିତ ଏବଂ ତପସ୍ୱିନୀଙ୍କ କେସ ବିଷୟରେ ଜାଣିଥିବେ।ବର୍ତ୍ତମାନ ସମୟରେ ଏହା ସମଗ୍ର ଓଡିଶାରେ ସବୁଠାରୁ ଅଧିକ ଭାଇରାଲ ହୋଇଛି।ଯେଉଁଠାରେ ଦେଖିବେ ଏହି କଥାର ଚର୍ଚ୍ଚା।

ପୋଲିସ ପ୍ରସାସନ ଅଧିକାରୀଙ୍କ ସହିତ ଏକତ୍ରିତ ହୋଇ ତପସ୍ୱିନୀ ଆଜି ଘର ଭିତରକୁ ଯିବେ।ତପସ୍ୱିନୀ ଘର ଭିତରକୁ ଯିବାପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି ଏବଂ ପୋଲିସ ପ୍ରଶାସନ ଅଧିକାରୀ ମାନେ ମଧ୍ୟ ସେଠାରେ ପହଞ୍ଚିଛନ୍ତି।ତେବେ ତପସ୍ୱିନୀ ଆଜି ପୋଲିସ ଅଧିକାରୀଙ୍କ ମିଳିତ ଅନୁକୂଳରେ ଆଜି ମଧ୍ୟ ଘରକୁ ଯିବେ।

ସେହି ଦୃଶ୍ୟ ଅନୁସାରେ ଆଜି ଘର ଭିତରକୁ ସେ ପ୍ରବେଶ କରିବେ।ତେବେ ଆସନ୍ତୁ ଜାଣିବା ତପସ୍ୱିନୀ ଏହା ବିଷୟରେ କଣ କହୁଛନ୍ତି।ତପସ୍ୱିନୀ କହିଛନ୍ତି ଯେଉଁ ବେଡ଼ ରୁମ ସ୍ୱାମୀଙ୍କର ଏବଂ ମୋର ରହିଛି ତଳେ ସେହି ଜାଗାରେ ମୁଁ ରହିବି।ସେହି ଉପରେ ବୋଧେ କିଛି ପ୍ରୋସେସ ଚାଲୁଥିବ ମତେ ତ କିଛି ପଚରା ହୋଇ ନାହିଁ।

ସେ କହିଛନ୍ତି ମୋ ସ୍ୱାମୀଙ୍କର ଏବଂ ମୋର ବେଡ଼ରୁମ ରହିଛି ତଳଘରେ।ତେଣୁ ମୁଁ ତଳେହିଁ ମୋ ସ୍ୱାମୀଙ୍କ ବେଡ଼ରୁମରେ ରହିବି।ସେଥିରେ ମୋ ଓକିଲ ଏବଂ ପ୍ରମିଳା ମାଆ ମତେ ନେଇକରି ଯିବେ ସୁରକ୍ଷା ଭାବରେ ଛାଡିକରି ଆସିବେ।ତେବେ ପ୍ରମିଳା ତ୍ରିପାଠୀ ଏବଂ ଓକିଲ ଉଭୟ ତପସ୍ୱିନୀଙ୍କ ସହିତ ଯିବେ ଏବଂ ଘର ଭିତରେ ଛାଡିବେ।

ତେବେ ପୋଲିଆ ପ୍ରଶାସନ ତରଫରୁ ଏହାର ସମ୍ପୁର୍ଣ୍ଣ ରୂପରେ ବନ୍ଦୋବସ୍ତ କରାଯାଇଛି।ସେହି ସ୍ଥାନରେ ଅନେକ ମିଡ଼ିଆ ଏବଂ ଅନେକ ଲୋକ ମଧ୍ୟ ରହିଛନ୍ତି।ସ୍ଥିତି ସମ୍ପୁର୍ଣ୍ଣ ରୂପରେ ଅଡୁଆରେ ରହିଛି।ତାଙ୍କ ପରିବାରଙ୍କ ସହିତ ପୋଲିସର ଆଲୋଚନା ହୋଇଥିଲା ଘରକୁ ନେଇ ଏବଂ ରୁମକୁ ନେଇ।

ମାଡ଼ମ ଘରକୁ ଯାଇଥିଲେ ଏବଂ ରୁମ ଦେଖିଲେ ତେବେ ସେମାନେ ରୁମ ସଫା କରିବେ ବୋଲି କହୁଛନ୍ତି।ସେ ଉପର ଫ୍ଲୋରରେ ରହିବେ ବୋଲି କହିଛନ୍ତି।ତପସ୍ୱିନୀ ଏପଟେ ଅଭିଯୋଗ କରୁଛନ୍ତି ଯେ ତାଙ୍କ ସ୍ବାମୀଙ୍କ ରୁମରେ ତଳେ ରହିବେ।କିନ୍ତୁ ତାଙ୍କ ପରିବାର ଲୋକ ଉପରେ ରହିବେ ବୋଲି କହିଥିଲେ।ସେଠାରେ ସମସ୍ତ ପ୍ରକାର ବ୍ୟବସ୍ଥା ମଧ୍ୟ ରହିଛି।

ପାଣି, ବାଥରୁମ ଏବଂ ଅନ୍ୟ ସୁବିଧା ମଧ୍ୟ ରହିଛି।ସୁମିତଙ୍କ ବାପା କହିଛନ୍ତି ତପସ୍ୱିନୀ ଯେଉଁ ବେଡ଼ରୁମରେ ରହିବେ ବୋଲି କହିଛନ୍ତି କୋର୍ଟରେ ସେହି ବେଡ଼ରୁମରେ ରହିବେ ବୋଲି କିଛି ନିର୍ଦ୍ଦେଶ ନାହିଁ।କିନ୍ତୁ ତାଙ୍କୁ ବହୁତ ସୁବିଧା କରି ରଖାଯିବ।ଏବଂ ସେ ଉଚ୍ଚ କୋର୍ଟକୁ ଯାଇ ଅପିଲ କରିବେ ବୋଲି ମଧ୍ୟ କହିଛନ୍ତି।

Leave a Reply

Your email address will not be published. Required fields are marked *