ବାହୁନି କାନ୍ଦୁଛନ୍ତି ଜେଜେ (Jeje) ବାପା,ଛାତିରେ ହାତ ବାଡେଇ କାନ୍ଦି କାନ୍ଦି କହିଲେ ମୋ ୬ ନାତି ଗଲେ,ମୋ ବଂଶ ବୁଡିଗଲା,ଦେଖିଲେ ଆପଣଙ୍କ ଆଖିରେ ଲୁହ ରହିବ ନାହିଁ…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆସନ୍ତା କାଲି ହୋଲି ପର୍ବ ସମସ୍ତେ ଖୁବ ଧୁମ ଧାମରେ ପାଳନ କରିଥିଲେ କିନ୍ତୁ ଏହି ଖୁସିର ଅବସରରେ ଏକ ବହୁତ ବଡ଼ ଦୁଃଖର ଘଟଣା ଘଟିଯାଇଥିଲା।ଏହାକୁ ନେଇ ବର୍ତ୍ତମାନ ସମୟରେ ଅନେକ ଲୋକ ଦୁଃଖିତ।

ଯଦି ଆପଣ ମଧ୍ୟ ଏହାକୁ ଶୁଣିବେ ଆପଣ ମଧ୍ୟ ଅତ୍ୟନ୍ତ ମାତ୍ରାରେ ଦୁଃଖିତ ହୋଇଯିବେ।ତେବେ ନଦୀରେ କିଛି ପିଲା ବୁଡିକରି ମୃତ୍ୟୁ ବରଣ କରିବାର ଖବର ସାମ୍ନାକୁ ଆସିଛି।ଏହା ବାସ୍ତବରେ ଏକ ବହୁତ ବଡ଼ ଦୁଖଦୟକ ଘଟଣା ଅଟେ।ତେବେ ଏହାକୁ ନେଇ ସେହି ପରିବାର ମଧ୍ୟ ଅତ୍ୟନ୍ତ ମାତ୍ରାରେ ଦୁଃଖିତ।

ଏହି ଘଟଣାକୁ ନେଇ ଜଣେ ବୃଦ୍ଧ ବ୍ୟକ୍ତି ବହୁତ ମାତ୍ରାରେ ଦୁଃଖରେ ଅଛନ୍ତି ଏବଂ କାନ୍ଦୁଛନ୍ତି ତେବେ ସେ କହୁଛନ୍ତି ଯେ ଆମ ବଂଶ ବୁଦିଗଲା।ସମସ୍ତେ ଅଲଗା ହୋଇଗଲେ ସେମାନେ ସମସ୍ତେ ରଙ୍ଗ ଖେଳି ବହୁତ ଖୁସି ଥିଲେ କିନ୍ତୁ ହଠାତ ଏପରି ହୋଇଗଲା।ଗାଧୋଇବାକୁ ଯାଇଥିଲେ ଏବଂ ତାଙ୍କ ସହିତ ଏପରି ଘଟଣା ଘଟିଛି।

ତେବେ ଏହୂ ବୁଢା ଜେଜେବାପା ଏହାକୁ ନେଇ ସମ୍ପୂର୍ଣ୍ଣ ଭାବରେ ମର୍ମାହତ।ଆପଣ ତାଙ୍କ କଥା ଶୁଣିଲେ କାନ୍ଦି ପକାଇବେ।ସେ ବର୍ତ୍ତମାନ ଦୁଃଖରେ ଛାତି ବାଡେଇ କାନ୍ଦୁଛନ୍ତି।କାରଣ ଯେଉଁ ନାତିଙ୍କୁ ସେ ସବୁ କାନ୍ଧରେ ବସି ବୁଲାଉଥିଲା ଯାତ୍ରା ନେଉଥିଲା।ବୁଢା ହୋଇ ମଲା ପରେ ତାଙ୍କ କାନ୍ଧରେ ସ୍ମସାନ ଯିବ ବୋଲି ଭାବୁଥିଲେ।

ଆଜି ସେ ନିଜ କାନ୍ଧରେ ନାତିଙ୍କ ଶବ ନେଇ ସ୍ମସାନ ଯିବ।ଅଣ ନାତି ଖେଳିବାର ସ୍ୱପ୍ନ ଯେତେବେଳେ ତା ଆଖି ସାମ୍ନାରେ ଚୁରମାର ହୋଇଯିବ ସେତେବେଳେ ତାର ଆଉ କଣ ହେବ?ବଂଶ ବୁଦିଗଲା ବୋଲି କହି କାନ୍ଦିବା ଛଡା ଆଉ ରାସ୍ତା ବି କଣ ତା ପାଖରେ।ହୋଲି ପର୍ବ ଏକ ରଙ୍ଗ ଖେଳ।କିନ୍ତୁ ଏହି ପରିବାର ପାଇଁ ତାହା କାଳ ହେଲା।

ରଙ୍ଗ ଖେଳି ସେମାନେ ଖୁବ ଖୁସି ଥିଲେ।କରୋନା କଟକଣା ହଟିବା ପରେ ବହୁତ ଭଲ ଭାବରେ ରଙ୍ଗ ଖେଳଟିଏ ହୋଇଥିଲା।ରଙ୍ଗ ଖେଳ ସରିବା ପରେ ସବୁ ଥର ପରି ଏଥର ମଧ୍ୟ ନାଇ ଗାଧୁଆ ପାଇଁ ବାହାରିଥିଲେ ରଶ୍ମି ରଞ୍ଜନ ଜେନା, କରନ ଜେନା, କ୍ରୀଷ୍ଣ ଜେନା, ସୁଭମ ଜେନା, ଅମିତ ଜେନା, ବିଶ୍ଵଜିତ ଜେନା ଓ ସମ୍ବିତ ଜେନା।

ଏହି ସମସ୍ତେ ଏମାନେ ନଦୀକୁ ନିଜ ଦେହର ରଙ୍ଗ ଛଡାଇବାକୁ ଯାଇଥିଲେ ହେଲେ ସେମାନେ କଣ ଜାଣିଥିଲେ ଏହା ସେମାନଙ୍କର ଶେଷ ଗାଧୁଆ?ପାଣିର ଗଭୀରତା ମାପି ପାରି ନଥିଲେ।ଆଉ ଚାହୁଁ ଚାହୁଁ ମାତ୍ର କେହି ମହୁର୍ତରେ ଚାଲିଗଲା ଚାରି ଜୀବନ।ଆଉ ଏବେ ବି ନିଖୋଜ ଅଛନ୍ତି ଦୁଇଜଣ।ଆଉ ଏହି ଦୃଶ୍ୟ ବହୁତ ଦୁଃଖ ଦାୟକ ଅଟେ।

Leave a Reply

Your email address will not be published. Required fields are marked *