ଯେବେ ଆଳତି ବେଳେ ପ୍ରକଟ ହେଲେ ମା Budhi ThaKurani,ଏପରି ଭାବେ ଘଟିଲା ଚମତ୍କାର ଆପଣ ନ ଦେଖିଲେ ବିଶ୍ୱାସ କରିବେନି..ଦେଖନ୍ତୁ Video

Spread the love

ତେବେ ଅନୁଗୁଳ ଜିଲ୍ଲାର ପ୍ରସିଦ୍ଧ ଦେବୀ ହେଉଛନ୍ତି ମାଆ ବୁଢ଼ୀ ଠାକୁରାଣୀ।ସେ ସେଠାରେ ଅନେକ ବର୍ଷରୁ ପୂଜା ପାଇ ଆସୁଛନ୍ତି।ଏହା ସହିତ ସେ ସେଠାରେ ଅନେକ ସମୟରୁ ପୂଜା ପାଇଥିବାରୁ ତାଙ୍କ ସମ୍ପର୍କରେ କିଛି ଅଲୌକିକ କଥା ମଧ୍ୟ ଶୁଣିବାକୁ ମିଳେ।ଏହା ସହିତ ତାଙ୍କ ପାଖରେ ଥିବା ଜଣେ ପୂଜାରୀ କହି ଥାଆନ୍ତି ସେ ସେଠାରେ ମାତାଙ୍କ ଦର୍ଶନ ସ୍ଵୟଂ କରିଥିଲେ।ତେବେ ମାତାଙ୍କ ଦର୍ଶନ ସେ ଏକ ଜଙ୍ଗଲ ମଧ୍ୟରେ ପାଇଥିଲେ ବୋଲି କହିଥାନ୍ତି।

ତେବେ ସେହି ଅଞ୍ଚଳରେ ମାଆ ବୁଢ଼ୀର ଅନେକ କୃପା ରହିଛି।ସେହି କାରଣରୁ ସେହି ସ୍ଥାନକୁ ଅନେକ ଲୋକ ମାତାଙ୍କ ଦର୍ଶନ ପାଇଁ ଆସି ଥାଆନ୍ତି।ଏହା ସହିତ ମାତାଙ୍କ ଦର୍ଶନ କରି ସେହି ସ୍ଥାନରୁ ଅନେକ ଲୋକ ଫେରି ଥାଆନ୍ତି।ତେବେ ମାତାଙ୍କ ପାଖରେ ଯିଏ ମଧ୍ୟ ଯାହା ମାଗି ଥାଏ ସେହି ବ୍ୟକ୍ତିକୁ ସେହି ସମସ୍ତ ଜିନିଷ ମିଳି ଯାଇଥାଏ ବୋଲି ଲୋକମାନଙ୍କର ବିଶ୍ୱାସ ରହିଛି।

ସେହି କାରଣରୁ ସେହି ସ୍ଥାନକୁ ଅନେକ ଲୋକ ଦର୍ଶନ କରିବା ପାଇଁ ଆସି ଥାଆନ୍ତି।ଏହା ସହିତ ମାଆ ବୁଢ଼ୀର କୃପାରୁ ସେଠାକୁ ଆସୁଥିବା ସମସ୍ତ ଲୋକ ନିଜର ଇଚ୍ଛା ଅନୁସାରେ ଫଳ ପାଇ ଥାଆନ୍ତି।ଏହା ସହିତ ମାଆ ବୁଢ଼ୀର କୃପାରୁ ସେଠାକୁ ଆସୁଥିବା ସମସ୍ତ ଲୋକ ନିଜର ଇଚ୍ଛା ଅନୁସାରେ ଫଳ ପାଇ ଥାଆନ୍ତି।

ଏହା ସହିତ ମାତାଙ୍କ କୃପାରୁ ଅନେକ ଲୋକ ସେମାନଙ୍କର ସମସ୍ୟାର ସମାଧାନ କରିବାରେ ସଫଳ ହୋଇ ପାରିଛନ୍ତି।ତେବେ ଆମେ ବର୍ତ୍ତମାନ ସେହିପରି ଏକ କଥା ସମ୍ପର୍କରେ ଆଲୋଚନା କରିବା।ଯାହା ଏହା ଦର୍ଶାଇ ଥାଏ କି ମାଆ ବୁଢ଼ୀର ସେହି ସ୍ଥାନରେ ଅବସ୍ଥିତି ରହିଛି।ତେବେ ଜଣେ ପୂଜାରୀ କହିଥାନ୍ତି କି ସେ ଥରେ ସେହି ଅଞ୍ଚଳରେ ଥିବା ଏକ ଜଙ୍ଗଲ ଭିତର ଦେଇ ଯାଉଥିଲେ।

ସେହି ସମୟରେ ତାଙ୍କ ସହିତ ଏକ ଅଦ୍ଭୁତ ଘଟଣା ଘଟି ଯାଇଥିଲା।ଏହା ସହିତ ଏହି ଘଟଣା ପରେ ସେ ମାଆ ବୁଢ଼ୀର ଅବସ୍ଥିତି ସମ୍ପର୍କରେ ସମ୍ପୂର୍ଣ୍ଣ ଭାବରେ ଅବଗତ ହୋଇ ଯାଇଥିଲେ।ତେବେ ମାଆ ବୁଢ଼ୀର ଅବସ୍ଥିତି ସେଠାରେ ରହିଛି ବୋଲି ସେ ବହୁତ ଭଲ ଭାବରେ ଅବଗତ ହୋଇ ଯାଇଥିଲେ।

ତେବେ ସେ ଅସୁବିଧାରେ ଥିବା ସମୟରେ ଯେତେବେଳେ ମାଆ ବୁଢ଼ୀକୁ ସ୍ମରଣ କରିଥିଲେ ସେହି ସମୟରେ ସେଠାରେ ତାଙ୍କ ପାଖରେ ଅଚାନକ ଭାବରେ ଆସି ସହାୟତା ପହଞ୍ଚି ଯାଇଥିଲା।ତେବେ ଏହାପରେ ସେ ଏହା ବିଶ୍ୱାସ କରି ଯାଇଥିଲେ କି ସେଠାରେ ମାତା ବୁଢ଼ୀର ଅବସ୍ଥିତି ରହିଛି।ଏହାପରେ ସେ ମାଆ ବୁଢ଼ୀର ପୂଜକ ହୋଇ ଯାଇଥିଲେ।

ତେବେ ଏହା ଦର୍ଶାଇ ଥାଏ କି ମାଆ ବୁଢ଼ୀ ନିଜର ସମସ୍ତ ଭକ୍ତଙ୍କ ସହାୟତା ସବୁ ସମୟରେ କରିଥାଏ।ଏହା ସହିତ ସେହି କାରଣରୁ ସେଠାକୁ ଅନେକ ଦର୍ଶକ ମାତାଙ୍କ ଦର୍ଶନ ପାଇଁ ଆସି ଥାଆନ୍ତି।ଏହା ସହିତ ସେମାନେ ମାଗୁଥିବା ସେମାନଙ୍କର ସମସ୍ତ ଇଚ୍ଛା ମାତା ମଧ୍ୟ ପୂରଣ କରି ଥାଆନ୍ତି।

https://www.youtube.com/watch?v=iR9SjZToBs4

Leave a Reply

Your email address will not be published. Required fields are marked *