ମୁହଁ ଖୋଲିଲେ Madhumita,କହିଲେ ସମାଧାନର ଅସଲ ରାସ୍ତା,କାହିଁକି କଥା ଏତେ ଖରାପ ହେଲା କହିଲେ..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିରେ ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ ତ ସୁମିତ ଏବଂ ତପସ୍ୱିନୀଙ୍କ କେସ ବିଷୟରେ ତ ଜାଣିଥିବେ।ବର୍ତ୍ତମାନ ଏହା ସମଗ୍ର ଓଡିଶାରେ ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି।

ସମୟ ଯେତିକି ଗଡୁଛି ତାଙ୍କ ମଧ୍ୟରେ ସସପେନ୍ସ ସେତିକି ବଢୁଛି।ଏଭଳି ପରିସ୍ଥିତିରେ ଡିମ୍ପଲଙ୍କର ଏକା ଜିଦଯେ ସେ ସ୍ୱାମୀଙ୍କ ପାଖରେ ରହିବେ ଏବଂ ସ୍ୱାମୀଙ୍କ ଘରେ ରହିବେ ଏବଂ ଅନ୍ୟପଟେ ଆମେ ଯଦି ସୁମିତଙ୍କ କଥା ଦେଖିବା ତେବେ ସେ କୌଣସି ନା କୌଣସି ବାହାନା କରି ଡିମ୍ପଲଙ୍କ ଠାରୁ ଦୁରେଇବାକୁ ଚେଷ୍ଟା କରୁଛନ୍ତି।

ଯେଉଁ ଘଟଣାକୁ ସେମାନେ ଆଲୋଚନା କରୁଛନ୍ତି ବା ଯେଉଁ ଦିଗକୁ ସେମାନେ ଅଣଦେଖା କରି ଯାଉଛନ୍ତି।ଯେତେବେଳେ ଗୋଟେ ନାରୀକୁ ନ୍ୟାୟ ମିଳିବା କଥା ହେଉ ବା ଗୋଟେ ନାରୀକୁ ଅବହେଳିତ ଅବସ୍ଥାରେ ରଖିବା କଥା ହେଉ ସେତେବେଳେ ଯଦି କୌଣସି ସଙ୍ଘଠନ ବାହାରେ ଏବଂ କୌଣସି ମହିଳା ଆଗକୁ ବାହାରନ୍ତି

ସେତେବେଳେ କୌଣସି ଏକ ସଙ୍ଘଠନ ତାକୁ ସପୋର୍ଟ ଦିଅନ୍ତି।ଆମେ ଆଜି ମଧୁମିତାଙ୍କ ସହିତ ଏହି ବିଷୟରେ କଥା ହେବା।ସେ ଏହିପରି ଅନେକ ଘଟଣା ହାତକୁ ନେଇଛନ୍ତି ଏବଂ ତାହାକୁ ଅତି ସହଜରେ ସମାଧାନ ମଧ୍ୟ କରିଛନ୍ତି।ତେବେ ତାଙ୍କ କହିବା ଅନୁସାରେ ଏଠାରେ କାହାକୁ ଆରୋପ ଦେଇହେବ ନାହିଁ।

ପ୍ରମିଳା ମାଡ଼ମ ବୟସରେ ମୋ ଠାରୁ ବଡ଼ ତାକୁ ମଧ୍ୟ ଦୋଷ ଦେଇହେବ ନାହିଁ।ସେ ଡିମ୍ପଲ ବହୁତ ଲାଗିଛନ୍ତି ଏବି ଦିନ ରାତି ସୁମିତଙ୍କ ଘର ସାମ୍ନାରେ ଶୀତ କାକରରେ ପଡି ରହିଛନ୍ତି।ସୁମିତଙ୍କ ଘର ସାମ୍ନାରେ ବସିଲେ ଯେ ଏହା ସମାଧାନ ହୋଇଯିବ ତାହା ଠିକ ନୁହଁ ପ୍ରମିଳା ମାଡ଼ମ ଗୋଟିଏ ଜିନିଷ ଭୁଲ କରିଛନ୍ତି ଯେ ପ୍ରତ୍ୟେକ ଜିନିଷରେ କଣ ଥାନା ହିଁ ସାମଧନ କରିବ?

କାରଣ ସେ ଯେଉଁ ୪୯୮ କେସଟି ନେଲେ ଆଜି ଏହା ହେଉଛି କାଳ।କାରଣ ଯଦି ଦୁଇଜଣ କାଉନସିଲିଂରେ ଫେଲ ମାରିଥାନ୍ତେ।ଯେଉଁ ଉଦାହରଣ ଯିଏ କରୁଛି ତାକୁ ସେହିଠାରେ ଶେଷ କରିବାକୁ ପଡିବ।ଯଦି ଶେଷ ନହେଲା ତେବେ ଅସୁବିଧା ହୋଇପାରେ।

ସେ ଏହାପରେ କହିଛନ୍ତି ପ୍ରମିଳା ଅପା ଜିତିବେ କିମ୍ବା ନଜିତିବୀ ମୁଁ ଜାଣିନ୍ଯ କିନ୍ତୁ ଠିକ ବାଟରେ ଯିବା ଉଚିତ।ଠିକ ବାଟରେ ଗଲେ ଝିଅଟି ନ୍ୟାୟ ପାଇବ।ତେବେ ବର୍ତ୍ତମାନ ଯାହା ଜଣାପଡୁଛି ସେମାନଙ୍କ ମଧ୍ୟରେ ପ୍ରେ ନାହିଁ ଯଦି ସେମାନଙ୍କୁ ଜବରଦସ୍ତି ରଖାଯାଏ ତେବେ ମଧ୍ୟ ସେମାନଙ୍କ ମଧ୍ୟରେ ବୁଝାମଣା ହେବ ନାହିଁ।

Leave a Reply

Your email address will not be published. Required fields are marked *