ତପସ୍ୱିନୀ କି ଫୋନ କରି ଅଫର ଦେଇଥିବା ଲୋକ Dhenkanal ର ? କାହିଁକି କରିଲେ ଏପରି ଓ କୋଉଠୁ ଆଣିଲେ ନମ୍ବର..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ବର୍ତ୍ତମାନ ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଦୁଇ ଦିନ ଧରି ଏକ କଲ ଆସୁଛି ମାମଲା ଦଫା ରଫା କରିବା ପାଇଁ ଏହି କଲ ଆସୁଛି ତପସ୍ୱିନୀଙ୍କ ପାଖକୁ।

ତେବେ ଆମେ ଜାଣିବା ଏହା ସମ୍ପର୍କରେ ତପସ୍ୱିନି କଣ କହୁଛନ୍ତି।ଟପସ୍ୱୀନୀଙ୍କ କହିବା ଅନୁସାରେ ସେହି କଲ ରେକଡ଼ିଂ ତ ସମସ୍ତେ ଶୁଣିଥିବେ।ଆଜି ଆଇ ଆଇ ସି ଆସିଥିଲେ ମୁଁ ତାଙ୍କୁ ସେହି କଲ ରେକଡ଼ିଂ ଟା ସମ୍ପୂର୍ଣ୍ଣ ପଠାଇଛି।ଯେଉଁ ନମ୍ବରରୁ ଆସିଥିଲା ତାହା ମଧ୍ୟ ମୁଁ ସାରଙ୍କୁ ପଠାଇଛି।ସାର ମତେ କହିଥିଲେ ଗୋଟେ ଏଫ ଆଇ ଆର ଲେଖିକି ଦେବାକୁ।

ତାହା ମୁଁ ଦେବି ଏବଂ ସାର କହିଛନ୍ତି ଏହି ନମ୍ବର ଉପରେ ତଦନ୍ତ କରି ଜାଣିବେ କିଏ ସେହି ଲୋକ ଏବଂ କଣ ପାଇଁ ଏପରି ଫୋନ କରୁଛନ୍ତି।ସେହି ଉପରେ ବିଶେଷ କିଛି ଜାଣି ମତେ ସାର ଜଣାଇବେ ବୋଲି କହିଛନ୍ତି।ଏହା ଦୁଇ ଦିନ ତଳର କଲ ରେକଡ଼ିଂ ଅଟେ।ଢେଙ୍କାନାଳର ଜଣେ ଲୋକ ସିଏ।

ପ୍ରଥମେ ଛତ୍ରପୁରକୁ ଆସିଥିଲେ ଘରକୁ କଥା ହେବା ପାଇଁ।ସେ ବାପାଙ୍କ ନମ୍ବର ମାଗି ନେଇଥିଲେ।ବାପାଙ୍କୁ ଫୋନ କରି ସମ୍ପୂର୍ଣ୍ଣ ଘଟଣା କହିଥିଲେ।ଅଡିଓରେ ସେ କହିଛନ୍ତି ଯେ ଆପଣଙ୍କ ଜ୍ବାଇଁ ତ ଆଉ ଝିଅକୁ ରଖିବାକୁ ଚାହୁଁ ନାହାନ୍ତି ତେବେ ଆପଣ କଣ ଚାହୁଁଛନ୍ତି କୁହନ୍ତୁ ସେଇଟା ଦେଇଦେବା ଏବଂ ଏହି କେସକୁ ଡିସମିସ କରିଦେବା।

ବିବାହ ବିଷୟରେ ମଧ୍ୟ କିଛି କଥା ହୋଇଥିଲେ।ଏହାପରେ ବାପା ଫୋନ କାଟିଦେଇଥିଲେ।ଏହି ସବୁ କଥା ମୁଁ ଆଇ ଆଇ ସିଙ୍କୁ ଜଣାଇଛି।ଆଇ ଆଇ ସି ସାର ଏହି ନମ୍ବରକୁ ତଦାରଖ କରି ତାହାର ସମ୍ପୂର୍ଣ୍ଣ ତଥ୍ୟମତେ ଜଣାଇବେ ଏବଂ ଏଫ ଆଇ ଆର ଦେଵା ପରେ ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି କହିଛନ୍ତି।

ତେବେ କଲ ରେକର୍ଡରେ ଦୁଇଟି କଥା ଅଛି।ପ୍ରଥମ କଥା ହେଉଛି ସୁମିତ ତୁମକୁ ଚାହୁଁ ନାହାନ୍ତି ଏବଂ ଦଫା ବଦଳେଇବା ପାଇଁ କେତେ ଟଙ୍କା ଦରକାର ଏବଂ ଏହାପରେ କହିଥିଲେ ସୁମିତ ଚାହୁଁଛନ୍ତି କିନ୍ତୁ ତାଙ୍କ ପରିବାର ଲୋକ ଚାହୁଁନାହାନ୍ତି।ତେବେ ଆଜି କାଲି ଭିତରେ ଧରାପଡିଯିବେ ସେହି ଲୋକ ଜଣଙ୍କ କିଏ ଏବଂ କଣ ତାଙ୍କ ଉଦେଶ୍ୟ।ତେବେ ତଦନ୍ତ ହେବାପରେ ହିଁ ଜଣା ପଡିବ।

Leave a Reply

Your email address will not be published. Required fields are marked *