ପୁଅ ମୋର ବଡ଼ ଲୋକ ବଡ଼ ଅଫିସର ଗୀତରେ ଜୀବନ୍ତ ଅଭିନୟ କରି Purna ଦାଦା ଏବେ ଚର୍ଚ୍ଚାରେ,କାହିଁକି ରାତାରାତି ଭାଇରଲ ହେଇଗଲେ ଏହି ସାଧାରଣ ଗରିବ ବାପା…ଦେଖନ୍ତୁ Video

Spread the love

ସେ କହିଛନ୍ତି ଓଡ଼ିଶାର କୋଟି କୋଟି ଲୋକ ତାଙ୍କୁ ଭଲ ପାଇବା ଦଉଛନ୍ତୁ ଆଉ ତାଙ୍କୁ ବହୁତ ଖୁସି ଲାଗୁଛି।ତାଙ୍କର ଖୁସିରେ ସୀମା ନାହିଁ ତାଙ୍କୁ ବହୁତ ବଢିଆ ଲାଗୁଛି।ସେ ଆଗରୁ ବିଲ ବାଡ଼ିରେ କାମ କରୁଥିଲେ।ଆଉ ଆଗରୁ ସେ ଛୋଟ ବଡ଼ ଯାତ୍ରା ପାଟିରେ ମଧ୍ୟ ଅଭିନୟ କରୁଥିଲେ।ପିଲା ଅଭିନୟ ଠାରୁ ଆରମ୍ଭ କରି ସେ ବାପା ରୋଲ ପର୍ଯ୍ୟନ୍ତ କରି କରି ଆସିଛନ୍ତି।

ସେ କଳାକୁ ବହୁତ ଭଲ ପାଆନ୍ତି ତାଙ୍କୁ କଲା ବହୁତ ଭଲ ଲାଗେ।କଳାକୁ ସେ ରାତି ହଉ କି ଦିନ ହଉ ଯେତେବେଳେ କେହିଇଲେ ବି ସବୁଆଡେ,ଭିଡିଓ ହଉଛି ଆସ,ଦାସ କାଠିଆ ହଉଛି ଆସ,ନାଚ ହଉଛି ଆସ ସେ ସବୁଆଡେ ଚାଲି ଯାଆନ୍ତି।ଆଇଡିଆ ମାନେ ଆଜିକାଲି ମୁଁ ପିଲା ମାନଙ୍କୁ ଦେଖୁଛି ସମସ୍ତେ ପ୍ରାୟ

ସେଇ ଭିଡିଓ କୁ ବନେଇକି ଦେଖୁଛନ୍ତି।ମୁଁ ଭାବିଲି ଏମିତି କଣ କରୁଛନ୍ତି ମୁଁ ଗୋଟେ ପିଲାକୁ ପଚାରିଲି ସେ କହିଲା ହଁ ଏମିତି ହେଇ ପାରୁଛି।ଏମିତି ଏଇଟା କଲେ ହେବ।ମୁଁ ସବୁବେଳେ ମାନେ ସେତେବେଳେ ମୁଁ ଗୁଜରାଟ ରେ କାମ କରୁଥିଲା ବେଳେ ସେତେବେଳେ ଟିକଟକ ଚାଲିଥାଏ ତ ସେତେବେଳେ

ସବୁ ପିଲାମାନେ ମିଶିକି ମତେ ଗୋଟେ ମୋବାଇଲ ଆଣିଦେଇଥିଲେ।ମୋବାଇଲ ମଧ୍ୟ ସେ କେତେ ୮,୯ ହଜାର ନେଇଥିଲା ସେ ପିଲାମାନେ ମିଶେଇକି ଆଣି ଦେଇଥିଲେ।ସେ କହିଲେ ଆପଣ ତ କଳାକାର ସେ ରୋଷେଇ କରିବା ଟାଇମ ରେ ସେ ଡାଇଲକ ଫାଇଲକ ହଉଥାଏ ପିଲାମାନେ ସବୁ ଦେଖିଥାନ୍ତି।

ସେମାନେ କହିଲେ ଦାଦା ଆପଣଙ୍କର ଅଭିନୟ ତ ବଢିଆ ଆପଣ କାନ୍ଦି ପକାଉଛନ୍ତି ଆପଣ ହସି ପକାଉଛନ୍ତି ଆପଣଙ୍କ ପାଇଁ ଗୋଟେ ମୋବାଇଲ ଆଣିବା.. ଆଉ ଆପଣ ଟିକ ଟକ ବନାନ୍ତୁ।ତାଙ୍କର ଭିଡିଓ ସବୁ ଲୋକମାନେ ଟିକଟକ ରୁ ଦେଖିଲେ ଆଉ ତାଙ୍କୁ ସମସ୍ତେ ସେଇଠୁ ଚିହ୍ନିଲେ।ତାପରେ ଟିକଟକ ବନ୍ଦ ହେଇଗଲା

ହେଲେ ଛୁଆମାନେ ଯେଉଁ ମୋବାଇଲ ଆଣିଦେଇଥିଲେ ସେଇ ମୋବାଇଲ ତାଙ୍କ ପାଖରେ ଥିଲା ତାପରେ ପୁଣି ପିଲାମାନେ କଣ ଇନଷ୍ଟାଗ୍ରାମ ଦେଖୁଛନ୍ତି ଆଉ ତାପରେ ସେ ଗୋଟେ ପିଲାଟାକୁ କହିଲି ସେ ତାଙ୍କର ଗୋଟେ ବନେଇ ଦେଲା ତାପରେ ଧୀରେ ଧୀରେ ବନେଇ ବନେଇ ତାଙ୍କର ସମାଜରେ ଗୋଟେ ନୂଆ ପରିଚୟ ମିଳିଗଲା।

Leave a Reply

Your email address will not be published. Required fields are marked *