ଏବେ SBI ରେ ବର୍ଷକୁ ୩୪୨ ଟଙ୍କା ଡିପୋଜିଟ କରି ପୁରା ୪ ଲକ୍ଷ ଟଙ୍କା ପାଇ ପାରିବେ,ଏହି ନିୟମ କୁ ଜାଣିରଖନ୍ତୁ ଆପଣ…

Spread the love

ତେବେ ବର୍ତ୍ତମାନ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏକ ନୂତନ ବୀମା ଆସିଛି।ତେବେ ଏହି ବୀମା ବହୁତ ଅଧିକ ଲାଭକାରୀ ବୋଲି ଅନେକ ଲୋକ କହିଛନ୍ତି।ତେବେ ଆମେ ବର୍ତ୍ତମାନ ସେହି ବୀମା ସମ୍ପର୍କରେ ଆଲୋଚନା କରିବା।ଏହା ସହିତ ଏହା କିପରି ଭାବରେ କାର୍ଯ୍ୟକାରୀ ହୋଇଥାଏ ଏହା ସମ୍ପର୍କରେ ମଧ୍ୟ ଆଲୋଚନା କରିବା।ତେବେ ଏହି ବୀମା କରିବା ପାଇଁ ସାଧାରଣ ଭାବରେ ବାର୍ଷିକ ମାତ୍ର ୩୪୨ ଟଙ୍କା ଆବଶ୍ୟକ ଅଟେ।ଏହା ସହିତ ଏହାକୁ କରିବା ଫଳରେ ଆପଣ ଅନେକ ପ୍ରକାରର ସୁବିଧା ପାଇ ପାରିବେ।

ଯେପରିକି ଯଦି ଆପଣଙ୍କ ସ୍ଵାସ୍ଥ୍ୟ ସହିତ ଜଡିତ କୌଣସି ସମସ୍ୟା ଦେଖା ଯାଇଥାଏ ତେବେ ଏହି ବୀମା କରିବା ଫଳରେ ଆପଣ ଅନେକ ଭାବରେ ଲାଭ କାରୀ ହୋଇ ପାରିବେ।ଏହା ସହିତ ଏହି ବୀମା କରିବା ଫଳରେ ଆପଣଙ୍କ ସ୍ଵାସ୍ଥ୍ୟ ଯଦି କୌଣସି ସମୟରେ ଅସୁସ୍ଥ ରହେ ତେବେ ଏହି ବୀମା କରିବା ଫଳରେ ସେହି ସମୟରେ ଆପଣଙ୍କୁ ଆର୍ଥିକ ସହାୟତା ମଧ୍ୟ ସରକାରଙ୍କ ତରଫରୁ କରା ଯିବ।

ତେବେ ଏହି ବୀମା ଏକ ବହୁତ ଭଲ ବୀମା ବୋଲି ଅନେକ ଲୋକ କହିଛନ୍ତି।ଏହା ସହିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏହି ବୀମା ବର୍ତ୍ତମାନ ଆରମ୍ଭ କରାଯିବା ଫଳରେ ବର୍ତ୍ତମାନ ଅନେକ ଲୋକ ଏହାର ଲାଭ ଉଠାଇବା ପାଇଁ ପ୍ରୟାସ ମଧ୍ୟ କରିବେ ବୋଲି ଜଣା ପଡ଼ୁଛି।ତେବେ ସୂଚନା ଅନୁସାରେ ଏହା ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ଯୋଜନା ଓ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ଭାବରେ ଭାରତୀୟ ସ୍ଟେଟ ବ୍ୟାଙ୍କରେ ରହିଛି।

ଏହା ସହିତ ଏହି ବୀମା କରିବା ଫଳରେ ଆପଣଙ୍କୁ ବହୁତ ଲାଭ ହୋଇଥାଏ।ତେବେ ଏହି ଯୋଜନା ଏକ ବାର୍ଷିକ ଯୋଜନା ଅଟେ।ଏହା ସହିତ ଆପଣଙ୍କୁ କେବଳ ବର୍ଷକୁ କିଛି ଟଙ୍କା ରଖିବାକୁ ପଡ଼ିବ।ତେବେ ଏହି ଯୋଜନା କରିବା ଫଳରେ ଯଦି ଆପଣଙ୍କର କୌଣସି ଦୁର୍ଘଟଣା ହୋଇଥାଏ ଏହା ସହିତ ଏହି ସମୟରେ ଆପଣ ଯଦି ବିକଳାଙ୍ଗ ହୋଇ ଯାଆନ୍ତି

ତେବେ ଆପଣଙ୍କୁ ପ୍ରାୟ ୨ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ।ଏହା ସହିତ ଆପଣ ଯଦି ଅନ୍ୟ କୌଣସି କାରଣରୁ ଯଦି ଅଳ୍ପ ବିକଳାଙ୍ଗ ହୋଇ ଯାଆନ୍ତି ତେବେ ଆପଣଙ୍କୁ ପ୍ରାୟ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ।ଏହା ସହିତ ଯଦି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଏ ତେବେ ତାଙ୍କର ପରିବାର ଲୋକଙ୍କୁ ପ୍ରାୟ ୪ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଜଣା ପଡ଼ୁଛି।

ଏହା ସହିତ ଏହି ଯୋଜନା ସରକାରଙ୍କ ଏକ ବହୁତ ଭଲ ଯୋଜନା ବୋଲି ଅନେକ ଲୋକ କହିଛନ୍ତି।ଏହା ସହିତ ଏହି ମହାମାରୀ ସମୟରେ ଅନେକ ଲୋକଙ୍କ ମୃତ୍ୟୁ ହେବା ଫଳରେ ବର୍ତ୍ତମାନ ଅନେକ ଲୋକ ଜୀବନ ବୀମା ଉପରେ ବର୍ତ୍ତମାନ ନଜର କରିବା ଆରମ୍ଭ କରି ଦେଇଛନ୍ତି।ଏହା ସହିତ ଏହ ବୀମା ଆସିବା ଫଳରେ ବର୍ତ୍ତମାନ ଏହି ବୀମା ଅନେକ ଲୋକ ଆରମ୍ଭ ମଧ୍ୟ କରି ଦେଇଛନ୍ତି।

Leave a Reply

Your email address will not be published. Required fields are marked *