ତପସ୍ଵିନୀ ପାଇଁ ଗେଟ ଭାଙ୍ଗି ଉପଦ୍ରବ ସୃଷ୍ଟି କରିଥିବା Ledies ଙ୍କ ବିରୋଧରେ ହାଇକୋର୍ଟ ଗଲେ ପ୍ରମୋଦ ସାହୁ,ସେମାନଙ୍କ ବିରୁଦ୍ଧରେ ହେଇପାରେ ବଡ କାର୍ଯ୍ୟାନୁଷ୍ଠାନ..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଆପଣମାନେ ତ ସୁମିତ ଏବଂ ତପସ୍ୱିନୀଙ୍କ କେସ ବିଷୟରେ ନିଶ୍ଚିତ ଭାବରେ ଜାଣିଥିବେ।ବର୍ତ୍ତମାନ ଏହି ଘଟଣା ଅନେକ ସ୍ଥାନରେ ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି।ତେବେ ଏହା ସମ୍ପର୍କରେ କିଛି ନୂତନ ତଥ୍ୟ ସାମ୍ନାକୁ ଆସିଛି।ତାହା ମୁଁ ଆପଣ ମାନଙ୍କୁ କହିବି।

ମୁଁ ଧିରେ ଧୀରେ ଶାଶୁ ଘରକୁ ସେମାନେ ଚାହିଁଲେ ହିଁ ପୁରେଇ ପାରିବେ। ବହୁତ ଖୁସି ଅଛି ତାଙ୍କ ଆଶିର୍ବାଦ ମୋ ଉପରେ ଏମିତି ହିଁ ଥାଉ। ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ପ୍ରମୋଦ ସାହୁ। ଡିସେମ୍ବର ୨୦୨୧ ରେ ଯେପରି ମହିଳା ମାନେ ପଶି ପ୍ରମୋଦଙ୍କ ଗେଟ ଭାଙ୍ଗି ତପସ୍ଵିନୀ ଓ ପ୍ରମିଳାଙ୍କୁ ଘର ଭିତରେ ପୁରେଇ ଥିଲେ ତାର ପ୍ରତିବାଦରେ ପ୍ରମୋଦ ସାହୁ ଅଭିଯୋଗ କରି ଏଫଆଇଆର ଦେଇଥିଲେ।

ଏବେ ପ୍ରମୋଦ ସାହୁ ତାଙ୍କ ଏଫଆଇଆରର କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେବାରୁ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି।୨୧ ତାରିଖ ଦିନ ତପସ୍ଵିନୀ ଓ ପ୍ରମିଳା ତ୍ରିପାଠୀଙ୍କ ସହିତ ୩୦ ରୁ ଉର୍ଦ୍ଧ ମହିଳା ମାନେ ଓ ତାଙ୍କ ସହଯୋଗୀ ମାନେ ଅଭଦ୍ର ଭାଷାରେ ଗାଳି ଗୁଲୋଜ କରି ଗେଟ ଭାଙ୍ଗି ତାଙ୍କୁ ଜବରଦସ୍ତି ଘରେ ପୁରାଇଥିଲେ।

ଏବଂ ସେହି ଘଟଣା କ୍ୟାମେରାରେ ବି କଏଦ ହୋଇଥିଲା।କିନ୍ତୁ ସେମାନେ ଯେତେବେଳେ ମତେ ଗୋଟିଏ ନ୍ୟାୟ ଦେଇଛନ୍ତି ମୁଁ ଆଜି ବହୁତ ଖୁସି।ଆଉ ମୁଁ ଧିରେ ଧିରେ ମୋ ଶାଶୁ ଘରକୁ ସେମାନେ ଚାହିଁଲେ ହିଁ ପୁରେଇ ପାରିବେ।ତେବେ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତାଙ୍କ ଓ ତାଙ୍କ ପରିବାରର ସୁରକ୍ଷା ଦାବିରେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି।

ତେବେ ପ୍ରମୋଦ ସାହୁଙ୍କ ଘରେ ଏବେ ତପସ୍ଵିନୀ ପଶିବା ପରେ ପ୍ରମୋଦ ସାହୁ ଅଭିଯୋଗ କରିଥିଲେ ଯେ କୋର୍ଟ ହିସାବରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନାହିଁ।ଏହାପରେ ପ୍ରମୋଦ ସାହୁ ନିଜ ବାସସ୍ଥଳୀ ବି ଛାଡିଥିଲେ।ଏବେ ମାମଲା ଯାଇ ହାଇକୋର୍ଟରେ ପହଞ୍ଚିଛି।ତେବେ ଦେଖାଯାଉ କି କୋର୍ଟ ଏହାର କି ନିଷ୍ପତି ନେଉଛି।

କୋର୍ଟଙ୍କ ରାୟରେ କିଛି କନଫ୍ୟୁଜନ ଥିଲା।ସେଥିରେ କିଛି କ୍ଲାରିଫିକେଶନ ନବାର ଥିଲା।ମୁଁ ବୁଝାଇବାକୁ ଚେଷ୍ଟା କରିଥିଲି ତଥାପି ସେମାନେ ବୁଝିଲେ ନାହିଁ।ଆଉ କିଛି ଚାପର ବଶବର୍ତ୍ତୀ ହୋଇ ସେମାନେ ମୋ ବୋହୂକୁ ବ୍ରହ୍ମାନଗର ସ୍ଥିତ ବାସଭବନ ଠାରେ ରଖିଦେଲେ।ମହିଳା ମାନେ ତପସ୍ଵିନୀଙ୍କୁ ନ୍ୟାୟ ଦେବାକୁ ଯାଇ ତପସ୍ଵିନୀ ଓ ପ୍ରମିଳା ତ୍ରିପାଠୀଙ୍କୁ ଜବରଦସ୍ତି ଘର ଭିତରେ ରଖେଇ ଥିଲେ ଏହାର ପ୍ରମାଣ ଅନୁସାରେ ଏହି ମହିଳା ମାନଙ୍କୁ କଣ ଆରେଷ୍ଟ କରାଯିବ କି।କଣ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ କି।ଦେଖାଯାଉ ଏହାର ପ୍ରତିବାଦରେ ହାଇକୋର୍ଟ କଣ ନିଷ୍ପତି ନେଉଛନ୍ତି।

Leave a Reply

Your email address will not be published. Required fields are marked *