ସେପ୍ଟେମ୍ବର ମାସ aarambha ରୁ କମିଗଲା ସୁନା ଦାମ,ନୂଆ ଦାମ ରେ ଏତେ ତାଙ୍କ କମିଗଲା ଜାଣିଲେ ହେବେ ଖୁସି…

Spread the love

ଆପଣଙ୍କ ପାଇଁ ବଡ ଖବର ତଥା ବଡ ଖୁସିର ଖବର। ଆସି ଯାଇଛି ସୁନା ଦର।ବେଶୀ ଦାମ ବଢିବା ଆଗରୁ କିଣି ନିଅନ୍ତୁ ଏହି ସବୁ। ତେବେ ଦର୍ଶକ ମାନଙ୍କ ପାଇଁ ବଡ଼ ଖୁସି ଖବର। ପୁଣି ଶସ୍ତା ହେଲା ସୁନା।ଫେଡରର ଚେୟାର ମ୍ୟାନ ଜେରୋମ ପାୱେଲ କହିଛନ୍ତି କି ୪ ଦଶନ୍ଧିର ମୁଦ୍ରା ସ୍ପିତିର ହାର ଜାରି ରଖିବା ପାଇଁ କିଛି ନିବେଶକ ମାନେ ଉଚ୍ଚ ସୁଧ ହାର ଜାରି ରଖିବେ।

ଯାହା ହେବା ପରେ ଭାରତର ସୁନା ଆଉ ରୁପାର ଦର ତୀବ୍ର ଗତିରେ ହ୍ରାସ ପାଇଛି। ଅମେରିକା ବଜାରରେ ୨୦ ବର୍ଷର ଉଚ୍ଚତା ହ୍ରାସ ପାଇବା ପରେ ଏବେ ଏନସିଓ ବଜାରରେ ଏହା ସାମାନ୍ୟ ବୃଦ୍ଧି ପାଇବା ସତ୍ତ୍ୱେ ଭାରତୀୟ ବଜାରରେ ସୁନାର ମୂଲ୍ୟ ହ୍ରାସ ପାଇଛି।ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନାର ଦର ୧୦ଗ୍ରାମ ପାଇଁ

୫୧,୪୩୦ ଟଙ୍କା ଆଉ ୨୨କ୍ୟାରେଟ ସୁନାର ଦର ୧୦ଗ୍ରାମ ପାଇଁ ୪୭,୧୫୦ ଟଙ୍କା ରହିଛି। ହାରାହାରି ସୁନା ଦାମ ପ୍ରାୟ ୧୭୦ ଟଙ୍କା ଯାଏ ହ୍ରାସ ପାଇଛି।।କେରଳ, ଚେନ୍ନାଇ,ହାଇଦ୍ରାବାଦ,ବାଙ୍ଗାଲୋର ତଥା ଅନ୍ୟାନ୍ୟ ସହର ମାନଙ୍କରେ କିଲୋଗ୍ରାମ ପିଛା ରୁପା ଦର ୫୪ ହଜାର ଟଙ୍କାରେ ବିକ୍ରି ହେଉଛି।

ଯାହା ହାରାହାରି ୮୦୦ ଟଙ୍କା ହ୍ରାସ ହେଇଚି।ନିକଟରେ ହ୍ରାସ ପାଇଥିବା ସୁନା ଆଉ ରୁପାର ମୂଲ୍ୟ ଭାରତୀୟ ଅନେକ ନିବେଶକ ମାନଙ୍କୁ ବହୁଳ ଭାବେ ନିରାଶ କରିଛି।ଜାଣନ୍ତୁ କେଉଁ ସ୍ଥାନରେ ରହିଛି କେତେ ଦାମ।ଡଲାର ବଜାର ମାନଙ୍କରେ ନିବେଶକ ମାନେ ଆଶା କରୁଛନ୍ତି କି ସୁନା ଦର ହାରାହାରି ଭାବେ

କମ ରହିବ। କାରଣ ବର୍ତ୍ତମାନ ଟଙ୍କାର ମୂଲ୍ୟ ଡଲାର ତୁଳନାରେ କମ ରହୁଛି ଆଉ ଯାହାର ପ୍ରଭାବ ସୁନା ଦର ଉପରେ ବହୁଳ ଭାବେ ପଡିବ।ମୁମ୍ବାଇ ଓ କୋଲକତାରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ଗ୍ରାମ ପ୍ରତି ୫୧,୪୩୦ ଟଙ୍କା ଥିବା ସମୟରେ ୧୦ ଗ୍ରାମ ୨୨ କ୍ୟାରେଟ ସୁନାର ମୂଲ୍ୟ ୪୭,୧୫୦ ଟଙ୍କା ରହିଛି।

ତେବେ ଦିଲ୍ଲୀରେ ୨୪ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୫୧,୬୦୦ ଟଙ୍କା ଏବଂ ୧୦ ଗ୍ରାମ ପ୍ରତି ୪୭,୩୦୦ ଟଙ୍କା ରହିଛି। ଯଦି ଆପଣମାନେ ସୁନା କିଣିବାକୁ ଚାହାନ୍ତି ତାହେଲେ ସୁବର୍ଣ୍ଣ ସୁଯୋଗ ଜମା ବି ଛାଡ଼ନ୍ତୁ ନାହିଁ। ତେବେ ନିଜର ଆବଶ୍ୟକତା ଦେଖି ସୁନା କିଣନ୍ତୁ।ଏହା ୩୧ ଅଗଷ୍ଟର ଖବର ଥିଲା।

Leave a Reply

Your email address will not be published. Required fields are marked *