ଯେବେ ଏହି ମହିଳା ସ୍ୱାମୀ ଓ ନିଜ ୩ ପିଲାଙ୍କୁ ଛାଡ଼ି ପିଲାଦିନ Lover ସହିତ ଫେରାର ହେଇଗଲେ,ଆଉ ତାପରେ ଯାହା ହେଲା ସାରା ଅଞ୍ଚଳ ରେ ହେଇଗଲା ଚହଳ…ଦେଖନ୍ତୁ Video

Spread the love

ଉତ୍ତର ପ୍ରଦେଶ ଅଞ୍ଚଳରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥିଲା।ତେବେ ଏହି ଘଟଣା ବହୁତ ଆଶ୍ଚର୍ଯ୍ୟର କଥା ଅଟେ ଏହା ସହିତ ଏହି ଘଟଣା ଘଟିବା ପରେ ସେହି ଅଞ୍ଚଳରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ଏହା ସହିତ ଏହି ଘଟଣା ସମ୍ପର୍କରେ ଆମେ ବର୍ତ୍ତମାନ ଆଲୋଚନା କରିବା।ତେବେ ଏହି ଘଟଣା ଅନୁସାରେ ଜଣେ ମହିଳା ନିଜର ପତି ଓ ତାଙ୍କର ତିନି ଜଣ ପୁଅଙ୍କୁ ଛାଡି ନିଜର ପ୍ରେମିକା ସହିତ ଚାଲି ଯାଇଥିଲେ।

ତେବେ ଏହି ଘଟଣା ଶୁଣିବାକୁ ଆଶ୍ଚର୍ଯ୍ୟ ଭଳି ଲାଗିଲେ ମଧ୍ୟ ଏହା ବାସ୍ତବରେ ଏକ ସତ୍ୟ ଘଟଣା ଅଟେ।ସୂଚନା ଅନୁସାରେ ସେହି ମହିଳା ଜଣକ ହୋଲି ଦିନ ଏହି କାର୍ଯ୍ୟ କରିଥିଲେ।ତେବେ ତାଙ୍କର ପତି ସୁରଟ ଥରେ କୌଣସି ଏକ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି।ଏହା ସହିତ ସେଠାରେ ସେ କିଛି ଦିନ କାର୍ଯ୍ୟ କରିବା ସହିତ ନିଜର ଘରକୁ କିଛି ସମୟ ଆସି ଥାଆନ୍ତି।

ତେବେ ସେ ଯେତେବେଳେ ଚାକିରୀକୁ ଚାଲି ଯାଇ ଥାଆନ୍ତି ସେହି ସମୟରେ ତାଙ୍କର ଆଉ ଏକ ପୁଅ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।ଯାହା ଫଳରେ ସେମାନେ ଫେରାର ହୋଇ ଯିବା ପାଇଁ ଯୋଜନା କରିଥିଲେ।ଏହା ସହିତ ସେମାନେ ସେହି ଯୋଜନାରେ ମଧ୍ୟ ସଫଳ ହୋଇ ଥିଲେ।ତେବେ ସେମାନେ ସୁଯୋଗ ଦେଖି ଫେରାର ହୋଇ ଯାଇ ଥିଲେ।

ଏହା ସହିତ ଏହା ସମସ୍ତଙ୍କୁ ଚକିତ କରି ଦେଇଥିଲା।ଏହା ସହିତ ସେମାନେ ଫେରାର ହେବା ପରେ ଏହି ଘଟଣା ତାଙ୍କର ପତି ଜାଣିବାକୁ ପାଇଥିଲେ ।ଏହା ପରେ ତାଙ୍କର ପତି କିଛି ବୁଝି ପାରି ନଥିଲେ।ଏହା ସହିତ ଏପରି ଘଟିବ ବୋଲି ସେ କେବେ ମଧ୍ୟ ଚିନ୍ତା କରି ନଥିଲେ।ଏହା ସହିତ ସେ କହିଥିଲେ କି ସେ ନିଜର ପତ୍ନୀଙ୍କୁ ବହୁତ ଭଲ ପାଉଥିଲେ।

ଏହା ପରେ ମଧ୍ୟ ତାଙ୍କର ପତ୍ନୀ ତାଙ୍କ ସହିତ ଏପରି କରିବେ ବୋଲି ସେ କେବେ ଚିନ୍ତା ମଧ୍ୟ କରି ନଥିଲେ।ଏହା ସହିତ ତାଙ୍କର ତିନୋଟି ସନ୍ତାନ ଥିବା ପରେ ମଧ୍ୟ ତାଙ୍କର ପତ୍ନୀ କିପରି ଭାବରେ ଏପରି କରି ପାରିଲେ ସେ ତାଙ୍କର ପତ୍ନୀଙ୍କୁ ପ୍ରଶ୍ନ କରିଛନ୍ତି।ତେବେ ଏହା ପରେ ସେ ବର୍ତ୍ତମାନ ନିଜର ପତ୍ନୀଙ୍କ ଉପରେ କେସ ମଧ୍ୟ କରିଛନ୍ତି।

ତେବେ ପୋଲିସ ବର୍ତ୍ତମାନ ଏହି ଘଟଣାର ଅନୁସନ୍ଧାନ କରିବା ପାଇଁ ପ୍ରୟାସ କରୁଛି।ଏହା ସହିତ ତାଙ୍କର ପତ୍ନୀଙ୍କୁ ଖୋଜିବା ପାଇଁ ପୋଲିସ ବର୍ତ୍ତମାନ ସମସ୍ତ ପ୍ରୟାସ କରୁଛି।ତେବେ ତାଙ୍କର ପତ୍ନୀ ତାଙ୍କୁ ମିଳିବେ କି ନାହିଁ ଏହା ବର୍ତ୍ତମାନ ଯାଏ ମଧ୍ୟ ଜଣା ପଡି ନାହିଁ।ଏହା ସହିତ ସେ ବର୍ତ୍ତମାନ ନିଜର ପିଲା ମାନଙ୍କୁ କିପରି ସମ୍ଭାଳିବେ ବୋଲି ପ୍ରଶ୍ନ କରିଛନ୍ତି।ତେବେ ତାଙ୍କର ପତ୍ନୀ ତାଙ୍କୁ ଧୋକା ଦେଇଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି।ଏହା ସହିତ ପୋଲିସ ବର୍ତ୍ତମାନ ସେମାନଙ୍କୁ ଖୋଜିବା ପାଇଁ ପ୍ରୟାସ କରୁଛି।

Leave a Reply

Your email address will not be published. Required fields are marked *