ଛାତ୍ରୀଙ୍କ ଗୋଡ଼ ତଳେ ଛାତ୍ର,ରାସ୍ତାରେ ଶୋଇ କରୁଛନ୍ତି,ଲମ୍ବା ହୋଇ ଗୋଡ଼ ତଳେ ପଡ଼ୁଛନ୍ତି।କିଏ ଆଣ୍ଠେଇଛି ତ ଆଉ କିଏ ପ୍ରଣାମ କରୁଛି।ତ ଆଉ କିଏ ଶ୍ରାଷ୍ଟାଙ୍ଗ ଦଣ୍ଡବ,ଆପଣଙ୍କ ମନ ଭିତରେ ପ୍ରଶ୍ନ ଆସୁଥିବା ୟେ କଣ କରୁଛନ୍ତି?ଆପଣ ଭାବୁଥିବେ ସେମାନେ ବୋଧ ହୁଏ କ୍ଷମା ମାଗୁଥିବେ।ଆଉ କିଏ ଭାବୁଥିବ ସେମାନଙ୍କୁ ବୋଧ ହୁଏ ଦଣ୍ଡ ପାଇଛନ୍ତି।କିନ୍ତୁ ସେମିତି କିଛି ନୁହେଁ କଲେଜ ଇଲେକ୍ସନ
ପାଇଁ ପିଲାମାନେ ଏହି ଅନ୍ଦାଜରେ ମାଗୁଛନ୍ତି ଭୋଟ।ଘଟଣାଟି ରାଜସ୍ଥାନର ବାରନ୍ଦର ଛାତ୍ର ସଂଘର ନେତାମାନେ ଛାତ୍ର ଛାତ୍ରୀଙ୍କ ପାଦ ତଳେ ପଡି ଭୋଟ ଦେବାକୁ କରୁଛନ୍ତି ନିବେଦନ।ଘଟଣା ସ୍ଥଳରେ ପିଲାମାନେ ଏଭଳି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା।ସେ ସମୟର କିଛି ଭିଡିଓ ଓ ଫଟୋ ଏବେ ଭାଇରାଲ
ହେବାରେ ଲାଗିଛି।ଏହି କ୍ଲିପ ଟୁଇଟରରେ ଅନଫିଲ ଇଣ୍ଡିଆ ନାମକ ଏକ ଚ୍ୟାନେଲ ରେ ଅପଲୋଡ଼ କରାଯାଇଛି।ଯାହାକି ଏବେ ଭାଇରାଲ ହେବାରେ ଲାଗିଛି।ଭାଇରାଲ ହଉଥିବା ଭିଡିଓ କ୍ଲିପରେ ଦେଖା ଯାଉଥିବା ଏହି ଭିଡିଓରେ ଛାତ୍ର ଛାତ୍ରୀ ମାନେ ଅନ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ସପକ୍ଷରେ ଭୋଟ
ଦେବାକୁ ବିଭିନ୍ନ ଶୈଳୀରେ କରୁଛନ୍ତି ପ୍ରୟାସ।ସେମାନେ ଝିଅ ମାନଙ୍କ ପାଦ ତଳେ ପଡି ଯାଇଛନ୍ତି।ଏମିତି କି ଝିଅ ମାନେ ଭୋଟ ଦେବାକୁ ହାତ ଯୋଡ଼ି କରୁଛନ୍ତି ଅନୁରୋଧ।କେବଳ ପୁଅ ନୁହେଁ ଝିଅମାନେ ବି ପୁଅ ମାନଙ୍କୁ ହାତ ଯୋଡ଼ି ମାଗୁଛନ୍ତି ଭୋଟ।ଦୁଇ ବର୍ଷ ପରେ ରାଜସ୍ଥାନରେ ଛାତ୍ର ସଂଗଠନରେ ନିର୍ବାଚନ
ଅନୁଷ୍ଠିତ ହେଇ ଯାଇଛି।ସକାଳ ୮ ଟା ରୁ ମତ ଦାନ ଆରମ୍ଭ ହୋଇଥିଲା ଆଉ ଏହି ଦୃଶ୍ୟ ତା ପୂର୍ବର।ଏହା ଏକ ଭିଡିଓ ରିପୋର୍ଟକୁ ଆଧାର କରି ପ୍ରସ୍ତୁତ।ଭିନ୍ନ ଭିନ୍ନ ପଜଲ ଆମେ ଆଣୁ ତେବେ ପଜଲ ଆପଣଂକୁ କିପରି ଲାଗେ ତାହା କମେଣ୍ଟ ରେ ଜଣେଇ ପାରିବେ । କ୍ରୀଡା ଖବର କେତେବେଳେ କେମିତି ଆଣୁ।