ଚୋରି କରୁଥିଲେ ସୁନ୍ଦରୀ ବଡ ହିରୋଇନ ରୁପା Datta,ପୋଲିସ ଧରିବା ପରେ କହିଦେଲେ ଏତେ ବଡ କଥା…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ ତ ସିନେମା ଏବଂ ସିରିଏଲ ଦେଖୁଥିବେ ଏହା ଆପଣଙ୍କୁ ନିହତି ଭାବରେ ପସନ୍ଦ ମଧ୍ୟ ଆସୁଥିବ।ତେବେ ବର୍ତ୍ତମାନର ସିନେମାରେ ଅନେକ ସୁନ୍ଦର ଅଭିନେତା ଏବଂ ଅଭିନେତ୍ରୀ ମାନେ ନିଜର ଅଭିନୟ କରିଥାନ୍ତି।

ଏହା ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସିଥାଏ।ତେବେ ସେହିଭଳି ଅଭିନେତ୍ରୀଙ୍କ ମଧ୍ୟରୁ ଆପଣ ରୂପ ଦତାଙ୍କ ନାମ ତ ଶୁଣିଥିବେ।ତେବେ ତାଙ୍କୁ ନେଇ ଏକ ଏପରି ଖବର ଆସିଛି ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।ତେବେ ଆମେ ତାହା ବିଷୟରେ ଜାଣିବା।ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ରୂପ ଦତା।

ଆପଣ ମାନେ ଜାଣିଥିବେ ଯେ ଅନୁରାଗ କଶ୍ୟପଙ୍କ ଉପରେ ଅଭିଯୋଗ ଆଣିଥିଲେ।ଏଥର କିନ୍ତୁ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଉତ୍ପାଡ଼ନର ଅଭିଯୋଗ ଆଣି ନୁହଁ ବରଂ ନିଜେ ଚୋରି କରି ଗିରଫ ହୋଇଛନ୍ତି ସେ।ଆପଣଙ୍କୁ ଏହା ଆଶ୍ଚର୍ଯ୍ୟକର ଲାଗି ପାରେ।କିନ୍ତୁ ଏହି କଥା ସତ ଅଟେ।

ବଙ୍ଗଳାର ଜଣାଶୁଣା ଅଭିନେତ୍ରୀ ରୁପା ଦତା ଏବେ ଗିରଫ ହୋଇଛନ୍ତି।ଆପଣମାନେ ଜାଣିଥିବେ କଲିକତାରେ ବର୍ତ୍ତମାନ ଅନ୍ତର୍ଜାତୀୟ ପୁସ୍ତକ ମେଳା ଚାଲିଥିଲା।ଚାଲିଥିବା ଅନ୍ତର୍ଜାତୀୟ ପୁସ୍ତକମେଳାରୁ ସେ ଚୋରି କରିଥିବା ଅଭିଯୋଗ ହୋଇଛି।ଆଉ ଏହି ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ ମଧ୍ୟ କରିଛି।

ପୁସ୍ତକମେଳାରେ ସମସ୍ତେ ବହି କିଣିବାରେ ବ୍ୟସ୍ତ କିନ୍ତୁ ରୁପା ସମୟ ସୁବିଧା ଦେଖି ଲୋକ ମାନଙ୍କ ପକେଟ ମାରୁଥିବାର ଅଭିଯୋଗ ହୋଇଛି।ଏହି କଥା ସତରେ ଆଶ୍ଚର୍ଯ୍ୟକର ଅଟେ।ଏକାଧିକ ଟିଭି ସିରିଏଲରେ ଅଭିନୟ କରୁଥିବା ରୁପା ପୁସ୍ତକମେଳାରେ ଏକ ପର୍ସକୁ ଡଷ୍ଟବିନକୁ ଫିଙ୍ଗୁଥିବାର ପୋଲିସ ଦେଖିବାକୁ ପାଇଥିଲେ ଏବଂ ତାହା ପରେ ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଇଥିଲା।

ତେବେ ପଚରା ଉଚରା ସମୟରେ ତାଙ୍କ କଥାରେ ତାଳମେଳ ରାହୁ ନଥିଲା।ଏହାପରେ ପୋଲିସ ତାଙ୍କ ଉପରେ ସନ୍ଦେହ କରିଥିଲା ଏବଂ ତାଙ୍କର ବ୍ୟାଗ ଚେକ କରିଥିଲା।ଏହାପରେ ତାଙ୍କର ସମସ୍ତ ସତ ସାମ୍ନାକୁ ଆସିଥିଲା।ଏହା ସହିତ ତାଙ୍କ ବ୍ୟାଗରୁ ଅନେକ ପର୍ସ ସହିତ ନଗଦ ୭୫ ହଜାର ଟଙ୍କା ମିଳିଥିଲା।ଏଠାରେ ଆମେ କହି ରଖିବାକୁ ଚାହିଁବୁ ଯେ ଏହା ପରେ ଅଭିନେତ୍ରୀଙ୍କୁ ପୋଲିସ ଥାନାକୁ ନେଇଛି।

Leave a Reply

Your email address will not be published. Required fields are marked *