ହେ Prabhu ପ୍ରଥମଥର କାନ୍ଦିଲେ ରୁପା,ପିଣ୍ଟୁ ଙ୍କ ଏହି ବଡ ଭୁଲ କାରଣ ପାଇଁ ଆଜି ରୁପା କାନ୍ଦି କାନ୍ଦି ହେଲେ ନୟାନ୍ତ..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ତେବେ ଆପଣମାନେ ତ ଓଡ଼ିଶାର ସବୁଠାରୁ ପ୍ରସିଦ୍ଧ ୟୁଟ୍ୟୁବର ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସଙ୍କ ବିଷୟରେ ଜାଣିଥିବେ।ସେ ବର୍ତ୍ତମାନ ସମୟରେ ସବୁଠାରୁ ଲୋକପ୍ରିୟ ୟୁଟ୍ୟୁବର ଭାବରେ ଜଣାଶୁଣା।

ତେବେ ତାଙ୍କର ଭିଡିଓ ଆସିବା ମାତ୍ରେ ତାହାକୁ ଅନେକ ଲୋକ ଦେଖିବାକୁ ପସନ୍ଦ କରିଥାନ୍ତି।ସେ ପ୍ରଥମେ ଟିକଟକରେ ବହୁତ ପ୍ରସିଦ୍ଧ ଥିଲେ ଏବଂ କ୍ରମଶଃ ୟୁଟ୍ୟୁବ ଦୁନିଆରେ ବହୁତ ଲୋକପ୍ରିୟ ହୋଇଥିଲେ।ଏହା ସହିତ ସେ ଅନେକ ଆଲବମ ଭିଡିଓ ମଧ୍ୟ କରିଥାନ୍ତି।ତେବେ ବର୍ତ୍ତମାନ ସମୟରେ ତାଙ୍କର ଏକ ନୂତନ ଭିଡ଼ିଓ ସେ ଅପଲୋଡ଼ କରିଛନ୍ତି

ସେଥିରେ ଆପଣ ରୁପାଙ୍କୁ କାନ୍ଦୁଥିବାର ଦେଖିପାରିବେ।ତେବେ ସେହି ଭିଡ଼ିଓର ଟାଇଟେଲ ମଧ୍ୟ ରହିଛି ଆଖିରେ ଲୁହ ଭୀଡ଼ିଓର ପ୍ରଥମରୁ ହିଁ ରୁପା କାନ୍ଦୁଥିବାର ଆପଣ ଦେଖି ପାରିବେ ତାଙ୍କୁ ପିଣ୍ଟୁ ପଚାରୁଛନ୍ତି ଯେ ତୁମେ କାନ୍ଦୁଛ କାହିଁକି ଏବଂ କଣ ଚାହୁଁଛ କୁହ।ରୁପା କିଛି ନକହିବାରୁ ଶେଷକୁ ପିଣ୍ଟୁ ତାଙ୍କ ଦର୍ଶକ ମାନଙ୍କୁ କହିଲେ ଯେ

ଆଜି ହେଉଛି ରୂପାଙ୍କ ଗାଁ ମେଳନ ଏବଂ ସେ ସେଠାକୁ ଯିବା ପାଇଁ ପିଣ୍ଟୁଙ୍କୁ କହିଥିଲେ।ଏବଂ ରୂପାଙ୍କ ଏହି ମେଳନ ଦେଖିବା ପାଇଁ ବହୁତ ଇଛା ଥିଲା।କିନ୍ତୁ ପିଣ୍ଟୁ ତାଙ୍କୁ ମନା କରିଥିଲେ ସେଥିପାଇଁ ରୁପା କାନ୍ଦୁଛନ୍ତି।ଏହାପରେ ପିଣ୍ଟୁ କହିଥିଲେ କଣ ଗୋଟେ ମେଲନରେ ବାଦାମ ଖାଇବ ଆଉ କିଛି ନାହିଁ।

ଏହାପରେ ରୁପା ଗୁଣଗୁଣ ହୋଇ କିଛି କହିଥଲେ ଏବଂ ପିଣ୍ଟୁ କହିଥିଲେ ତୁମେ ଯାଅ ବୋଉଙ୍କୁ ପଚାରିବ।ଏବଂ ବୋଉ ଯଦି କହିବେ ମୁଁ ଆପଣଙ୍କୁ ନେଇ ମେଳନ ପଡିଆରେ ଛାଡିଦେଇ ଆସିବି।ସେଠାରେ ଖୁସିକୁ ଯେତେବେଳେ ପିଣ୍ଟୁ ପଚାରିଥିଲେ ମାମୁ ଘରକୁ ଯିବା କଥା ସେ ମଧ୍ୟ ହଁ ମାରିଥିଲା।

ଏହାପରେ ରୁପା ଯେତେବେଳେ ପଚାରିବାକୁ ଯାଇଥିଲେ ପିଣ୍ଟୁ ସେତେବେଳେ ବାହାରିବା ପାଇଁ ରେଡି ହେଉଥିଲେ।ଏହାପରେ ସେମାନେ ଅନେକ ମଜା କରିବା ଦେଖାଯାଇଥିଲା।ଏହାପରେ ସମସ୍ତେ ବାହାରିଲେ।ଯେତେବେଳେ ଖୁସିକୁ ପଚରାଯାଇଥିଲା କୁଆଡେ ଯାଉଛ ସେ କହିଥିଲେ ମାମୁଁ ଘରକୁ।

ଏହାପରେ ଖୁସିକୁ ଆପଣ ବହୁତ ମଜା କରି ପିଣ୍ଟୁଙ୍କ ସହିତ ଖେଳୁଥିବାର ଦେଖିବାକୁ ପାଇବେ।ଏହାପରେ ସେମାନେ ସମସ୍ତେ ସେଠାରେ ପହଞ୍ଚିଥିଲେ ଏବଂ ତାଙ୍କ ପରିବାର ସହିତ ମିଶି ଖୁବ ମଜା କରୁଥିଲେ।ସେଠାରେ ଖୁସିକୁ ମଧ୍ୟ ସମସ୍ତେ ଖୁବ ଭଲପାଉଥିଲେ ଏବଂ ତା ସହିତ ଖେଳୁଥିଲେ।ଏହାପରେ ସେମାନେ ମେଳଣ ଯାଇଥିଲେ ଏବଂ ସେଠାରେ ମଧ୍ୟ ବୁଲିଥିଲେ।

Leave a Reply

Your email address will not be published. Required fields are marked *