ଗତବର୍ଷ ଏହି ଦିନ Soumyaa ଓ ସୋନାଲି ଖେଳି ଥିଲେ ହୋଲି,ଆଜି ଝୁରୁଥିବେ ସୋନାଲି,ଆଉ କହୁଛନ୍ତି କେମିତି ଭୁଲିବି ସେ ଅଭୁଲା ଦିନ…ଦେଖନ୍ତୁ Video

Spread the love

ତେବେ ସୌମ୍ୟରଞ୍ଜନ ପାଣିଗ୍ରାହିଙ୍କ ଆ-ତ୍ମ-ହ-ତ୍ୟା କରିବା ଘଟଣା ସମ୍ପର୍କରେ ଆମେ ନିଶ୍ଚୟ ଭାବରେ ଜାଣି ଥିବା।ତେବେ ଏହି ଘଟଣାକୁ ଅନେକ ସମୟ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ଯାଏ ମଧ୍ୟ ଏହାର କୌଣସି ସମାଧାନ ହୋଇ ନାହିଁ।ତେବେ ଏହାକୁ ନେଇ ତାଙ୍କର ପରିବାର ଲୋକ ଅନେକ ଅସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି।ଏହା ସହିତ ଏହାର ତଦନ୍ତ ପୋଲିସ ସଠିକ ଭାବରେ କରୁ ନାହିଁ ବୋଲି ମଧ୍ୟ ସେମାନେ ଅଭିଯୋଗ ଆଣିଥିଲେ।

ତେବେ ଏହି ଘଟଣା ଉପରେ ଆମେ ବର୍ତ୍ତମାନ ଆଉ ଏକ କଥା ଆଲୋଚନା କରିବା।ତେବେ ଆଜି ହେଉଛି ହୋଲି।ଏହା ସହିତ ଏହା ସମସ୍ତଙ୍କ ପାଇଁ ଏକ ବହୁତ ବଡ଼ ପର୍ବ ହୋଇଥାଏ।ତେବେ ଗତ ବର୍ଷ ସୌମ୍ୟ ଓ ସୋନାଲି ଏକାଠି ଭାବରେ ହୋଲି ଖେଳିଥିଲେ।ଏହା ସହିତ ସେହି ସମୟରେ ସୌମ୍ୟ ଜୀବିତ ମଧ୍ୟ ଥିଲେ।

ତେବେ ସେମାନେ ଏକାଠି ଭାବରେ ହୋଲି ଖେଳିବା ସହିତ ଅନେକ ମଜା ମଧ୍ୟ କରି ଥିଲେ।ତେବେ ଏହି ବର୍ଷ ସୌମ୍ୟ ଆଜି ଏହି ଦୁନିଆରେ ନାହାନ୍ତି।ସେ ଆ-ତ୍ମ-ହ-ତ୍ୟା କରି ଦେଇଛନ୍ତି।ତେବେ ସେ ଆ-ତ୍ମ-ହ-ତ୍ୟା କରିବା ସମୟରେ ନିଜର ଆ-ତ୍ମ-ହ-ତ୍ୟା କରିବାର କାରଣ ସୋନାଲି ବୋଲି ମଧ୍ୟ ଲେଖି ଯାଇଛନ୍ତି।

ଯାହା ଫଳରେ ଯଦି ସୋନାଲି ସେପରି କିଛି କାର୍ଯ୍ୟ କରି ନଥାନ୍ତେ ଯାହା ଫଳରେ ତାଙ୍କୁ ଆ-ତ୍ମହ-ତ୍ୟା କରିବାକୁ ପଡ଼ି ଥିଲା ଆଜି ସେ ତାଙ୍କ ସହିତ ପୁଣି ହୋଲି ଖେଳି ଥାନ୍ତେ।ତେବେ ତାଙ୍କର ପରିବାର ଲୋକ ବର୍ତ୍ତମାନ ଏହି ଘଟଣାକୁ ନେଇ ବହୁତ ଅଧିକ ଦୁଃଖ ପ୍ରକାଶ କରିଛନ୍ତି।ତେବେ ତାଙ୍କର ଆ-ତ୍ମ-ହ-ତ୍ୟା କରିବା ପରେ ଏହି ଘଟଣାକୁ ନେଇ

ବର୍ତ୍ତମାନ ଅନେକ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।ଏହା ସହିତ ଏହି ଘଟଣା ଉପରେ ବର୍ତ୍ତମାନ ଅନେକ ଲୋକ ଭିନ୍ନ ଭିନ୍ନ ମତ ପ୍ରକାଶ କରିବା ଆରମ୍ଭ କରି ଦେଇଛନ୍ତି ତେବେ କିଛି ଲୋକଙ୍କ କହିବା ଅନୁସାରେ ଏହି ଘଟଣାର ସମାଧାନ କରିବା ପାଇଁ ପୋଲିସ ନିଜର ଶ୍ରେଷ୍ଠ ପ୍ରୟାସ କରୁ ନାହିଁ।ଯାହା ଫଳରେ ଏହି ଘଟଣାର ସମାଧାନ ହୋଇ ପାରୁ ନାହିଁ।

ନଚେତ ଏହି ଘଟଣାର ସମାଧାନ କେବେ ଠାରୁ ହୋଇ ସାରି ଥାନ୍ତା।ଏହା ସହିତ ସୌମ୍ୟ ନିଜର ଆ-ତ୍ମ-ହ-ତ୍ୟା ପୂର୍ବରୁ ଏଥିରେ ସୋନାଲି ଦାୟୀ ବୋଲି ସିଧା ସଳଖ ଲେଖି ଆ-ତ୍ମହ-ତ୍ୟା କରି ଦେଇଛନ୍ତି।ତେବେ ସେ ଆ-ତ୍ମ-ହ-ତ୍ୟା କରିବା ପରେ ଏହି ଘଟଣାକୁ ନେଇ ବର୍ତ୍ତମାନ ଅନେକ ଲୋକ ଅନେକ କଥା କହିବା ଆରମ୍ଭ କରିଛନ୍ତି।

ତେବେ ସେ ଆ-ତ୍ମ-ହ-ତ୍ୟା କରିବା ପରେ ବର୍ତ୍ତମାନ ଏହି ଘଟଣାକୁ ନେଇ ତାଙ୍କର ପରିବାର ଲୋକ ମଧ୍ୟ ଏହାର ତୁରନ୍ତ ସମାଧାନ କରିବା ପାଇଁ ଦାବି କରି ଚାଲିଛନ୍ତି।କିନ୍ତୁ ବର୍ତ୍ତମାନ ଯାଏ ମଧ୍ୟ ଏହି ଘଟଣାର କୌଣସି ସମାଧାନ ହୋଇ ପାରୁ ନାହିଁ।ଯାହାଫଳରେ ଏହି ଘଟଣାକୁ ନେଇ ବର୍ତ୍ତମାନ ଅନେକ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *