Debabrat ନାମରେ ବଡ ଅଭିଯୋଗ ଆଣିଲେ ରାଜବିର ର ମା,କହିଲେ ରାତି ହେଲେ ସେ ମତେ ଯାହା କହୁଛି ଆପଣ ଶୁଣି ପାରିବେ ନାହିଁ…ଦେଖନ୍ତୁ Video

Spread the love

ମୁଁ ମା ହୋଇ ଯେଉଁ ଯନ୍ତ୍ରଣା ସହୁଛି ସେ ଜାଣି ପାରୁନି।ତାଙ୍କ ଘରେ ଗୋଟିଏ ଏମିତି ଛୁଆ ଜନ୍ମ ହୋଇଥିଲେ ଭଲ ହୋଇଥାନ୍ତା। ବିରୋଧ କରିବାର କାରଣ ଏହା କି ମତେ ବହୁତ ହଇରାଣ କରୁଛନ୍ତି।ଯେଉଁଟା ଠିକ ଭାବେ ଚାଲୁଥିଲା ତାକୁ ସେମାନେ ବନ୍ଦ କରି ଦେଇଛନ୍ତି।ଗୋଟିଏ ଦୁଇ ବର୍ଷର କୁନି ପିଲାର ଜୀବନ କଥା ଚିନ୍ତା କରି ନାହାନ୍ତି। ରାଜବିର ନାମରେ ଯେଉଁ ଟଙ୍କା ଆସେ ତାକୁ ଆଉ କାହାକୁ ଦାନ କରିଦେଲେ।ମତେ ଧମକ ବି ଦେଉଛନ୍ତି।

ମତେ ଅ-ଶ୍ଳୀ-ଳ ଭିଡିଓ ମଧ୍ୟ ପଠାଉଛନ୍ତି।ମତେ ଖରାପ ଖରାପ ଗାଳି ଦେଉଛନ୍ତି।ଏହାର କିଛି ନ୍ୟାୟ ନାହିଁ।ଏହା ସହ ସେ ନିରଞ୍ଜନ ବେହେରା କହୁଛି।ତାର ଏତେ ଫାଟୁଛି କଣ ପାଇଁ।ଆଉ ଗୋଟିଏ କଥା ହେଲା ଏବେ ଯେଉଁ ପ୍ଲାନ ନେଲେ ଏକ ବର୍ଷର ସେଠି କେତେ ଟଙ୍କା ଖର୍ଚ୍ଚ ହେବ।ଡାକ୍ତର ମତେ ଦେଇଥିଲେ ଗୋଟିଏ ବର୍ଷରେ କେତେ ଖର୍ଚ୍ଚ ହେବ।

ସେ କହିଥିଲେ କି ୩୬ ଲକ୍ଷ ଭଳି ଖର୍ଚ୍ଚ ହେବ।ଆମେ ଯେଉଁ କମ୍ପାନୀ ଠାରୁ ସେହି ମେଡିସିନ ଆଣି ଥାଉ ତାର ଗୋଟିଏ ବଟଲକୁ ୬ ଲକ୍ଷ ଟଙ୍କା ଭଳି କିଛି ପଡୁଛି। ଡାକ୍ତର ତାକୁ ୪ଟି ବୋତଲ ଦେଇଛନ୍ତି।୪ଟି ବଟଲରେ ୮ଟି ବଟଲ ଫ୍ରି ଆସେ।ଆଉ ତାହା ୨୦ ଦିନ ଯିବ।ଏ ଯେଉଁ ପ୍ଲାନ ଏବେ ଦିଆଗଲା ତାକୁ ଡାକ୍ତର ଆଗରୁ କହିଥିଲେ ନା କହି ନଥିଲେ।

ମତେ ଆଗରୁ ସବୁ କଥା ଡାକ୍ତର କହିଥିଲେ କିନ୍ତୁ ୨ ବର୍ଷ ପରେ।ଯେଉଁ ସମାଜସେବୀ ମାନେ ସାମ୍ନାକୁ ଆସୁଛନ୍ତି କାମ କରିବା ପାଇଁ ତାଙ୍କ ଭିତରେ ଭଲ। ସଂପର୍କ କାହିଁକି ରହୁ ନାହିଁ।ତାଙ୍କର ମୂଳ ଲକ୍ଷ୍ୟ ହେଉଛି ଆପଣ ଓ ରାଜବିର।ସେଟା ଭୁଲ ଲକ୍ଷ।ମୁଁ ଗୋଟିଏ କଥା କହିବି କି ତାଙ୍କର କିଛି ଲକ୍ଷ ନାହିଁ କି ମୁଁ ରାଜବିରକୁ ଭଲ କରିବି।

ଯେଉଁ ମାନେ ପ୍ରକୃତ ସାହାର୍ଯ୍ୟ କରିଥିଲେ ଆଜି ପର୍ଯ୍ୟନ୍ତ ସେ କିଛି କହି ନାହାନ୍ତି।ଏତେ ଅସୁବିଧା ହେବା ପରେ ବି ଘରକୁ ଆସି ପଇସା ଦେଇ ଯାଇଛନ୍ତି।ଅନ୍ୟ ମାନେ ମିଛ କଥା ଗାଇ ବୁଲୁଛନ୍ତି।ମୁଁ ଚାହୁଁଛି ମତେ ନ୍ୟାୟ ନ ମିଳୁ। ରାଜବିରକୁ ନ୍ୟାୟ ମିଳୁ।ଆଉ ଗୋଟିଏ କଥା ରାଜବିରର ଯଦି କିଛି ହୁଏ ସେଥି ପାଇଁ ସେମାନେ ହିଁ ଦାୟୀ।

ନିରଂଜନ ବେହେରା ମତେ କହିବ ତୁ ଏ ମେଡିସିନ ଦେ।ମୁଁ କହିଲି ନା ମୋତେ ଡାକ୍ତର ଯାହା କହିବ ମୁଁ ସେୟା କରିବି।ଆଉ ନିରଞ୍ଜନର ତ ଓଡ଼ିଶାରେ ମୁଁ ମୁହଁ ବି ଦେଖିନି।ଆଉ ସେ ଅଲଗା କଥା ଆମ ନାମରେ କହୁଛି।ତାର ଫାଟୁଛି କଣ ପାଇଁ।ଅନେକ ସମାଜସେବୀ ଭାଷଣ ମାରୁଛନ୍ତି।ଯେଉଁ ସମାଜସେବୀ ମାନେ ନିଶ୍ୱର୍ଥ ଭାବେ ମୋତେ ସାହାର୍ଯ୍ୟ କରିଛନ୍ତି ତାଙ୍କୁ ବହୁତ ଧନ୍ୟବାଦ ଆଉ ସେ ସବୁବେଳେ ରାଜବିରକୁ ଏମିତି ସାହାର୍ଯ୍ୟ କରୁଥାନ୍ତୁ।

Leave a Reply

Your email address will not be published. Required fields are marked *