ସିନ ରିକ୍ରିଏସନ (Recreation) ବେଳେ ତଳେ ପଡିଗଲେ ଶର୍ମିଷ୍ଠା ଏବଂ ଫାଟିଗଲା ମୁହଁ,ଆଉ ଏହାକୁ ଦେଖିବା ପରେ ଲୋକ କହିଲେ ତମେ…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ ତ କ୍ୟାମେରମ୍ୟାନ ମାନସ ସ୍ୱାଇଁଙ୍କ ହ-ତ୍ୟା ମାମଲା ବିଷୟରେ ନିହାତି ଭାବରେ ଜାଣିଥିବେ।

ତେବେ ଏହି ଘଟଣା ଏବେ ସମଗ୍ର ଓଡ଼ିଶାରେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି।ଆପଣ ଯେଉଁଠାରେ ଦେଖିବେ ଖାଲି ଏହି କଥାର ଚର୍ଚ୍ଚା।ତେବେ କୌଣସି ବିଶେଷ ସୂତ୍ରରୁ ଯାହା କିଛି ଜଣା ପଡ଼ିଛି କ୍ୟାମେରାମ୍ୟାନ ମାନସ ରଞ୍ଜନଙ୍କ ମୃତ୍ୟୁ ଏକ ଷଡ଼ଯନ୍ତ୍ର ଥିଲା।ତାଙ୍କୁ ଷଡ଼ଯନ୍ତ୍ର କରି ହ-ତ୍ୟା କରାଯାଇଥିଲା।ଏହା ପଛରେ ହାତ ଥିଲା ଶର୍ମିଷ୍ଠାଙ୍କର ଏବଂ ଏହା ସହିତ ଅନ୍ୟ କର୍ମଚାରୀ ମାନେ ମଧ୍ୟ ଏଥିରେ ଜଡିତ ଥିଲେ।

ତେବେ ଶର୍ମିଷ୍ଠାଙ୍କ କହିବା ଅନୁସାରେ ମାନସ ତାଙ୍କୁ କୌଣସି ଏକ କଥାକୁ ନେଇ ବ୍ଲାକ ମେଲ କରୁଥିଲେ।ଓ ତାଙ୍କର ଫିଲ୍ମରେ ଭିଲିଆନ କ୍ୟାରେକ୍ଟର ନିଜେ କରିବା ପାଇଁ କହୁଥିଲା।ଶର୍ମିଷ୍ଠା ଏଥିରେ ରାଜି ନଥିଲେ ମଧ୍ୟ ତାଙ୍କୁ ରାଜି ହେବାକୁ ପଡୁଥିଲା।ଅନ୍ୟପଟେ ନିରଞ୍ଜନ ମଧ୍ୟ ଏହି ରୋଲ କରିବାକୁ ଇଛା ପ୍ରକଟ କରୁଥିଲେ

କିନ୍ତୁ ମାନସଙ୍କ ପାଇଁ ତାଙ୍କୁ ମଧ୍ୟ ଭିଲିଆନ କ୍ୟାରେକ୍ଟର ମିଳିପାରୁ ନଥିଲା।ସେଥପାଇଁ ଉଭୟ ମିଶି ବାଟରୁ କଣ୍ଟାକୁ ସଫା କରିବାକୁ ନିଷ୍ପତ୍ତି ନେଇଥିଲେ।ଏହାପରେ ସେମାନେ ଏକ ଷଡ଼ଯନ୍ତ୍ର ରଚିଥିଲେ ଏବଂ ମାନସଙ୍କୁ ଅପହରଣ କରିଥିଲେ।ଏହାପରେ ତାଙ୍କୁ ନେଇ ଏକ ଆଶ୍ରମରେ ରଖିଥିଲେ ଏବଂ ବହୁତ ମାଡ଼ ମାରିଥିଲେ।

ଏହି କାରଣରୁ ମାନସଙ୍କ ମୃତ୍ୟୁ ହୋଇଛି ବୋଲି ଶର୍ମିଷ୍ଠା କହିଛନ୍ତି।ତେବେ ସେ କିଭଳି ଭାବରେ ମାନସଙ୍କୁ ଅପହରଣ କରିବା ସହିତ ତାଙ୍କର ମୃତ୍ୟୁ ହେବା ଏବଂ ଏହାପରେ ତାଙ୍କୁ ନେଇ ପୋତିଦେବା କଥା କ୍ରାଇମବ୍ରାଞ୍ଚ ଆଗରେ ଶର୍ମିଷ୍ଠା କହିଛନ୍ତି।ତେବେ ଏହାର ଏକ ସିନ ରିକ୍ରିଏସନ ମଧ୍ୟ ହୋଇଥିଲା।

ଏହାକୁ ନେଇ ଏକ ବିଶେଷ କଥା ସାମ୍ନାକୁ ଆସିଛି।ସେହି ସମୟରେ କୌଣସି ଏକ କାରଣ ବଶତଃ ଶର୍ମିଷ୍ଠା ପଡିଯାଇଥିଲେ ଏବଂ ତାଙ୍କର ମୁହଁ ଫାଟିଯାଇଥିବା କଥା ସାମ୍ନାକୁ ଆସିଛି।ଏହି ସମୟରେ ସେଠାରେ ଅନେକ ଲୋକ ଏବଂ ମିଡ଼ିଆ ରହିଥିଲେ ଓ ପୋଲିସ ମାନେ ମଧ୍ୟ ଉପସ୍ଥିତ ଥିଲେ।ଅନେକ ସୋର ଶବ୍ଦ ଭିତରେ ଏପରି ଘଟିଥିବା କଥା ସାମ୍ନାକୁ ଆସିଛି।

Leave a Reply

Your email address will not be published. Required fields are marked *