ଓଡ଼ିଆ ଅଭିନୟ ଜଗତରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର ଅଭିନୟ ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।ଏହା ସହିତ ସେମାନଙ୍କ ଅଭିନୟ ଦେଖିବା ପାଇଁ ଆମ ଓଡ଼ିଶାର ଅନେକ ଲୋକ ପସନ୍ଦ କରନ୍ତି।ତେବେ ଏହି ଅଭିନେତ୍ରୀ ମାନଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଆମେ ବର୍ତ୍ତମାନ ଆଲୋଚନା କରିବା।
ଜସ୍ମିନ ରଥ:- ଏହି ଅଭିନେତ୍ରୀ ଜଣଙ୍କ ମାୟା ଧାରାବାହିକରେ ଋଦ୍ରୀ ଭୂମିକାରେ ଅଭିନୟ କରୁଛନ୍ତି।ଏହା ସହିତ ସେ ବର୍ତ୍ତମାନ ପ୍ରଭୂଜି ଇଂରାଜୀ ମିଡିୟମ କଲେଜରୁ +୩ ରେ ପାସ କରିଛନ୍ତି।ଏହା ସହିତ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରନ୍ତି।ଏହା ସହିତ ସେ ଆମ ଓଡ଼ିଆ ଅଭିନୟ ଜଗତର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ମଧ୍ୟ।
ସୁମନ ପଟ୍ଟନାୟକ:- ଏହି ଅଭିନେତ୍ରୀ ଜଣଙ୍କ ତାରିଣୀ ଆଖିରେ ତାରା ଧାରାବାହିକରେ ତାରିଣୀ ଭୂମିକାରେ ଅଭିନୟ କରୁଛନ୍ତି।ତେବେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ବି ଟେକ।ତେବେ ଏହି ଅଭିନେତ୍ରୀ ଜଣଙ୍କ ନିଜର ଅଭିନୟ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ତେବେ ଏହି ଅଭିନେତ୍ରୀଙ୍କୁ ଅନେକ ଲୋକ ମଧ୍ୟ ପସନ୍ଦ କରନ୍ତି।
ସୁଶ୍ରୀ ସୁଭାଷିନୀ:- ଏହି ଅଭିନେତ୍ରୀ ଜଣଙ୍କ ମଙ୍ଗଳା ଚରଣ ଧାରାବାହିକରେରେ ମଙ୍ଗଳା ଭୂମିକାରେ ଅଭିନୟ କରୁଛନ୍ତି।ଏହା ସହିତ ଏହି ଅଭିନେତ୍ରୀଙ୍କ ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରନ୍ତି।ତେବେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ସେ ବିଜୁ ପଟ୍ଟନାୟକ କଲେଜରୁ +୩ ପାସ କରିଛନ୍ତି।ସେ ଆମ ଓଡ଼ିଆ ଅଭିନୟ ଜଗତର ଜଣେ ବହୁତ ଆଗ ଧାଡ଼ିର ଅଭିନେତ୍ରୀ ଅଟନ୍ତି।
ଜାଗୃତି ରଥ:- ଏହି ଅଭିନେତ୍ରୀ ଜଣଙ୍କ ଶ୍ରୀ ମନ୍ଦିର ଧାରାବାହିକରେ ପଦ୍ମାବତୀ ଭୂମିକାରେ ଅଭିନୟ କରୁଛନ୍ତି।ଏହି ଅଭିନେତ୍ରୀ ଜଣଙ୍କ ରାଜେନ୍ଦ୍ର ନାରାୟଣ ବିଶ୍ଵବିଦ୍ୟାଳୟରୁ +୩ ଶେଷ କରିଛନ୍ତି।ଏହା ସହିତ ଏହି ଅଭିନେତ୍ରୀ ଜଣଙ୍କ ନିଜର ଅଭିନୟ ପାଇଁ ଅନେକ ଲୋକଙ୍କ ପାଖରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।
ନିଲାଖି ପାତ୍ର:- ଏହି ଅଭିନେତ୍ରୀ ଜଣଙ୍କ ସିନ୍ଦୁରର ଅଧିକାର ଧାରାବାହିକରେ ଇତି ଭୂମିକାରେ ଅଭିନୟ କରୁଛନ୍ତି।ଏହି ଅଭିନେତ୍ରୀ ଜଣଙ୍କ ନିଜର ଅଭିନୟ ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।ତେବେ ଏହି ଅଭିନେତ୍ରୀ ଜଣକ ନିଜର +୨ ଶେଷ ପରେ ଆଇ ଟି ଆଇ ଶେଷ କରିଛନ୍ତି।
ପ୍ରିୟଙ୍କା ରଥ:- ଏହି ଅଭିନେତ୍ରୀ ଜଣଙ୍କ କୁଆଁରୀ ବୋହୂ ଧାରାବାହିକରେ ଶ୍ରଦ୍ଧା ଭୂମିକାରେ ଅଭିନୟ କରୁଛନ୍ତି।ଏହି ଅଭିନେତ୍ରୀ ଜଣକ ଉତ୍କଳ ବିଶ୍ଵବିଦ୍ୟାଳୟରୁ ନିଜର +୩ ଶେଷ କରିଛନ୍ତି।ଏହା ସହିତ ଏହି ଅଭିନେତ୍ରୀଙ୍କ ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରନ୍ତି।ଏହା ସହିତ ସେ ଅନେକ ଦର୍ଶକ ମାନଙ୍କ ପ୍ରିୟ ଅଭିନେତ୍ରୀ ମଧ୍ୟ।
ଲଭଲିନ ଖାନମ:- ଏହି ଅଭିନେତ୍ରୀ ଜଣଙ୍କ ଝିଅ ଆମର ନୂଆ ବୋହୂ ଧାରାବାହିକରେ ପୂଜା ଭୂମିକାରେ ଅଭିନୟ କରୁଛନ୍ତି।ଏହି ଅଭିନେତ୍ରୀ ଜଣକ ଏଫ ଏମ ବିଶ୍ଵବିଦ୍ୟାଳୟରୁ ନିଜର +୩ ଶେଷ କରିଛନ୍ତି।ଏହା ସହିତ ଏହି ଅଭିନେତ୍ରୀ ଜଣକ ନିଜର ଅଭିନୟ ପାଇଁ ଅନେକ ଲୋକଙ୍କ ପାଖରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ଅନେକ ମାତ୍ରାରେ ସଫଳ ହୋଇ ପାରିଛନ୍ତି।