ଯାତ୍ରା ସହିତ Pradeep Mahararthy ଙ୍କ କଣ ସମ୍ବନ୍ଧ ରହିଛି ? କାହିଁକି କଳିଙ୍ଗ ଗଣନାଟ୍ୟ ଖୋଲିଥିଲେ ମହାରଥୀ ଜାଣିଲେ ଆପଣ ମଧ୍ୟ କରିବେ ପ୍ରଶଂସା

Spread the love

ସେ ବିଧାୟକ ହିସାବରେ ଡିଆରଡିଏ ମିଟିଂକୁ ଯାଇଥିଲେ ପୁରୀ।ପୁରୀରୁ ଫେରିଲା ପରେ ସାସଙ୍ଗରେ ତୁଳସୀ ଗଣନାଟ୍ୟ ପଡ଼ିଥିଲା।ସେତେବେଳେ ତୁଳସୀ ଗଣନାଟ୍ୟରେ ମହେନ୍ଦ୍ର ଦାସ ବୋଲି ଜଣେ ଆମର ପୁରୀ ଜିଲ୍ଲା ଆର୍ଟିଷ୍ଟ ଥିଲେ।ସେ ପୁରୀ ଜିଲ୍ଲା ଲୋକଙ୍କୁ ପ୍ରଦୀପ ମହାରଥୀ ଭାରି ଭଲ ପାଆନ୍ତି।ସେ ପ୍ରଥମେ ସାସଙ୍ଗରେ ଯେତେେଳେ ଆସିକି ପହଂଚିଲେ ଲୋକ ଦେଖିଲେ ପ୍ରଦୀପ ମହାରଥୀ ଠିଆ ହୋଇଛନ୍ତି।

ସେତେବେଳେ ଟିକେଟ କରିବା ପାଇଁ ଲୋକ ଠିଆ ହୋଇଛନ୍ତି ଆଗୁଆ ବୋଲେ କଣ ଏଇଠି ହୋଉଛି ନା ଯାତ୍ରା ପାର୍ଟି ପଡ଼ିଛି, ନା କାଇଁ ଏତେ ଲୋକ ନା ଯାତ୍ରା ପାଟି ଟିକେଟ କରିବା ପାଇଁ ଲୋକ ଆସିଛନ୍ତି।ସେଠୁ ସେ ଓଲ୍ହେଇଲେ ତାଙ୍କୁ ଲୋକ ଚେୟାର ଦେଲେ ଓ ସେଠି ବସିଲେ।କହିଲେ କଣ ଯାତ୍ରା ପାଟିରେ ଏଥିରେ କେତେ ଇନକମ, କେତେ ଖର୍ଚ୍ଚ, ସେଇଠୁ ଡିଟେଲ୍ସ ଯାତ୍ରା ବାଲାଙ୍କଠୁ ସେ ବୁଝିଲେ ବୁଝିକରି କହିଲେ ଏଥିରେ ଭିଲିଆନ କିଏ ନା ମହେନ୍ଦ୍ର ଦାସ, ନା ହିରୋ କିଏ?

ସେତେବେଲେ ରାଜୁ ସୂଦ ବୋଲି ଜଣେ ଥିଲେ ଆର୍ଟିଷ୍ଟ ସେ ଏବେ ମରିଗଲେଣି।ସେ ସେଠୁ କହିଲେ ଅଛା ଠିକ ଅଛି ସେ ମହେନ୍ଦ୍ର ଦାସକୁ ଡାକ। ମହେନ୍ଦ୍ର ଦାସକୁ ଡକା ହେଲା।କହିଲେ ଆମେ ଯଦି ପାର୍ଟି କରିବୁ ନା ଆଜ୍ଞା ପୁରୀ ଜିଲ୍ଲାରେ କିଏ ପାଟି କରିକି ତିଷ୍ଟି ନାହାନ୍ତି। ନା କାହିଁକି? ନା ପାଟି ଜଗତସିଂହପୁରରେ ପାଟି ଅନ୍ୟ ଠୀ କରନ୍ତିନି।

କିନ୍ତୁ ପାଟି କେହି ପୁରୀର କରିନାହାନ୍ତି କେବଳ ସାସଂଗ ନବୀନ ବାବୁଙ୍କୁ ଛାଡିଦେଲେ ସାସଙ୍ଗ ଅପେରାଙ୍କୁ ଛାଡିଦେଲେ ଅପେରା ଆଉ କେହି କରିନାହାନ୍ତି।ନା ଆମେ ଯଦି କରିବୁ? ନା କଲେ ଆମେ ସବୁ ସହଯୋଗ କରିବୁ। ସେଇଠି ମା ଉତ୍ତରାୟାଣିଙ୍କ ପାଦୁକ ନେଇକି ମହେନ୍ଦ୍ର ଦାସକୁ କହିଲେ ତୁ ଯଦି ପ୍ରକୃତ,ସେତେବେଳ ମହେନ୍ଦ୍ର ଦାସ ଜଣେ ଜଣା ଶୁଣା ଆର୍ଟିଷ୍ଟ ଥିଲେ ସେ,“ଶାଗୁଣା ବସିଛି ଡେଣା ମେଲେଇ”।

ସେ ବହୁତ ପ୍ରାଇଜ ବି ପାଇଛନ୍ତି ସାରା ଓଡ଼ିଶାରୁ।ତେଣୁ ମହେନ୍ଦ୍ରକୁ କହିଲେ ତୁ ଯଦି ମୋ ପାଟିକୁ ଆସିବୁ ତାହେଲେ ମୁଁ ନିଶ୍ଚୟ ଗୋଟେ ପାର୍ଟି କରିବି ମା ଉତ୍ତରାୟାଣିଙ୍କ ପାଦୁକା ଧରିକି କହ ତୁ ମୋ ପାଟି କୁ ଆସିବୁ କି? ସେତେବେଳକୁ ଲକ୍ଷେ କେତେ ଟଙ୍କା ଥାଏ ଶିବ ବାବୁଙ୍କର ମହେନ୍ଦ୍ର ଉପରେ ତଥାପି ମହେନ୍ଦ୍ର କହିଲା ମୁଁ ଏଇ ବର୍ଷ ନିଶ୍ଚୟ ଆସିବି।

ନା ଠିକ ଅଛି ତାପରେ ସେଠୁ ମହେନ୍ଦ୍ର ସହ କଥା ହେଇ ଆସି ମୋ ପାଖରେ ପହଂଚିଲେ।ସେତେବେଳ ତାଙ୍କର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିଲେ ଗଦା ବାବୁ।ଗଦା ବାବୁ ମୁଁ ବସିଥାଉ ସେ ଆସିଲେ।କହିଲେ ରାଜା ନାନା ନମସ୍କାର ହେଇକି କହିଲେ ଆମେ ଗୋଟେ ଯାତ୍ରା ପାଟି କରିବା ତ ଏହିପରି ଭାବେ ପାର୍ଟି ଆରମ୍ଭ ହେଲା।

Leave a Reply

Your email address will not be published. Required fields are marked *