ଆଖିର ସମସ୍ୟା ଦୂର କରିବା ପାଇଁ ଘରୋଇ ଉପଚାର,ଏକ ଚାମଚ ସବୁଦିନେ ଖାଇଲେ ଆଖିର Power ସବୁବେଳେ ବଢ଼ିକି ରହିବ…

Spread the love

ତେବେ ଆଜିକାଲି ଅନେକ ଲୋକଙ୍କ ଶରୀରରେ ଆଖି ସହିତ ଜଡିତ ଅନେକ ସମସ୍ୟା ଦେଖା ଯାଇ ଥାଏ।ତେବେ ଆମେ ବର୍ତ୍ତମାନ ଏପରି ଏକ ଘରୋଇ ଉପଚାର ସମ୍ପର୍କରେ ଆଲୋଚନା କରିବା ଯାହାକୁ ବ୍ୟବହାର କରିବାର ଅଳ୍ପ ଦିନ ମଧ୍ୟରେ ଆପଣଙ୍କ ଆଖି ସହିତ ଜଡିତ ସମସ୍ୟା ଗୁଡ଼ିକର ସମାଧାନ ହୋଇ ଯିବ।ଏହା ସହିତ ଏହାକୁ ପ୍ରସ୍ତୁତ କରିବା ମଧ୍ୟ ବହୁତ ସରଳ ଅଟେ।ଏହା ସହିତ ଏହାକୁ ଖାଇବା ଫଳରେ ଏହା ଆପଣଙ୍କ ଶରୀର ପାଇଁ ମଧ୍ୟ ଅନେକ ଭାବରେ ଉପକାରୀ ହୋଇ ପାରିବ।

ତେବେ ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ହେଉଥିବା ପ୍ରଥମ ଉପାଦାନ ହେଉଛି ପାନ ମଧୁରି।ତେବେ ଏହାକୁ ଆମେ ଖାଇବା ପରେ ସାଧାରଣ ଭାବେ ଅଳ୍ପ ଖାଇ ଥାଉ।ଯାହା ଫଳରେ ଏହା ଆମର ପାଟି ସଫା ରଖିବ।ଏହା ସହିତ ଏହାକୁ ଖାଇବା ଫଳରେ ଏହା ଅମାର ପାଚନ ତନ୍ତ୍ର ସହିତ ଜଡ଼ିତ ସମସ୍ୟାର ମଧ୍ୟ ସମାଧାନ କରି ଦେଇଥାଏ।

ତେବେ ଆମେ ବର୍ତ୍ତମାନ ଏହାକୁ ବ୍ୟବହାର କରି ଏହି ଉପଚାର ପ୍ରସ୍ତୁତ କରିବ।ଏହାକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ହେଉଥିବା ଦିତୀୟ ଉପାଦାନ ହେଉଛି ମିଶ୍ରି।ଏହା ପରେ ଆବଶ୍ୟକ ହେଉଥିବା ଆଉ ଏକ ଉପାଦାନ ହେଉଛି ବାଦାମଏହା ସହିତ ଆବଶ୍ୟକ ହେଉଥିବା ଆଉ ଏକ ଉପାଦାନ ହେଉଛି କଳା ମରିଚ।

ତେବେ ଏହି ସମସ୍ତ ଉପାଦାନ ବ୍ୟବହାର କରି ଆମେ ଏହି ଉପଚାର ବହୁତ ସହଜରେ ପ୍ରସ୍ତୁତ କରି ପାରିବା।ଏହା ସହିତ ଏହାକୁ ବ୍ୟବହାର କରି ଆମେ ନିଜର ଆଖି ସହିତ ଜଡିତ ସମସ୍ୟାର ସହଜ ଓ ସରଳ ସମାଧାନ କରି ପାରିବା।ଏହା ସହିତ ଏହି ସମସ୍ତ ଜିନିଷ ମଧ୍ୟରୁ ପ୍ରଥମେ କିଛି ପାନ ମଧୁରୀ ନେଇ ଏହାକୁ ଭଲ ଭାବରେ ଭାଜି ଦେବା

।ଏହା ପରେ ଏହାକୁ ଏକ ପାତ୍ରରେ କାଢି ଦେବା।ଏହା ପରେ ବାଦାମ ଆଣି ଏହାକୁ କିଛି ସମୟ ଯାଏ ଭାଜି ଏହାକୁ ରଖିବା।ଏହା ପରେ ଆମେ ମିଶ୍ରିକୁ ମଧ୍ୟ ଭଲ ଭାବରେ ଗୁଣ୍ଡ କରିଦେବା।ଏହା ସହିତ ପାନ ମଧୂରୀ ଓ ବାଦମକୁ ମଧ୍ୟ ମିଶାଇ ଭଲ ଭାବରେ ଗୁଣ୍ଡ କରିଦେବା।ଏହା ପରେ ଏଥିରେ ମିଶ୍ରି ଗୁଣ୍ଡ ପକାଇ ଏହାକୁ ଭଲ ଭାବରେ ଗୋଳାଇ ଦେବା।

ଏହା ପରେ ଏହା ବର୍ତ୍ତମାନ ଖାଇବା ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇଗଲା।ଏହାକୁ ପାଣିରେ ପକାଇ ଏହାକୁ ଭଲ ଭାବରେ ଗୋଳାଇ ଆମେ ଏହାକୁ ଖାଇ ପାରିବା।ତେବେ ଏହାକୁ ସେବନ କରିବାର ଅଳ୍ପ କିଛି ଦିନ ମଧ୍ୟରେ ଆପଣ ଏହା ଅନୁଭବ କରିବେ କି ଆପଣଙ୍କ ଆଖି ସହିତ ଜଡିତ ସମସ୍ୟାର ସମାଧାନ ହେବା ଆରମ୍ଭ ହୋଇ ଯାଇଛି।ତେବେ ଏହାକୁ ବ୍ୟବହାର କରିବା ବହୁତ ସହଜ ଅଟେ।ଏହାକୁ ବ୍ୟବହାର କରିବା ଫଳରେ ଯେଉଁ ବ୍ୟକ୍ତିଙ୍କ ଆଖି ଖରାପ ମଧ୍ୟ ହୋଇ ଯାଇଛି ସେମାନଙ୍କ ଆଖି ଠିକ ହୋଇ ଯିବ।

Leave a Reply

Your email address will not be published. Required fields are marked *