Angulia Bunty ଙ୍କ ଗୁଆ ଘିଅ ପରେ ବର୍ତ୍ତମାନ ଆସିବାକୁ ଯାଉଛି ଗରମ ପାଣି,ଶୁଣିଲେ ହସି ହସି ଗଡ଼ିଯିବେ ଆପଣ…ଦେଖନ୍ତୁ Video

Spread the love

ତେବେ ଆମେ ସମସ୍ତେ ଅନୁଗୁଳିଆ ବଣ୍ଟିଙ୍କ ସମ୍ପର୍କରେ ବହୁତ ଭଲ ଭାବରେ ଜାଣୁ।ତେବେ ସେ ବର୍ତ୍ତମାନ ନିଜର ଗୀତ ମାଧ୍ୟମରେ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଛନ୍ତି ତେବେ ସେ ଜଣେ ହାସ୍ୟ ଅଭିନେତା ଅଟନ୍ତି।ଯାହା ଫଳରେ ସେ ଲୋକଙ୍କୁ ହସାଇବା କାର୍ଯ୍ୟ କରି ଥାଆନ୍ତି।ଏହା ସହିତ ସେ ଏହିଭଳି ଭାବରେ ଅନେକ ଭିଡିଓ କରି ଲୋକଙ୍କୁ ହସାଇ ସେମାନଙ୍କର ପ୍ରିୟ ହୋଇ ପାରିଛନ୍ତି।ତେବେ ଆମେ ବର୍ତ୍ତମାନ ତାଙ୍କର ଆଗାମୀ ସମୟରେ ଆସୁଥିବା ଆଉ ଏକ ଭିଡିଓ ସମ୍ପର୍କରେ ଆଲୋଚନା କରିବା।

ତେବେ ସେ ଏହି ଅଳ୍ପ ଦିନ ତଳେ ଗୁଆ ଘିଅ ଗୀତ ଗାଇ ସମସ୍ତଙ୍କ ପାଖରେ ପରିଚିତ ହୋଇ ଯାଇ ଥିଲେ।ଏହା ସହିତ ତାଙ୍କର ସଙ୍ଗୀତ ଶୁଣିବା ପାଇଁ ଅନେଁ ଲୋକ ମଧ୍ୟ ଅନେକ ଭାବରେ ପସନ୍ଦ କରି ଥାଆନ୍ତି।ଏହା ସହିତ ସେ ଏହି ଗୁଆ ଘିଅ ଗୀତ ପାଇଁ ଅନେକ ଲୋକଙ୍କ ପ୍ରିୟ ହୋଇ ଯାଇଥିଲେ।

ତେବେ ବର୍ତ୍ତମାନ ଏହା ଶୁଣିବାକୁ ମିଳୁଛି କି ତାଙ୍କର ଆଗାମୀ ସମୟରେ ଆଉ ଏକ ଗୀତ ଆସିବାକୁ ଯାଉଛି।ଏହା ସହିତ ଏହି ଗୀତର ନାମ ରହିଛି ଗରମ ପାଣି।ଏହା ସହିତ ଏହି ଗୀତର ବର୍ତ୍ତମାନ ସୁଟିଂ କାର୍ଯ୍ୟ ଚାଲିଛି।ଏହା ସହିତ ଏହା ମଧ୍ୟ ଲୋକଙ୍କୁ ବହୁତ ଅଧିକ ପସନ୍ଦ ଆସିବ ବୋଲି ଅନେକ ଲୋକ କହିଛନ୍ତି।

ତେବେ ଏହି ଗୀତର ଏକ ଛୋଟ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି।ଏହା ସହିତ ଏହି ଗୀତ ସମସ୍ତ ଲୋକମାନଙ୍କୁ ପସନ୍ଦ ଆସିବ ବୋଲି ସେ ଆଶା କରିଛନ୍ତି।ଏହା ସହିତ ସେ ବର୍ତ୍ତମାନ ଏହି ଗୀତର ସୁଟିଂ କାର୍ଯ୍ୟରେ ବ୍ୟସ୍ତ ଥିବା ଜଣା ଲାଗିଛି।ଏହା ସହିତ ଏହି ଗୀତ ସମସ୍ତଙ୍କୁ ବହୁତ ଭଲ ଲାଗିବ ବୋଲି ସେ କହିଛନ୍ତି।

ତେବେ ସେ ଆଗରୁ ମଧ୍ୟ ଏହିପରି ଅନେକ ଗୀତ ଗାଇଛନ୍ତି।ଯାହା ଲୋକଙ୍କୁ ବହୁତ ଭଲ ମଧ୍ୟ ଲାଗୁଛି।ତେବେ ସେ ବର୍ତ୍ତମାନ ପୁଣି ଆଉ ଏକ ଗୀତ ଗାଇବାକୁ ଯାଉ ଥିବାରୁ ବର୍ତ୍ତମାନ ତାଙ୍କର ସେହି ଗୀତକୁ ଅନେକ ଲୋକ ବର୍ତ୍ତମାନ ଅପେକ୍ଷା କରି ରହିଛନ୍ତି।ଏହା ସହିତ ଏହି ଗୀତ ସମସ୍ତଙ୍କୁ ତାଙ୍କର ଅନ୍ୟ ଗୀତ ମାନଙ୍କ ଭଳି ବହୁତ ଅଧିକ ଭଲ ଲାଗିବ ବୋଲି ସେ ଆଶା କରିଛନ୍ତି।

ତେବେ ଏହି ଗୀତ ଆଉ କିଛି ଦିନ ମଧ୍ୟରେ ଆସିବାକୁ ଯାଉଛି ବୋଲି ସେ କହିଛନ୍ତି।ତେବେ ତାଙ୍କର ଗୀତ ଗାଇବା ସହିତ ତାଙ୍କର ଲୋକଙ୍କୁ ହସାଇବା ଶୈଳୀ ପାଇଁ ଅନେକ ଲୋକ ତାଙ୍କୁ ଅନେକ ଭାବରେ ପସନ୍ଦ କରି ଥାଆନ୍ତି।ଏହା ସହିତ ତାଙ୍କର ସଙ୍ଗୀତ ସହିତ ତାଙ୍କର ଅଭିନୟ ମଧ୍ୟ ଅନେକ ଲୋକଙ୍କୁ ବହୁତ ପସନ୍ଦ ଆସି ଥାଏ।ତେବେ ତାଙ୍କର ଏହି ନୂତନ ଗୀତ ଆସିବାକୁ ଯାଉ ଥିବାରୁ ଏହା ସମସ୍ତଙ୍କୁ ବହୁତ ଅଧିକ ପସନ୍ଦ ଆସିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।ତେବେ ଏହା ଶୀଘ୍ର ରିଲିଜ ହେବାକୁ ଯାଉଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *