ଅରିନ୍ଦମଙ୍କ ପରି ମଣିଷ ପାଇବା ବହୁତ କଷ୍ଟ,ସେ ଜଣେ especial ଲୋକ ଥିଲେ,ମୁଁ ତାଙ୍କ ଭଳି ସମସ୍ତେ ୧% ହେଲେବି ମୁଁ ବହୁତ ଖୁସି ହେବି କାରଣ…ଦେଖନ୍ତୁ Video

Spread the love

କିଛି ଦିନ ତଳେ ପାଣିରେ ବୁଡି ପ୍ରାଣ ହରାଇ ଥିବା ସାମ୍ବାଦିକ ଅରିନ୍ଦମଙ୍କୁ ଆମେ ସମସ୍ତେ ବହୁତ ଭଲ ଭାବରେ ଜାଣୁ।ତେବେ ସେ ଜଣେ ବହୁତ ଭଲ ସାମ୍ବାଦିକ ଥିଲେ।ଏହା ସହିତ ନିଜର କର୍ତ୍ତବ୍ୟ କରୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇ ଯାଇ ଥିଲା।ଯାହା ଫଳରେ ତାଙ୍କର ଏପରି ମୃତ୍ୟୁରେ ଅନେକ ଲୋକ ଦୁଃଖ ପ୍ରକାଶ କରିଥିଲେ।ତେବେ ତାଙ୍କ ସହିତ ଏପରି ହେବ ବୋଲି ମଧ୍ୟ କେହି କେବେ ଆଶା କରି ନଥିଲେ।ଏହା ସହିତ ତାଙ୍କ ସହିତ ଏପରି ହେବା ଫଳରେ ଅନେକ ଲୋକ ବହୁତ ଦୁଃଖ ପ୍ରକାଶ କରିଥିଲେ।

ତେବେ ତାଙ୍କର ମୃତ୍ୟୁ ହେବା ପରେ ମଧ୍ୟ ତାଙ୍କର ପରିବାର ଲୋକ ବର୍ତ୍ତମାନ ଯାଏ ମଧ୍ୟ ତାଙ୍କୁ ମନେ ପକାଇ ଆଖିରୁ ଲୁହ ଗଡ଼ାଇ ଚାଲିଛନ୍ତି।ତେବେ ତାଙ୍କର ପରିବାର ଲୋକ ତାଙ୍କୁ ବହୁତ ମନେ ପକାଉଛନ୍ତି।ଏହା ସହିତ ସେମାନେ କହିଛନ୍ତି କି ତାଙ୍କ ଭଳି ମଣିଷ ବାସ୍ତବରେ ଏହି ଦୁନିଆରେ ନାହାନ୍ତି।

ଏହା ସହିତ ସେ ସମସ୍ତଙ୍କର ଭଲ ସବୁବେଳେ ଆଶା କରି ଥାଆନ୍ତି।ଏହା ସହିତ ତାଙ୍କର ସ୍ଥାନ କେହି ମଧ୍ୟ ନେଇ ପାରିବେ ନାହିଁ ବୋଲି ସେମାନେ କହିଛନ୍ତି।ତେବେ ବାସ୍ତବରେ ସେ ଜଣେ ବହୁତ ଭଲ ମଣିଷ ଥିଲେ।ଏହା ସହିତ ତାଙ୍କର ମୃତ୍ୟୁ ଫଳରେ ଅନେକ ଲୋକ ମଧ୍ୟ ବହୁତ ଦୁଃଖ ପ୍ରକାଶ କରିଥିଲେ।

ଏହା ସହିତ ତାଙ୍କ ସହିତ ଏପରି ହୋଇଯିବ ବୋଲି କେହି କେବେ ଆଶା ମଧ୍ୟ କରି ନଥିଲେ।ଏହା ସହିତ ଏହା ପରେ ମଧ୍ୟ ତାଙ୍କ ସହିତ ଏପରି ହେବା ଫଳରେ ଅନେକ ଲୋକ ସେହି ସମୟରେ ଦୁଃଖ ପ୍ରକାଶ କରୁଥିଲେ।ଏହା ସହିତ ତାଙ୍କର ପରିବାର ଲୋକ ବର୍ତ୍ତମାନ ତାଙ୍କୁ ମନେ ପକାଇ ଅନେକ ଦୁଃଖିତ ହେଉ ଥିବାର ଦେଖା ଯାଇଛି।

ଏହା ସହିତ ତାଙ୍କୁ ମନେ ପକାଇ ସେମାନେ ଅନେକ କାନ୍ଦୁଛନ୍ତି।ଏହା ସହିତ ସେ ଜଣେ ବହୁତ ଦକ୍ଷ ସାମ୍ବାଦିକ ଥିଲେ।ଏହା ସହିତ ବନ୍ୟା ବାତ୍ୟା ସମୟରେ ମଧ୍ୟ ସେ ଲୋକଙ୍କ ପାଖରେ ଖବର ପହଞ୍ଚାଇବା ପାଇଁ ନିଜର ସମସ୍ତ ପ୍ରୟାସ କରି ଥାଆନ୍ତି।ଏହା ସହିତ ସେଥିରେ ଅନେକ ଭାବରେ ସଫଳ ମଧ୍ୟ ହୋଇ ଥାଆନ୍ତି।

ଯାହା ଫଳରେ ସେ ଅନେକ ଲୋକଙ୍କ ପ୍ରିୟ ସାମ୍ବାଦିକ ଭାବରେ ମଧ୍ୟ ଥିଲେ।ତେବେ ତାଙ୍କର ମୃତ୍ୟୁ ସମସ୍ତଙ୍କ ପାଇଁ ଏକ ବହୁତ ଖରାପ ସ୍ଵପ୍ନ ଥିଲା।ଏହା ସହିତ ତାଙ୍କର ମୃତ୍ୟୁ ଏପରି ହେବ ବୋଲି କେବେ କେହି ଚିନ୍ତା ମଧ୍ୟ କରି ନଥିଲେ।ତେବେ ତାଙ୍କର ମୃତ୍ୟୁକୁ ନେଇ ଅନେକ ଲୋକ ବହୁତ ଦୁଃଖ ପ୍ରକାଶ କରିବା ସହିତ ତାଙ୍କୁ ଭୁଲି ମଧ୍ୟ ପାରୁ ନାହାଁନ୍ତି।

ଏହା ସହିତ ତାଙ୍କୁ ମନେ ପକାଇ ତାଙ୍କର ପରିବାର ଲୋକ ବର୍ତ୍ତମାନ ବହୁତ ଅଧିକ ଦୁଃଖିତ ହେଉ ଥିବାର ଦେଖାଯାଇଛି।ଏହା ସହିତ ସେମାନେ ତାଙ୍କ ଭଳି ପୁଅ ଆଉ କେବେ ମଧ୍ୟ ପାଇ ପାରିବେ ନାହିଁ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *