କାଲିଠୁ ବଦଳିବ ଓଡିଶା ପାଣିପାଗ,ଏହି ସବୁ ଜିଲ୍ଲା ରେ ହେବ ପ୍ରବଳ ବର୍ଷା,ଅଦିନିଆ ବର୍ଷା ରେ ଭିଜିବ Half ଓଡିଶା…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆମେ ଆଜି ଜାଣିବା ଓଡ଼ିଶାର ପାଣିପାଗ ବିଷୟରେ କିଛି ବିଶେଷ ତଥ୍ୟ।ତେବେ ଏହି ସମ୍ପର୍କରେ ଆପଣଙ୍କୁ ଜାଣିବା ନିହାତି ଆବଶ୍ୟକ ଅଟେ।ତେବେ ଏହା ସମ୍ପର୍କରେ ଜାଣିବା ଦ୍ଵାରା ଆପଣ ନିଜ ଆଖ ପାଖ ଅଞ୍ଚଳର ପାଣିପାଗ ବିଷୟରେ ଜ୍ଞାନ ସଂଗ୍ରହ କରିପାରିବେ

ଏବଂ ଏହା ଜାଣିବା ଦ୍ଵାରା ଆପଣ ନିଜେ ସତର୍କ ରହିବା ସହିତ ଅନ୍ୟକୁ ମଧ୍ୟ ସତର୍କ କରିପାରିବେ।ଏବଂ ଏହା ସହିତ ଆପଣ ପାଣିପାଗର ପୂର୍ବାନୁମାନ ପାଇବା ଦ୍ୱାରା ନିଜର ଆଗକୁ ଥିବା କାର୍ୟ୍ଯ ପାଇଁ ପ୍ରସ୍ତୁତ କରିପାରିବେ।ତେବେ ବର୍ତ୍ତମାନ ସମୟରେ ଓଡ଼ିଶାର ପାଣିପାଗକୁ ନେଇ କିଛି ବିଶେଷ ତଥ୍ୟ ସାମ୍ନାକୁ ଆସିଛି।

ସେହି ଅନୁସାରେ ଖରାରୁ ମିଳିବ ତ୍ରାହି।ଆସନ୍ତା ୨୧ ତାରିଖରୁ ବର୍ଷା ସମ୍ଭାବନା।୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।ଏହାକୁ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।ବଙ୍ଗୋପସାଗରରୁ ଜଲୀୟବାଷ୍ପ ପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବେଶ ବୃଦ୍ଧିର ସମ୍ଭାବନା ରହିଛି।

ତେଣୁ ଆଗାମୀ ଚାରିରୁ ପାଞ୍ଚ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ।ଏହାଦ୍ବାରା କିଛି ଅଞ୍ଚଳରେ ଘଡଘଡି ସହିତ ହାଲୁକା ବର୍ଷା ହୋଇପାରେ।ଆସନ୍ତା ୨୧ ତାରିଖରେ ଗଞ୍ଜାମ ଗଜପତି ଏବଂ ରାୟଗଡାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।ସେହିପରି ୨୨ ତାରିଖରେ ଗଞ୍ଜାମ ଗଜପତି କନ୍ଧମାଳ ରାୟଗଡା, ମାଲକାନଗିରି, କୋରାଫୁଟ, ମୟୁରଭଞ୍ଜ, କେଉଁଝରରେ ବର୍ଷା ସମ୍ଭାବନା ରହିଛି।

ଏହା ସହିତ ଅନେକ ସ୍ଥାନରେ ହଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।ବଙ୍ଗୋପସାଗରରୁ ଜଲୀୟବାଷ୍ପ ପୁର୍ଣ ବାୟୁ ଓଡିଶା ମଧ୍ୟକୁ ପ୍ରବେଶ କରୁଛି ଯାହାକୁ ନେଇ ଦିନର ତାପମାତ୍ରା ଆଗାମୀ ଚାରିରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ବିଶେଷ ପରିବର୍ତ୍ତନ ହେବ ନାହିଁ।

କିନ୍ତୁ ଏହି ଜଲୀୟବାଷ୍ପ ପୂର୍ଣ୍ଣ ବାୟୁ ଉତ୍ତପ୍ତ ବାୟୁ ମଣ୍ଡଳ ସଂସ୍ପର୍ଶରେ ଆସି କିଛି ଘଣ୍ଟା ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ରହୁଛି ଫଳରେ ୨୧ରୁ ୨୩ ତାରିଖ ଯାଏଁ କିଛି ଜିଲ୍ଲାରେ ହାଲୁକା ବର୍ଷାର ସମ୍ଭାବନା ରହୁଛି।୨୧ ତାରିଖରେ ରାୟଗଡ଼ା ଗଞ୍ଜାମ ଗଜପତିରେ ହାଲୁକା ବର୍ଷାର ସମ୍ଭାବନା ରହୁଛି।ସେହିପରି ୨୨ ତାରିଖରେ ମଧ୍ୟ କିଛି ଜିଲାରେ ବର୍ଷାର ସମ୍ଭାବନା ରହୁଛି।ସେହିପରି ୨୩ରେ ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହୁଛି।

Leave a Reply

Your email address will not be published. Required fields are marked *